DHH, BALASORE (@dhhbalasore) 's Twitter Profile
DHH, BALASORE

@dhhbalasore

District Head quarter Hospital, Balasore

ID: 908637088832045056

linkhttp://balasore.dhhodisha.in calendar_today15-09-2017 10:22:18

51 Tweet

514 Takipçi

21 Takip Edilen

DHH, BALASORE (@dhhbalasore) 's Twitter Profile Photo

Eco-friendly Hospital Initiative. Air Quality index measurement monitoring system, with the parameter of Temp, Humidity, SPO2, CO2, PM2.5 & PM10 level air in Hospital. Good quality air protect many of Respiratory disease. Let's Protect our Environment & Hospital Collector & DM Balasore

Eco-friendly Hospital Initiative.
Air Quality index measurement monitoring system, with the parameter of Temp, Humidity, SPO2, CO2, PM2.5 & PM10 level air in Hospital. Good quality air protect many of Respiratory disease.
Let's Protect our Environment & Hospital Collector & DM Balasore
DHH, BALASORE (@dhhbalasore) 's Twitter Profile Photo

ତମାଖୁ ସେବନ ହିଁ ଅଧିକାଂଶ ଅଣ-ସଂକ୍ରମଣ ଓ ଅନେକ ପ୍ରକାରର କର୍କଟ ରୋଗର ପ୍ରମୁଖ କାରଣ। ଏହି ବିଶ୍ୱ ତମାଖୁ ବର୍ଜନ ଦିବସରେ ତମାଖୁ ସେବନ ସମ୍ପୂର୍ଣ୍ଣ ଭାବେ ବର୍ଜନ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ। #OdishaCares #WorldNoTobaccoDay #QuitSmoking Collector & DM Balasore

#9thYogaDay2023 #healthforyoga #HealthForAll Prevention is better than cure, Practice to yoga dailly prevent diseases & Healthy life style. Collector & DM Balasore

#9thYogaDay2023
#healthforyoga
#HealthForAll
Prevention is better than cure, Practice to yoga dailly prevent diseases & Healthy life style.
Collector & DM Balasore
DHH, BALASORE (@dhhbalasore) 's Twitter Profile Photo

ଭାରତର ଉନ୍ନତି ଓ ନିଜ ପରିବାରର ଖୁସିପାଇଁ ଜନସଂଖ୍ୟା ନିୟନ୍ତ୍ରଣ ପଦ୍ଧତି ଆପଣାନ୍ତୁ, ଏହା ସମସ୍ତ ସରକାରୀ ଚିକିତ୍ସାଳୟ ରେ ବିନା ମୂଲ୍ୟ ରେ ଆର୍ଥିକ ପ୍ରୋତ୍ସାହନ ରେ ଉପଲବ୍ଧ Collector & DM Balasore

ଡାକ୍ତରଖାନା କୁ ସାଫା ରଖିବା ପାଇଁ ସଫାଇ କର୍ମଚାରୀ ଟିମ ସବୁ ବେଳେ ଚେଷ୍ଟିତ, ଆମ ଡାକ୍ତରଖାନା କୁ ସାଫା ରଖିବା ପାଇଁ ସହଯୋଗ କରନ୍ତୁ, ପରିପାର୍ଶ୍ଵ ରେ ଅଳିଆ ନ ପକାଇ ଡଷ୍ଟବିନ ବ୍ୟବହାର କରନ୍ତୁ, ଡାକ୍ତରଖାନା ରେ ପାନ, ଗୁଟୁଖା, ମଦ୍ୟ ସେବନ କରନ୍ତୁ ନାହିଁ, ପାଇଖାନା ରେ କନା, ଜରି ଦ୍ରବ୍ୟପକାନ୍ତୁ ନାହିଁ Collector & DM Balasore

