DitiSahu (@ditisahu0) 's Twitter Profile
DitiSahu

@ditisahu0

ID: 1892114900799062016

calendar_today19-02-2025 07:32:28

619 Tweet

110 Takipçi

981 Takip Edilen

Dr. Mukesh Mahaling (@mahalingmukesh) 's Twitter Profile Photo

ନୂଆପଡା ଜିଲ୍ଲା ତରବୋଡ଼ ଗାଁ ଠାରେ ସ୍ନେହ ଭରା ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ହୃଦୟରୁ ଧନ୍ୟବାଦ ଜଣାଉଛି।

ନୂଆପଡା ଜିଲ୍ଲା ତରବୋଡ଼ ଗାଁ ଠାରେ ସ୍ନେହ ଭରା ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ହୃଦୟରୁ ଧନ୍ୟବାଦ ଜଣାଉଛି।
Dr. Mukesh Mahaling (@mahalingmukesh) 's Twitter Profile Photo

Every second counts during a cardiac emergency. Learn CPR ; a simple skill that can save a life. Empower yourself to act with confidence when it matters most. #CPR4Life2025 #SaveALife #HealthAwareness #CPRAwarenessWeek

Every second counts during a cardiac emergency.

Learn CPR ; a simple skill that can save a life. Empower yourself to act with confidence when it matters most.

#CPR4Life2025 #SaveALife #HealthAwareness 
#CPRAwarenessWeek
Dharmendra Pradhan (@dpradhanbjp) 's Twitter Profile Photo

Remembering an exceptional teacher, an outstanding scientist, people’s President and the ‘Missile Man of India’, Bharat Ratna Dr. A.P.J. Abdul Kalam on his birth anniversary. A visionary and a statesman, his life, ideals and achievements continue to ignite young minds. May we

Remembering an exceptional teacher, an outstanding scientist, people’s President and the ‘Missile Man of India’, Bharat Ratna Dr. A.P.J. Abdul Kalam on his birth anniversary. 

A visionary and a statesman, his life, ideals and achievements continue to ignite young minds. May we
Dr. Mukesh Mahaling (@mahalingmukesh) 's Twitter Profile Photo

ନୂଆପଡା ଉପନିର୍ବାଚନ ନିମନ୍ତେ ଶ୍ରୀ ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ ଭାବେ ଚୟନ କରିଛନ୍ତି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି। ଏଥିପାଇଁ ଶ୍ରୀ ଢୋଲକିଆଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି। ମହାପ୍ରଭୁଙ୍କ ଅପାର କୃପା ଓ ଜନତାଙ୍କ ଆଶୀର୍ବାଦରୁ ଆପଣ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ମୋର ଦୃଢ ବିଶ୍ୱାସ।

ନୂଆପଡା ଉପନିର୍ବାଚନ ନିମନ୍ତେ ଶ୍ରୀ ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ ଭାବେ ଚୟନ କରିଛନ୍ତି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି।

ଏଥିପାଇଁ ଶ୍ରୀ ଢୋଲକିଆଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି। ମହାପ୍ରଭୁଙ୍କ ଅପାର କୃପା ଓ ଜନତାଙ୍କ ଆଶୀର୍ବାଦରୁ ଆପଣ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ମୋର ଦୃଢ ବିଶ୍ୱାସ।
Dr. Mukesh Mahaling (@mahalingmukesh) 's Twitter Profile Photo

ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ନେତୃତ୍ଵରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ହବ୍ ହେଉଛି ଭାରତ। #MakeInIndia #ElectronicsManufacturing

ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ <a href="/narendramodi/">Narendra Modi</a> ଜୀଙ୍କ ନେତୃତ୍ଵରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ହବ୍ ହେଉଛି ଭାରତ। 

#MakeInIndia #ElectronicsManufacturing
Dr. Mukesh Mahaling (@mahalingmukesh) 's Twitter Profile Photo

'ଗଗନଯାନ ମିଶନ' ଆତ୍ମନିର୍ଭର ଭାରତର ନୂତନ ପରିଚୟ ଅଟେ। ଦିନେ ଅନ୍ୟ ଉପରେ ନିର୍ଭର କରୁଥିବା ଆମ ଦେଶ ଭାରତ ଆଜି ସ୍ଵଦେଶୀ ଜ୍ଞାନକୌଶଳ ଦ୍ଵାରା ମହାକାଶ ବିଜ୍ଞାନ କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଛି। #SwadeshiSankalp #Gaganyaan

