Đęvjęęt Đäšh🇮🇳 (@dev_jeet_) 's Twitter Profile
Đęvjęęt Đäšh🇮🇳

@dev_jeet_

ଗୋଟେ ଦିନରେ ପଢ଼ିନେବେକି ମତେ । ମୁଁ ନିଜକୁ ଲେଖିବା ପାଇଁ ବହୁତ ବର୍ଷ ଖର୍ଚ୍ଚ କରିଚି 🙏

❣️ଜୟ ଶ୍ରୀଜଗନ୍ନାଥ❣️

ID: 1054344032913055744

linkhttps://www.instagram.com/devjeetdash/?hl=en calendar_today22-10-2018 12:09:41

90,90K Tweet

8,8K Followers

1,1K Following

Đęvjęęt Đäšh🇮🇳 (@dev_jeet_) 's Twitter Profile Photo

#ପଣା_ସଂକ୍ରାନ୍ତି_ବା_ମହାବିଷୁବ_ସଂକ୍ରାନ୍ତି ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ ।ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ ।

#ପଣା_ସଂକ୍ରାନ୍ତି_ବା_ମହାବିଷୁବ_ସଂକ୍ରାନ୍ତି

ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ ।ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ ।
Đęvjęęt Đäšh🇮🇳 (@dev_jeet_) 's Twitter Profile Photo

ତୋ ଦେହର ବାସ୍ନା ସ୍ପଷ୍ଟ ବାରିହୁଏ ପ୍ରତେକ ଟି ନିଶ୍ୱାସରେ ❣️ #PhotoOfTheDay #photo

ତୋ ଦେହର ବାସ୍ନା ସ୍ପଷ୍ଟ ବାରିହୁଏ ପ୍ରତେକ ଟି ନିଶ୍ୱାସରେ ❣️
#PhotoOfTheDay
#photo
Đęvjęęt Đäšh🇮🇳 (@dev_jeet_) 's Twitter Profile Photo

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା 🙏 #ଅକ୍ଷୟତୃତୀୟା

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା 🙏
#ଅକ୍ଷୟତୃତୀୟା
Đęvjęęt Đäšh🇮🇳 (@dev_jeet_) 's Twitter Profile Photo

ମହାବିଷୁବ ପଣା ସଂକ୍ରାନ୍ତି ତଥା ଉତ୍କଳୀୟ ନବ ବର୍ଷର ହାର୍ଦିକ ଶୁଭେଚ୍ଛା 🙏

ମହାବିଷୁବ ପଣା ସଂକ୍ରାନ୍ତି ତଥା ଉତ୍କଳୀୟ ନବ ବର୍ଷର ହାର୍ଦିକ ଶୁଭେଚ୍ଛା 🙏
Manaswini (@manaswiini) 's Twitter Profile Photo

ଅଶୋକାଷ୍ଟମୀ ଦିନ ଅଶୋକ ଫୁଲକୁ ମହାଦେବଙ୍କ ନିକଟରେ ଲାଗି କରାଯାଇ,ତା'କୁ ପାଇବାର ବିଧି ଆମ ଓଡ଼ିଆ ଙ୍କର ରହିଛି ।ଆମ ଓଡ଼ିଆ ଘରେ ବିଭିନ୍ନ ପ୍ରକାରର ପିଠା ସବୁ ହେଇଥାଏ।ଅଶୋକ ଫୁଲରେ ତିଆରି ପିଠା ମଧ୍ୟ ବହୁତ ସୁଆଦିଆ ଲାଗିଥାଏ । #ପିଠା #Pitha youtu.be/pN3CTmdE_-4?si… #Odiafood #state_flower_of_Odisha

ଅଶୋକାଷ୍ଟମୀ ଦିନ ଅଶୋକ ଫୁଲକୁ ମହାଦେବଙ୍କ ନିକଟରେ ଲାଗି କରାଯାଇ,ତା'କୁ ପାଇବାର ବିଧି ଆମ ଓଡ଼ିଆ ଙ୍କର ରହିଛି ।ଆମ ଓଡ଼ିଆ ଘରେ ବିଭିନ୍ନ ପ୍ରକାରର ପିଠା ସବୁ ହେଇଥାଏ।ଅଶୋକ ଫୁଲରେ ତିଆରି ପିଠା ମଧ୍ୟ ବହୁତ ସୁଆଦିଆ ଲାଗିଥାଏ ।
#ପିଠା #Pitha

youtu.be/pN3CTmdE_-4?si…

#Odiafood #state_flower_of_Odisha
Ashutosh Parida ଆଶୁତୋଷ ପରିଡ଼ା 🇮🇳 (@ashutos_parida) 's Twitter Profile Photo

ପବିତ୍ର ଶ୍ରୀରାମ ନବମୀ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 😍🙏 ଜୟ ଶ୍ରୀରାମ 🙏🙏 #RamNavami #RamNavami2025