DHH, BALASORE (@dhhbalasore) 's Twitter Profile Photo

କିଛି ଦିନ ହେଲା ରାଜ୍ୟର କେତେକ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିବା ଦେଖା ଦେଇଛି ଯାହାକି ଏକ ସଂକ୍ରାମକ ରୋଗ ଓ ଏହା ସ୍ପର୍ଶ ମାଧ୍ୟମରେ ବ୍ୟାପି ଥାଏ। ଆଖିଧରା ରୋଗରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ନିମ୍ନଲିଖିତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରନ୍ତୁ। #OdishaCares Collector & DM Balasore

ବର୍ଷା ଦିନରେ ସୁସ୍ଥ ରହିବା ପାଇଁ ପାଣିକୁ ଫୁଟାଇବା ପରେ ଛାଣିକି ପିଅନ୍ତୁ, ଗରମ ଓ ତାଜା ଖାଦ୍ୟ ସେବନ କରନ୍ତୁ, ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ଏବଂ ଦୁଇ ଦିନରୁ ଅଧିକ ଜ୍ଵର କିମ୍ବା ଥଣ୍ଡା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। #OdishaCares Collector & DM Balasore

#BijuSwasthyaKalyanYojana BSKY NABIN CARD - ସମସ୍ତ ଗ୍ରାମୀଣ ପରିବାର ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏହାର ଲକ୍ଷ୍ୟ । ଯୋଗ୍ୟ ଆବେଦନକାରୀମାନେ 6 ଜାନୁଆରୀ 2024 ରୁ 16 ଜାନୁୟାରୀ 2024 ପର୍ଯ୍ୟନ୍ତ bskynabin.odisha.gov.in ରେ ଆବେଦନ କରିପାରିବେ | CMO Odisha @BskyOdisha H & FW Dept Odisha Collector & DM Balasore

#BijuSwasthyaKalyanYojana
BSKY NABIN CARD - ସମସ୍ତ ଗ୍ରାମୀଣ ପରିବାର ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏହାର ଲକ୍ଷ୍ୟ । ଯୋଗ୍ୟ ଆବେଦନକାରୀମାନେ 6 ଜାନୁଆରୀ 2024 ରୁ 16 ଜାନୁୟାରୀ 2024 ପର୍ଯ୍ୟନ୍ତ bskynabin.odisha.gov.in ରେ ଆବେଦନ କରିପାରିବେ | CMO Odisha
@BskyOdisha H & FW Dept Odisha Collector & DM Balasore
OSMPKS Odisha (@osmpksodisha) 's Twitter Profile Photo

ଆଜି OSMPKS ତରଫରୁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆମର ଦାବୀ ପତ୍ର ପ୍ରଦାନ ସହିତ ସ୍ଵାସ୍ଥ୍ୟ ସଚିବ ଓ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ follow up letter ପ୍ରଦାନ କରି ସମାଧାନ ପାଇଁ ନିବେଦନଲୁ। Dharmendra Pradhan CMO Odisha Mohan Charan Majhi Dr. Mukesh Mahaling ChiefSecyOdisha H & FW Dept Odisha

bishwa29 (@bishwatripathy) 's Twitter Profile Photo

facebook.com/share/v/1DvedM… CMO Odisha H & FW Dept Odisha Finance Department PMO India President of India Governor Odisha Sir, Please regularise the services of NHM staff of Odisha. It's the genuine demand and they deserve this. They have been tirelessly doing their job since last 25year's.

DHH, BALASORE (@dhhbalasore) 's Twitter Profile Photo

📢 ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ବାଲେଶ୍ୱରରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ Infection Control, Patient Dealing ଓ Orientation Training ✨ ଏହି କାର୍ଯ୍ୟକ୍ରମରେ CDM&PHO, Superintendent, DPM ଓ Hospital Managers ଉପସ୍ଥିତ ଥିଲେ। #DHHBalasore #HealthCare #Odisha Collector & DM Balasore

📢 ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ବାଲେଶ୍ୱରରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ Infection Control, Patient Dealing ଓ Orientation Training ✨
ଏହି କାର୍ଯ୍ୟକ୍ରମରେ CDM&PHO, Superintendent, DPM ଓ Hospital Managers ଉପସ୍ଥିତ ଥିଲେ।
#DHHBalasore #HealthCare #Odisha Collector & DM Balasore
DHH, BALASORE (@dhhbalasore) 's Twitter Profile Photo

