
Dibya
@dibyajeet18
ID: 1731195093229740032
03-12-2023 06:14:31
446 Tweet
28 Followers
577 Following

୩୦ ହଜାର ପିଲାଙ୍କ ଭବିଷ୍ୟତ ଏଠି ୪ ବର୍ଷ ହେଲା gambling କରାଯାଉଛି ଏହି ଗଡିମଡା ଅଫିସରଙ୍କ ଦ୍ବାରା, ଦେଶର କୌଣସି ରାଜ୍ୟରେ ଏମିତି recruitment ବ୍ୟବସ୍ଥା ନାହିଁ ଯେଉଁଠି exam ହିଁ ଦେବାକୁ ସୁଯୋଗ ଦିଆଯାଉନାହିଁCMO Odisha Mohan Charan Majhi