'ଗଗନଯାନ ମିଶନ' ଆତ୍ମନିର୍ଭର ଭାରତର ନୂତନ ପରିଚୟ ଅଟେ। ଦିନେ ଅନ୍ୟ ଉପରେ ନିର୍ଭର କରୁଥିବା ଆମ ଦେଶ ଭାରତ ଆଜି ସ୍ଵଦେଶୀ ଜ୍ଞାନକୌଶଳ ଦ୍ଵାରା ମହାକାଶ ବିଜ୍ଞାନ କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଛି। 

#SwadeshiSankalp #Gaganyaan
Dr. Mukesh Mahaling (@mahalingmukesh) 's Twitter Profile Photo

ରାଷ୍ଟ୍ରର ସୁରକ୍ଷା ପାଇଁ ସମର୍ପିତ 'ରାଷ୍ଟ୍ରୀୟ ସୁରକ୍ଷା ବାହିନୀ' (NSG)ର ୪୧ ତମ ସ୍ଥାପନା ଦିବସ ଅବସରରେ ସମସ୍ତ ବୀର ଯବାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଦେଶ ଏବଂ ଦେଶବାସୀଙ୍କ ସୁରକ୍ଷା ପାଇଁ ଆପଣ ସମସ୍ତଙ୍କ ତ୍ୟାଗ, ଅଦମ୍ୟ ସାହସ ଅତୁଳନୀୟ ଅଟେ। ଆମେ ସମସ୍ତେ ଆପଣଙ୍କ ପାଇଁ ଗର୍ବିତ। ଜୟ ହିନ୍ଦ୍ 🇮🇳 #nsgraisingday

ରାଷ୍ଟ୍ରର ସୁରକ୍ଷା ପାଇଁ ସମର୍ପିତ 'ରାଷ୍ଟ୍ରୀୟ ସୁରକ୍ଷା ବାହିନୀ' (NSG)ର ୪୧ ତମ ସ୍ଥାପନା ଦିବସ ଅବସରରେ ସମସ୍ତ ବୀର ଯବାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଦେଶ ଏବଂ ଦେଶବାସୀଙ୍କ ସୁରକ୍ଷା ପାଇଁ ଆପଣ ସମସ୍ତଙ୍କ ତ୍ୟାଗ, ଅଦମ୍ୟ ସାହସ ଅତୁଳନୀୟ ଅଟେ। ଆମେ ସମସ୍ତେ ଆପଣଙ୍କ ପାଇଁ ଗର୍ବିତ। 

ଜୟ ହିନ୍ଦ୍ 🇮🇳
#nsgraisingday
Dr. Mukesh Mahaling (@mahalingmukesh) 's Twitter Profile Photo

ଆଜି ହେଉଛି ବିଶ୍ଵ ଖାଦ୍ୟ ଦିବସ। ଏହି ଅବସରରେ ଜୀବଜଗତକୁ ଖାଦ୍ୟ ଯୋଗାଉଥିବା ପ୍ରକୃତି ମାତାଙ୍କ ଠାରୁ ଆରମ୍ଭ କରି ଅନ୍ନଦାତାଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଉଛି। ଆସନ୍ତୁ ଶୁଦ୍ଧ, ପୁଷ୍ଟିକର ଏବଂ ସୁରକ୍ଷିତ ଖାଦ୍ୟ ପ୍ରସ୍ତୁତି ସହ ଖାଦ୍ୟ ଅପଚୟ ରୋକିବା ପାଇଁ ଆମେ ସମସ୍ତେ ପ୍ରତିବଦ୍ଧ ହେବା। #WorldFoodDay

ଆଜି ହେଉଛି ବିଶ୍ଵ ଖାଦ୍ୟ ଦିବସ। ଏହି ଅବସରରେ ଜୀବଜଗତକୁ ଖାଦ୍ୟ ଯୋଗାଉଥିବା ପ୍ରକୃତି ମାତାଙ୍କ ଠାରୁ ଆରମ୍ଭ କରି ଅନ୍ନଦାତାଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଉଛି।

ଆସନ୍ତୁ ଶୁଦ୍ଧ, ପୁଷ୍ଟିକର ଏବଂ ସୁରକ୍ଷିତ ଖାଦ୍ୟ ପ୍ରସ୍ତୁତି ସହ ଖାଦ୍ୟ ଅପଚୟ ରୋକିବା ପାଇଁ ଆମେ ସମସ୍ତେ ପ୍ରତିବଦ୍ଧ ହେବା। 