🌱 Plantation drive held at DHH Balasore on the occasion of World Photography Day, organized by the District Photography Association 📸🌍. A step towards greener surroundings & healthier tomorrow 💚✨ #WorldPhotographyDay #PlantationDrive #DHHBalasore Collector & DM Balasore

🌱 Plantation drive held at DHH Balasore on the occasion of World Photography Day, organized by the District Photography Association 📸🌍.
A step towards greener surroundings & healthier tomorrow 💚✨
#WorldPhotographyDay #PlantationDrive #DHHBalasore Collector & DM Balasore
DHH, BALASORE (@dhhbalasore) 's Twitter Profile Photo

🛑 Let’s make DHH Balasore a No Spitting 🚫 & No Littering Zone Your support matters! 🌿 🧹 Maintain cleanliness ♻️ Dispose waste responsibly 🙏 Join us, Eminent Citizens & all Users, in keeping our hospital healthy & hygienic #CleanHospital #DHHBalasore #SwachhBharat Collector & DM Balasore

🛑 Let’s make DHH Balasore a No Spitting 🚫 & No Littering Zone
Your support matters! 🌿
🧹 Maintain cleanliness
♻️ Dispose waste responsibly
🙏 Join us, Eminent Citizens & all Users, in keeping our hospital healthy & hygienic
#CleanHospital #DHHBalasore #SwachhBharat Collector & DM Balasore
DHH, BALASORE (@dhhbalasore) 's Twitter Profile Photo

📢 ଆମ ସେବା ସମ୍ବନ୍ଧରେ ଆପଣଙ୍କର ପ୍ରସ୍ତାବ / ଅଭିମତ ଅତ୍ୟନ୍ତ ମୂଲ୍ୟବାନ। 📌 ମତାମତ / ଅଭିଯୋଗ ପାଇଁ – ☎️ 7682834130 (24×7 Helpdesk) 📮 ଅଭିଯୋଗ ବକ୍ସ / ରେଜିଷ୍ଟର 📝 Superintendant କାର୍ଯ୍ୟାଳୟ 🙏 ଆପଣଙ୍କ ସହଯୋଗ ଆମ ସେବାକୁ ଆହୁରି ଉନ୍ନତ କରେ। #DhhBalasore #PatientCare #OdishaHealth Collector & DM Balasore

📢 ଆମ ସେବା ସମ୍ବନ୍ଧରେ ଆପଣଙ୍କର ପ୍ରସ୍ତାବ / ଅଭିମତ ଅତ୍ୟନ୍ତ ମୂଲ୍ୟବାନ।
📌 ମତାମତ / ଅଭିଯୋଗ ପାଇଁ –
☎️ 7682834130 (24×7 Helpdesk)
📮 ଅଭିଯୋଗ ବକ୍ସ / ରେଜିଷ୍ଟର
📝 Superintendant କାର୍ଯ୍ୟାଳୟ
🙏 ଆପଣଙ୍କ ସହଯୋଗ ଆମ ସେବାକୁ ଆହୁରି ଉନ୍ନତ କରେ।
#DhhBalasore #PatientCare #OdishaHealth Collector & DM Balasore
DHH, BALASORE (@dhhbalasore) 's Twitter Profile Photo

An abandoned newborn baby, rescued by the Child Protection Team, was treated at SNCU, DHH Balasore and later handed over to the Child Protection Officer for rehabilitation in the presence of Police & Officials. #ChildCare #Protection #DHHBalasore

ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିୟାନ’ 17 ସେପ୍ଟେମ୍ବରରୁ 2 ଅକ୍ଟୋବର 2025 ପର୍ଯ୍ୟନ୍ତ DHH ବାଲେଶ୍ୱରରେ ଆୟୋଜିତ ହେବ। 24 ସେପ୍ଟେମ୍ବରରେ ବିଶେଷ ଶିବିରରେ ସମସ୍ତ ନାରୀଙ୍କ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। #WomenHealth #DHHBalasore Collector & DM Balasore