Collector Boudh (@dmboudh) 's Twitter Profile
Collector Boudh

@dmboudh

The Official X handle of Collector Boudh

ID: 738254367422185472

linkhttps://boudh.odisha.gov.in/ calendar_today02-06-2016 06:22:12

6,6K Tweet

10,10K Followers

82 Following

Collector Boudh (@dmboudh) 's Twitter Profile Photo

ବିକାଶ ମେଳା-୨୦୨୫ର ଚତୁର୍ଥ ଦିନର ସନ୍ଧ୍ୟାରେ ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ଯୋଜନା ଉପରେ ବିଭାଗୀୟ ଅଧିକାରୀମାନେ ଏକବର୍ଷର ଉପଲବ୍ଧି ପରିବେଷଣ କରିବା ସହିତ ସ୍ଥାନୀୟ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Distribution of VVY, FRA Patta, AGJ work order, Kisan credit card to beneficiaries during the Vikas Vahan visiting camp at Rundimahal GP under Kantamal Block.

CEO Odisha (@odishaceo) 's Twitter Profile Photo

ଆପଣଙ୍କ ଭୋଟର ପରିଚୟପତ୍ର ଠାରୁ ଆରମ୍ଭ କରି ନିର୍ବାଚନୀ ସୂଚନା ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନ ପାଇଁ, ଆମ ଟୋଲ୍-ଫ୍ରି ଭୋଟର ହେଲ୍ପଲାଇନ୍ ନମ୍ବର 1950 ସଦା ଆପଣଙ୍କ ସହାୟତାରେ । Election Commission of India Spokesperson ECI PIB India Ministry of Information and Broadcasting I & PR Department, Odisha DD News Odia DD ODIA #ECI #CEOOdisha #1950 #Voterhelplinenumber

Collector Boudh (@dmboudh) 's Twitter Profile Photo

Distribution of VVY, AGJ work order, MGNREGS Job Card to beneficiaries during the Vikas Vahan visiting camp at Kasurbandh GP under Boudh Block.

Distribution of VVY, AGJ work order, MGNREGS Job Card, Patta to beneficiaries during the Vikas Vahan visiting camp at Gochhapada GP under Boudh Block.

Vikash Vahan out-reach programme at Tikarpada GP of Boudh Block, Lunibahal GP of Harabhanga Block and Kantamal GP of Kantamal Block where VVY, AGJ work order, MGNREGS Job Card, plantation, KCC, pension, and Patta distributed to beneficiaries.

ବିକାଶ ମେଳାର-୨୦୨୫ ଉଦଯାପନୀ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟଅତିଥି ମାନ୍ୟବର ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନଙ୍କ ଉପସ୍ଥିତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହିତ ସରକାରଙ୍କ ବିଭିନ୍ନ ବିଭଗର କର୍ମଚାରୀ ଓ ହିତାଧିକାରୀ ମାନଙ୍କୁ ସମ୍ମାନୀତ କରାଯାଇଛି ।

Vikash Vahan out-reach programme at Bramhanipali GP of Boudh Block, Biranarasinghapur GP of Harabhanga Block and Baragaon GP of Kantamal Block where VVY, AGJ work order, MGNREGS Job Card, Plantation drive and Patta distributed to beneficiaries.

Vikash Vahan out-reach programme at Bramhanipali GP of Boudh Block, Biranarasinghapur GP of Harabhanga Block and Baragaon GP of  Kantamal Block where VVY,  AGJ work order, MGNREGS Job Card, Plantation drive and Patta distributed to beneficiaries.
CEO Odisha (@odishaceo) 's Twitter Profile Photo

ଯୋଗ – ଭାରତର ଦିଆଯାଇଥିବା ବିଶ୍ୱ ପାଇଁ ଏକ ଅମୂଲ୍ୟ ଉପହାର! କେବଳ ଆଜି ନୁହେଁ, ପ୍ରତିଦିନ ଏହି ମହତ୍ୱପୂର୍ଣ୍ଣ ଜ୍ଞାନ ଅଭ୍ୟାସ କରନ୍ତୁ। ଆନ୍ତର୍ଜାତିୟ ଯୋଗ ଦିବସ – ୨୦୨୫ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ! #ECI #CEOOdisha #InternationalYogaDay2025 #Bhubaneswar #Yoga

ଯୋଗ – ଭାରତର ଦିଆଯାଇଥିବା ବିଶ୍ୱ ପାଇଁ ଏକ ଅମୂଲ୍ୟ ଉପହାର!
କେବଳ ଆଜି ନୁହେଁ, ପ୍ରତିଦିନ ଏହି ମହତ୍ୱପୂର୍ଣ୍ଣ ଜ୍ଞାନ ଅଭ୍ୟାସ କରନ୍ତୁ।
ଆନ୍ତର୍ଜାତିୟ ଯୋଗ ଦିବସ – ୨୦୨୫ ପାଇଁ ହାର୍ଦ୍ଦିକ ଅଭିନନ୍ଦନ !
#ECI #CEOOdisha #InternationalYogaDay2025 #Bhubaneswar #Yoga
Collector Boudh (@dmboudh) 's Twitter Profile Photo

