District Administration,Bhadrak (@dm_bhadrak) 's Twitter Profile
District Administration,Bhadrak

@dm_bhadrak

#Odisha #Bhadrak #District #Adminstration #OfficeOfCollector #And #DMBhadrak #Official

ID: 875239966267162624

linkhttp://www.bhadrak.odisha.gov.in calendar_today15-06-2017 06:34:03

23,23K Tweet

70,70K Takipçi

245 Takip Edilen

District Administration,Bhadrak (@dm_bhadrak) 's Twitter Profile Photo

ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ବନ୍ତରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।

Bhadrak Municipality (@eobdkmunicipal) 's Twitter Profile Photo

2nd Training on BLO & BLO Supervisors in Connection with Special Intensive Revision (SIR) on Electoral Roll at Municipality Conference Hall in respect of Bhadrak Municipality. District Administration,Bhadrak CEO Odisha

2nd Training on BLO & BLO Supervisors in Connection with Special Intensive Revision (SIR) on Electoral Roll at Municipality Conference Hall in respect of Bhadrak Municipality.
<a href="/DM_Bhadrak/">District Administration,Bhadrak</a> <a href="/OdishaCeo/">CEO Odisha</a>
District Administration,Bhadrak (@dm_bhadrak) 's Twitter Profile Photo

୭୯ତମ ସ୍ୱାଧୀନତା ଦିବସ ପାଳନ ର ଅବ୍ୟବହିତ ପୂର୍ବରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଅଲୋକୀକରଣ।

୭୯ତମ ସ୍ୱାଧୀନତା ଦିବସ ପାଳନ ର ଅବ୍ୟବହିତ ପୂର୍ବରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଅଲୋକୀକରଣ।
District Administration,Bhadrak (@dm_bhadrak) 's Twitter Profile Photo

ଜିଲ୍ଲା ନୋଡାଲ ଅଧିକାରୀ ଏମ୍.ଡି. ସାଦିକ୍ ଆଲାମ୍,ଭାପ୍ରସେ ଜିଲ୍ଲା ଗସ୍ତ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ଜିଲ୍ଲା ନୋଡାଲ ଅଧିକାରୀ  ଏମ୍.ଡି. ସାଦିକ୍  ଆଲାମ୍,ଭାପ୍ରସେ ଜିଲ୍ଲା ଗସ୍ତ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।
CRSR BHADRAK (@cbhadrak) 's Twitter Profile Photo

Sj. Md. Sadiqe Alam, IAS Director of Fisheries , Nodal officer for Bhadrak district along with Sri Dillip Routray, IAS Collector & DM, Bhadrak, Sri S. K. Dutta ADM , Sri S. Nayak DSSO Bhadrak visited different units of CRSR on 12th August 2025.

Sj. Md. Sadiqe Alam, IAS Director of Fisheries , Nodal officer for Bhadrak district along with Sri Dillip Routray, IAS Collector &amp; DM, Bhadrak, Sri S. K. Dutta ADM , Sri S. Nayak DSSO Bhadrak visited different units of CRSR on 12th August 2025.
CRSR BHADRAK (@cbhadrak) 's Twitter Profile Photo

After interaction with the inmates those who are Children with Intellectual Developmental Disabilities, distributed Battery operated Motorised Tricycle to needy PwDs during his visit. District Administration,Bhadrak SSEPD

After interaction with the inmates those who are Children with Intellectual Developmental Disabilities, distributed Battery operated Motorised Tricycle to needy PwDs during his visit. <a href="/DM_Bhadrak/">District Administration,Bhadrak</a>   <a href="/SSEPD2/">SSEPD</a>
CEO Odisha (@odishaceo) 's Twitter Profile Photo