#WorldFoodDay
Dr. Mukesh Mahaling (@mahalingmukesh) 's Twitter Profile Photo

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ Naveen Patnaik ଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଦୀର୍ଘ, ସୁସ୍ଥ ଏବଂ ନିରାମୟ ଜୀବନ କାମନା କରୁଛି।

Dr. Mukesh Mahaling (@mahalingmukesh) 's Twitter Profile Photo

କରଞ୍ଜିଆର ଜନପ୍ରିୟ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମା' ସମଲେଶ୍ଵରୀଙ୍କ ନିକଟରେ ଆପଣଙ୍କ ମଙ୍ଗଳମୟ ଜୀବନ କାମନା କରୁଛି।

ନୂଆପଡା ଗସ୍ତ ଅବସରରେ ଗୋତମା ଏୟାର ଷ୍ଟ୍ରିପ୍ ଠାରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛି।

ନୂଆପଡା ଗସ୍ତ ଅବସରରେ ଗୋତମା ଏୟାର ଷ୍ଟ୍ରିପ୍ ଠାରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ <a href="/MohanMOdisha/">Mohan Charan Majhi</a> ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛି।
Dr. Mukesh Mahaling (@mahalingmukesh) 's Twitter Profile Photo

ନୂଆପଡାରେ ଆୟୋଜିତ 'ବିଜୟ ସଂକଳ୍ପ ସମାବେଶ' ପୂର୍ବରୁ ଦଳୀୟ ନେତୃବୃନ୍ଦଙ୍କ ସହ କିଛି ମୂହୁର୍ତ୍ତ..

ନୂଆପଡାରେ ଆୟୋଜିତ 'ବିଜୟ ସଂକଳ୍ପ ସମାବେଶ' ପୂର୍ବରୁ ଦଳୀୟ ନେତୃବୃନ୍ଦଙ୍କ ସହ କିଛି ମୂହୁର୍ତ୍ତ..
Dr. Mukesh Mahaling (@mahalingmukesh) 's Twitter Profile Photo

ଦୀପାବଳି ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ସହ ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ମାଧ୍ୟମରେ ମୋଟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ। କର୍ମଚାରୀଙ୍କ

Dr. Mukesh Mahaling (@mahalingmukesh) 's Twitter Profile Photo

ସମୃଦ୍ଧ ନୂଆପଡାର ସ୍ଵପ୍ନ ହେବ ସାକାର, ସଂକଳ୍ପ କରିଛନ୍ତି ଡବଲ ଇଞ୍ଜିନ ସରକାର। ଆଜି ନୂଆପଡାରେ ଆୟୋଜିତ 'ବିଜୟ ସଂକଳ୍ପ ସମାବେଶ'ରେ ମାନ୍ୟବର ରାଜ୍ୟ ସଭାପତି ଶ୍ରୀ Manmohan Samal ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ସହ ଯୋଗଦେଲି। ଏହି ଅବସରରେ ଭାରତୀୟ ଜନତା ପାର୍ଟିର ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟଦଳର ବହୁ

ସମୃଦ୍ଧ ନୂଆପଡାର ସ୍ଵପ୍ନ ହେବ ସାକାର,
ସଂକଳ୍ପ କରିଛନ୍ତି ଡବଲ ଇଞ୍ଜିନ ସରକାର। 

ଆଜି ନୂଆପଡାରେ ଆୟୋଜିତ 'ବିଜୟ ସଂକଳ୍ପ ସମାବେଶ'ରେ ମାନ୍ୟବର ରାଜ୍ୟ ସଭାପତି ଶ୍ରୀ <a href="/SamalManmohan7/">Manmohan Samal</a>  ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ <a href="/MohanMOdisha/">Mohan Charan Majhi</a> ଙ୍କ ସହ ଯୋଗଦେଲି। ଏହି ଅବସରରେ ଭାରତୀୟ ଜନତା ପାର୍ଟିର ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟଦଳର ବହୁ
Dr. Mukesh Mahaling (@mahalingmukesh) 's Twitter Profile Photo

ଆଜିର ଏହି ବିଶାଳ ଜନସଭାରେ ମିଳିଥିବା ବିପୁଳ ଜନସମର୍ଥନରୁ ଏହା ସ୍ପଷ୍ଟ ଯେ ନୂଆପଡ଼ାବାସୀଙ୍କ ଆଶୀର୍ବାଦ ନିଶ୍ଚିତ ଭାବେ ଭାରତୀୟ ଜନତା ପାର୍ଟି ତଥା ଆମ ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ସହ ରହିଛି, ଯାହାକି ଏହି ଉପନିର୍ବାଚନରେ ଆମକୁ ଏକ ବୃହତ ବିଜୟ ହାସଲ କରିବାରେ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ

ଆଜିର ଏହି ବିଶାଳ ଜନସଭାରେ ମିଳିଥିବା ବିପୁଳ ଜନସମର୍ଥନରୁ ଏହା ସ୍ପଷ୍ଟ ଯେ ନୂଆପଡ଼ାବାସୀଙ୍କ ଆଶୀର୍ବାଦ ନିଶ୍ଚିତ ଭାବେ ଭାରତୀୟ ଜନତା ପାର୍ଟି ତଥା ଆମ ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ସହ ରହିଛି, ଯାହାକି ଏହି ଉପନିର୍ବାଚନରେ ଆମକୁ ଏକ ବୃହତ ବିଜୟ ହାସଲ କରିବାରେ ସହାୟକ ହେବ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ
Dr. Mukesh Mahaling (@mahalingmukesh) 's Twitter Profile Photo

ଭାରତୀୟ ଜନତା ପାର୍ଟି, ଓଡ଼ିଶା ପ୍ରଦେଶ ପାଇଁ ଦାୟିତ୍ଵ ପାଇଥିବା ସମସ୍ତ ରାଜ୍ୟ ପଦାଧିକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆପଣ ସମସ୍ତଙ୍କ ପ୍ରୟାସରେ ନିଶ୍ଚିତ ଭାବେ ଦଳ ଆହୁରି ସୁଦୃଢ ହେବ ବୋଲି ମୋର ପୂର୍ଣ୍ଣ ବିଶ୍ବାସ। Narendra Modi Jagat Prakash Nadda Mohan Charan Majhi Dharmendra Pradhan PMO India CMO Odisha BJP

Dr. Mukesh Mahaling (@mahalingmukesh) 's Twitter Profile Photo

ସମାଜବାଦୀ ଆନ୍ଦୋଳନର ଅଗ୍ରଣୀ ନାୟକ, ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ସମାଜ କଲ୍ଯାଣ ସହ ଅସହାୟ, ନିଷ୍ପେସିତ ଲୋକଙ୍କ କଲ୍ୟାଣ କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ପ୍ରେରଣାଦାୟୀ।

କୃଷିର ବିକାଶ, କୃଷକଙ୍କ କଲ୍ୟାଣ ଆମର ପ୍ରାଥମିକତା ଆଜି ପ୍ରାତଃ ଭ୍ରମଣ ସମୟରେ ନୂଆପଡା ଜିଲ୍ଲା ଗୋଡ଼ଫୁଲା ଗ୍ରାମ ପଞ୍ଚାୟତ କଲାଭେରା ଗାଁର ଚାଷୀଙ୍କୁ ସାକ୍ଷାତ କଲି। ଚଳିତ ବର୍ଷ ଖରିଫ ଓ ରବି ଫସଲରେ ଧାନ ଇନପୁଟ୍ ସବସିଡି ବାବଦରେ ସେ ମୋଟ ୨ ଲକ୍ଷ ୬୦ ହଜାର ଟଙ୍କା ପାଇଛନ୍ତି, ଯାହାକି ଅତ୍ୟନ୍ତ ଆନନ୍ଦର ବିଷୟ ଅଟେ। କୃଷକଙ୍କ କଲ୍ଯାଣ

କୃଷିର ବିକାଶ, କୃଷକଙ୍କ କଲ୍ୟାଣ ଆମର ପ୍ରାଥମିକତା 

ଆଜି ପ୍ରାତଃ ଭ୍ରମଣ ସମୟରେ ନୂଆପଡା ଜିଲ୍ଲା ଗୋଡ଼ଫୁଲା ଗ୍ରାମ ପଞ୍ଚାୟତ କଲାଭେରା ଗାଁର ଚାଷୀଙ୍କୁ ସାକ୍ଷାତ କଲି। ଚଳିତ ବର୍ଷ ଖରିଫ ଓ ରବି ଫସଲରେ ଧାନ ଇନପୁଟ୍ ସବସିଡି ବାବଦରେ ସେ ମୋଟ ୨ ଲକ୍ଷ ୬୦ ହଜାର ଟଙ୍କା ପାଇଛନ୍ତି, ଯାହାକି ଅତ୍ୟନ୍ତ ଆନନ୍ଦର ବିଷୟ ଅଟେ।

କୃଷକଙ୍କ କଲ୍ଯାଣ