ଜିଲ୍ଲା ପ୍ରଶାସନ ବୌଦ୍ଧ ତରଫରୁ ସ୍ଥାନୀୟ ଚନ୍ଦ୍ରଚୂଡ ମନ୍ଦିର ପରିସରରେ ଥିବା ମହାନଦୀ ଆଳତିଘାଟ ଠାରେ ଆଜି ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ - ୨୦୨୫ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ପାଳନ ହୋଇଯାଇଛି।

ଜିଲ୍ଲା ପ୍ରଶାସନ ବୌଦ୍ଧ ତରଫରୁ ସ୍ଥାନୀୟ ଚନ୍ଦ୍ରଚୂଡ ମନ୍ଦିର ପରିସରରେ ଥିବା ମହାନଦୀ ଆଳତିଘାଟ ଠାରେ ଆଜି ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ - ୨୦୨୫ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ପାଳନ ହୋଇଯାଇଛି।
CEO Odisha (@odishaceo) 's Twitter Profile Photo

ଆପଣଙ୍କ ଭୋଟ ଗୁରୁତ୍ୱପୂର୍ଣ୍ଣ!🗳️ ଯେକୌଣସି ପ୍ରଶ୍ନ ପାଇଁ କଲ୍ କରନ୍ତୁ,ସୂଚନା ପାଆନ୍ତୁ ଏବଂ ସଶକ୍ତ ରୁହନ୍ତୁ। #ECI #CEOOdisha #1950 #Voterhelplinenumber

ଆପଣଙ୍କ ଭୋଟ ଗୁରୁତ୍ୱପୂର୍ଣ୍ଣ!🗳️
ଯେକୌଣସି ପ୍ରଶ୍ନ ପାଇଁ କଲ୍ କରନ୍ତୁ,ସୂଚନା ପାଆନ୍ତୁ ଏବଂ ସଶକ୍ତ ରୁହନ୍ତୁ।

#ECI #CEOOdisha #1950 #Voterhelplinenumber
Collector Boudh (@dmboudh) 's Twitter Profile Photo

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଗତ ୨୦ ଜୁନ୍ ୨୦୨୫ରେ ଭୁବନେଶ୍ୱର ଜନତା ମଇଦାନରୁ ଅଭାସି ମାଧ୍ୟମରେ ବହୁ ପ୍ରତୀକ୍ଷିତ ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ ପୁରୁଣାକଟକ ଷ୍ଟେସନ୍ ରୁ ରେଳ ଚଳଚଳର ଶୁଭାରମ୍ଭ କରିଛନ୍ତି।

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଗତ ୨୦ ଜୁନ୍ ୨୦୨୫ରେ ଭୁବନେଶ୍ୱର ଜନତା ମଇଦାନରୁ ଅଭାସି ମାଧ୍ୟମରେ ବହୁ ପ୍ରତୀକ୍ଷିତ ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ ପୁରୁଣାକଟକ ଷ୍ଟେସନ୍ ରୁ  ରେଳ ଚଳଚଳର ଶୁଭାରମ୍ଭ କରିଛନ୍ତି।
CEO Odisha (@odishaceo) 's Twitter Profile Photo

ନିର୍ବାଚନର ସୁଗମ ପରିଚାଳନା, ଭୋଟର ତାଲିକାରେ ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତିକୁ ବୃଦ୍ଧି କରିବା ପାଇଁ ଏକ ପ୍ରୟାସ- ECINET, ଖୁବ ଶୀଘ୍ର ଆପଣଙ୍କ ସେବାରେ ଆସୁ ଅଛି। #CEOOdisha #ECI #ECINET

ନିର୍ବାଚନର ସୁଗମ ପରିଚାଳନା, ଭୋଟର ତାଲିକାରେ ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତିକୁ ବୃଦ୍ଧି କରିବା ପାଇଁ ଏକ ପ୍ରୟାସ- ECINET, ଖୁବ ଶୀଘ୍ର ଆପଣଙ୍କ ସେବାରେ ଆସୁ ଅଛି।
#CEOOdisha #ECI #ECINET
CEO Odisha (@odishaceo) 's Twitter Profile Photo

ନିର୍ବାଚନ ଆୟୋଗ (ECI) ପ୍ରାରମ୍ଭିକ ଭାବେ ୩୪୫ଟି ପଞ୍ଜୀକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPPs) ଙ୍କୁ ତାଲିକାଚ୍ୟୁତ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଅଧିକ ଜାଣିବା ପାଇଁ: eci.gov.in/eci-backend/pu…