ପବିତ୍ର ଶ୍ରୀରାମ ନବମୀ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 😍🙏
ଜୟ ଶ୍ରୀରାମ 🙏🙏

#RamNavami #RamNavami2025
Đęvjęęt Đäšh🇮🇳 (@dev_jeet_) 's Twitter Profile Photo

ମହା ବିଷୁବ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ଓ ପବିତ୍ର ଓଡ଼ିଆ ନବବର୍ଷର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଏହି ବର୍ଷ ଆପଣ ମାନଙ୍କ ପାଇଁ ମଙ୍ଗଳମୟ ହେଉ ଜୟ ଶ୍ରୀଜଗନ୍ନାଥ🙏🏻

ମହା ବିଷୁବ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ଓ ପବିତ୍ର ଓଡ଼ିଆ ନବବର୍ଷର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଏହି ବର୍ଷ ଆପଣ ମାନଙ୍କ ପାଇଁ ମଙ୍ଗଳମୟ ହେଉ 

ଜୟ ଶ୍ରୀଜଗନ୍ନାଥ🙏🏻
Manaswini (@manaswiini) 's Twitter Profile Photo

ପୁରୀ ପ୍ରସିଦ୍ଧ ପାରମ୍ପରିକ ପଣା "ହାତପାଣି" #ଅଦା_ହାତପାଣି #ଜାଇଫଳ_ହାତପାଣି youtu.be/RuIPri_rf7E?si… #traditional #Summer #drink #Puri #Odisha

ପୁରୀ ପ୍ରସିଦ୍ଧ ପାରମ୍ପରିକ ପଣା "ହାତପାଣି"
 #ଅଦା_ହାତପାଣି 
#ଜାଇଫଳ_ହାତପାଣି

youtu.be/RuIPri_rf7E?si…

#traditional #Summer #drink
#Puri #Odisha
Manaswini (@manaswiini) 's Twitter Profile Photo

ଅତୀତରେ ଶୀତଳଭଣ୍ଡାର ନଥିଲା(ଅବଶ୍ୟ ବର୍ତ୍ତମାନ ମଧ୍ୟ ନାହିଁ) ତଥାପି ଓଡ଼ିଆମାନେ ଖରାର ସଦୁପଯୋଗ କରି ଏବଂ ଭବିଷ୍ୟତକୁ ଆଖିଆଗରେ ରଖି ଅନେକ ଜିନିଷକୁ ସାଇତି କି ରଖୁଥିଲେ।ଶୁଖୁଆ ବିଷୟରେ ତ ଆପଣମାନେ ଜାଣିଥିବେ,ହେଲେ ପରିବାକୁ ଶୁଖେଇ ରଖିବା କଣ ଜାଣିଛନ୍ତି ?ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହାକୁ "ସୁଲା" କୁହାଯାଏ youtu.be/4pyNRYedYA8?si…

ଅତୀତରେ ଶୀତଳଭଣ୍ଡାର ନଥିଲା(ଅବଶ୍ୟ ବର୍ତ୍ତମାନ ମଧ୍ୟ  ନାହିଁ) ତଥାପି ଓଡ଼ିଆମାନେ ଖରାର ସଦୁପଯୋଗ କରି ଏବଂ ଭବିଷ୍ୟତକୁ ଆଖିଆଗରେ ରଖି ଅନେକ ଜିନିଷକୁ ସାଇତି କି ରଖୁଥିଲେ।ଶୁଖୁଆ ବିଷୟରେ ତ ଆପଣମାନେ ଜାଣିଥିବେ,ହେଲେ ପରିବାକୁ ଶୁଖେଇ ରଖିବା  କଣ ଜାଣିଛନ୍ତି ?ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହାକୁ "ସୁଲା" କୁହାଯାଏ
youtu.be/4pyNRYedYA8?si…
Ashutosh Parida ଆଶୁତୋଷ ପରିଡ଼ା 🇮🇳 (@ashutos_parida) 's Twitter Profile Photo

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 😍🙏 #ଦେବସ୍ନାନପୂର୍ଣ୍ଣିମା #SnanaPurnima

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ର  ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 😍🙏

#ଦେବସ୍ନାନପୂର୍ଣ୍ଣିମା #SnanaPurnima
Ashutosh Parida ଆଶୁତୋଷ ପରିଡ଼ା 🇮🇳 (@ashutos_parida) 's Twitter Profile Photo

ସ୍ନାନ ପୂର୍ଣ୍ଣିମାରେ ହାତୀ ବେଶରେ ଚତୁର୍ଦ୍ଧାମୂର୍ତ୍ତି 🙏🙏 #SnanaPurnima #ସ୍ନାନପୂର୍ଣ୍ଣିମା

ସ୍ନାନ ପୂର୍ଣ୍ଣିମାରେ ହାତୀ ବେଶରେ ଚତୁର୍ଦ୍ଧାମୂର୍ତ୍ତି 🙏🙏

#SnanaPurnima #ସ୍ନାନପୂର୍ଣ୍ଣିମା