ଟୋଲ-ଫ୍ରି ଭୋଟର ହେଲ୍ପଲାଇନ୍ ନମ୍ବର- ୧୯୫୦, ଯେଉଁଠାରେ ଆପଣ କଲ୍ କରି ଫର୍ମ ପୂରଣ ସମ୍ପର୍କିତ କୌଣସି ସମସ୍ୟାର ସମାଧାନ କରିପାରିବେ, ଆବେଦନର ସ୍ଥିତି ଜାଣିପାରିବେ ଏବଂ ଏକ ସଚେତନ ମତଦାତା ହେବାପାଇଁ ସୂଚନା ଗୁଡ଼ିକ ପାଇପାରିବେ । Election Commission of India PIB India I & PR Department, Odisha Doordarshan National दूरदर्शन नेशनल DD ODIA #Voterhelplinenumber1950

District Administration,Bhadrak (@dm_bhadrak) 's Twitter Profile Photo

ତହସିଲ କାର୍ଯ୍ୟାଳୟ ରୁ ଯୋଗାଇ ଦିଆଯାଉଥିବା ପ୍ରମାଣ ପତ୍ର ସମ୍ବନ୍ଧରେ ସୂଚନା ।

ତହସିଲ କାର୍ଯ୍ୟାଳୟ ରୁ ଯୋଗାଇ ଦିଆଯାଉଥିବା ପ୍ରମାଣ ପତ୍ର ସମ୍ବନ୍ଧରେ ସୂଚନା ।
District Administration,Bhadrak (@dm_bhadrak) 's Twitter Profile Photo

ପବିତ୍ର ୭୯ ତମ ସ୍ଵାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଶହୀଦ ସ୍ମୃତି ଭବନ,ଭଦ୍ରକ ପରିସର ରେ ହସ୍ତଶିଳ୍ପ ପ୍ରଦର୍ଶନୀ ଏବଂ ସଚେତନତା କାର୍ଯ୍ୟକ୍ରମ।

ପବିତ୍ର ୭୯ ତମ ସ୍ଵାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ
ଶହୀଦ ସ୍ମୃତି ଭବନ,ଭଦ୍ରକ ପରିସର ରେ ହସ୍ତଶିଳ୍ପ ପ୍ରଦର୍ଶନୀ ଏବଂ ସଚେତନତା କାର୍ଯ୍ୟକ୍ରମ।
District Administration,Bhadrak (@dm_bhadrak) 's Twitter Profile Photo

ମତ୍ସ୍ୟ ନିର୍ଦ୍ଦେଶକ ଏମ୍.ଡି. ସାଦିକ୍ ଆଲାମ୍,ଭାପ୍ରସେଙ୍କର ଭଦ୍ରକ ଜିଲ୍ଲା ଗସ୍ତର ଦ୍ଵିତୀୟ ଦିବସରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଜିଲ୍ଲାପାଳ,ଅ ଜିଲ୍ଲାପାଳ(ରାଜସ୍ୱ),ଅ. ଜିଲ୍ଲାପାଳ(ସାଧାରଣ)ମୁଖ୍ୟ ଉନ୍ନୟନ ଅଧିକାରୀ,ଉପ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Basudevpur Municipality (@basudevpurm) 's Twitter Profile Photo

As Part of "Har Ghar Tiranga Har Ghar Swachhata" Campaign a mass tiranga rally has been organised in different schools & wards of Basudevpur Municipality. #HarGharTiranga #HarGharSwachhta

As Part of "Har Ghar Tiranga Har Ghar Swachhata" Campaign a mass tiranga rally has been organised in different schools &amp; wards of Basudevpur Municipality.
#HarGharTiranga 
#HarGharSwachhta
District Administration,Bhadrak (@dm_bhadrak) 's Twitter Profile Photo

୭୯ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ମାନ୍ୟବର ମନ୍ତ୍ରୀ,ଗୃହ ଓ ନଗର ଉନ୍ନୟନ ବିଭାଗ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା।ମାନ୍ୟବର ସାଂସଦ,ମାନ୍ୟବର ବିଧାୟକ,ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ,ଏନସିସି କ୍ୟାଡେଟ,ଛାତ୍ରଛାତ୍ରୀ ଓ ଜନସାଧାରଣ ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ।