DistrictElectionOfficerGajapati (@deogajapati) 's Twitter Profile
DistrictElectionOfficerGajapati

@deogajapati

ID: 1761733067247329280

calendar_today25-02-2024 12:43:02

49 Tweet

36 Followers

3 Following

CEO Odisha (@odishaceo) 's Twitter Profile Photo

ଆପଣଙ୍କ ଭୋଟର ପରିଚୟପତ୍ର ଠାରୁ ଆରମ୍ଭ କରି ନିର୍ବାଚନୀ ସୂଚନା ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନ ପାଇଁ, ଆମ ଟୋଲ୍-ଫ୍ରି ଭୋଟର ହେଲ୍ପଲାଇନ୍ ନମ୍ବର 1950 ସଦା ଆପଣଙ୍କ ସହାୟତାରେ । Election Commission of India Spokesperson ECI PIB India Ministry of Information and Broadcasting I & PR Department, Odisha DD News Odia DD ODIA #ECI #CEOOdisha #1950 #Voterhelplinenumber

CEO Odisha (@odishaceo) 's Twitter Profile Photo

ଆପଣଙ୍କ ଭୋଟ ଗୁରୁତ୍ୱପୂର୍ଣ୍ଣ!🗳️ ଯେକୌଣସି ପ୍ରଶ୍ନ ପାଇଁ କଲ୍ କରନ୍ତୁ,ସୂଚନା ପାଆନ୍ତୁ ଏବଂ ସଶକ୍ତ ରୁହନ୍ତୁ। #ECI #CEOOdisha #1950 #Voterhelplinenumber

ଆପଣଙ୍କ ଭୋଟ ଗୁରୁତ୍ୱପୂର୍ଣ୍ଣ!🗳️
ଯେକୌଣସି ପ୍ରଶ୍ନ ପାଇଁ କଲ୍ କରନ୍ତୁ,ସୂଚନା ପାଆନ୍ତୁ ଏବଂ ସଶକ୍ତ ରୁହନ୍ତୁ।

#ECI #CEOOdisha #1950 #Voterhelplinenumber
CEO Odisha (@odishaceo) 's Twitter Profile Photo

ଆମ ସୋସିଆଲ ମିଡିଆ ପେଜˎଗୁଡ଼ିକୁ ଅନୁସରଣ କରନ୍ତୁ, ଭୋଟର ଭାବେ ନିଜ ଅଧିକାର ଜାଣନ୍ତୁ ଏବଂ ନିର୍ବାଚନ ବିଷୟରେ ସମସ୍ତ ସୂଚନା ପାଇ ସଚେତନତା ସହ ନିଜ ଭୋଟ୍ ଦିଅନ୍ତୁ । Twitter= x.com/OdishaCeo Facebook= facebook.com/OdishaCEO Instagram= instagram.com/odishaceo/ Whatsapp= whatsapp.com/channel/0029Va…

ଆମ ସୋସିଆଲ ମିଡିଆ ପେଜˎଗୁଡ଼ିକୁ ଅନୁସରଣ କରନ୍ତୁ, 
ଭୋଟର ଭାବେ ନିଜ ଅଧିକାର ଜାଣନ୍ତୁ ଏବଂ ନିର୍ବାଚନ ବିଷୟରେ ସମସ୍ତ ସୂଚନା ପାଇ ସଚେତନତା ସହ ନିଜ ଭୋଟ୍ ଦିଅନ୍ତୁ ।

Twitter= x.com/OdishaCeo

Facebook= facebook.com/OdishaCEO

Instagram= instagram.com/odishaceo/

Whatsapp= whatsapp.com/channel/0029Va…
CEO Odisha (@odishaceo) 's Twitter Profile Photo

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ହେଉଛନ୍ତି ଜ୍ଞାନର ଜ୍ୟୋତି, ଏହି ଗଣତନ୍ତ୍ରରେ, ତୁମର ଭୋଟ — ତୁମ ପଥପ୍ରଦର୍ଶକ ଗୁରୁ। ଭୋଟ ହେଉଛି ସେଇ ଶକ୍ତି, ଯାହା ନେଇଯାଏ ପରିବର୍ତ୍ତନର ପଥରେ, ଯାହା ଗଢ଼େ ଭବିଷ୍ୟତ, ଯାହା ଦିଏ ସ୍ୱର କୁ ଶକ୍ତି। #ECI #CEOOdisha #Gurupurnima2025 #Bharat #India #Odisha

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ହେଉଛନ୍ତି ଜ୍ଞାନର ଜ୍ୟୋତି,
ଏହି ଗଣତନ୍ତ୍ରରେ, ତୁମର ଭୋଟ — ତୁମ ପଥପ୍ରଦର୍ଶକ ଗୁରୁ।

ଭୋଟ ହେଉଛି ସେଇ ଶକ୍ତି, ଯାହା ନେଇଯାଏ ପରିବର୍ତ୍ତନର ପଥରେ,
ଯାହା ଗଢ଼େ ଭବିଷ୍ୟତ, ଯାହା ଦିଏ ସ୍ୱର କୁ ଶକ୍ତି।
#ECI #CEOOdisha #Gurupurnima2025 #Bharat #India #Odisha
CEO Odisha (@odishaceo) 's Twitter Profile Photo

ଦୁଇ ଦିନିଆ ଜାତୀୟ ତାଲିମ କାର୍ଯ୍ୟକ୍ରମରେ ERO & Sub-Collector- ସୋନପୁରˎ, ଶ୍ରୀମତୀ ସୌମ୍ୟରୂପା ରଥ, ନିଜର ଅଭିଜ୍ଞତା ବାଣ୍ଟି କ’ଣ କହୁଛନ୍ତି, ଶୁଣନ୍ତୁ। Election Commission of India PIB India I & PR Department, Odisha Doordarshan National दूरदर्शन नेशनल DD ODIA #ECI #CEOOdisha #BLOtrainingcamp #Sonepur

CEO Odisha (@odishaceo) 's Twitter Profile Photo

ECINET – ୪୦ରୁ ଅଧିକ ଆପ୍ଲିକେସନ୍ ର ସମ୍ପୂର୍ଣ୍ଣ ସୁବିଧା ଗୋଟିଏ ଜାଗାରେ, ଆପଣଙ୍କ ହାତରେ! ତେବେ, ଆଜି ହିଁ ଏହି ଆପ୍ଲିକେସନ୍ ଡାଉନଲୋଡ୍ କରନ୍ତୁ, ବ୍ୟବହାର କରନ୍ତୁ ଏବଂ ନିଜର ମତାମତ ଆମକୁ ଜଣାନ୍ତୁ। Election Commission of India PIB India I & PR Department, Odisha Doordarshan National दूरदर्शन नेशनल DD ODIA #ECI #CEOOdisha #ECINET #DownloadECINET

CEO Odisha (@odishaceo) 's Twitter Profile Photo

ଭୋଟର ତାଲିକାର ମହତ୍ତ୍ୱ କ'ଣ ଜାଣନ୍ତୁ! ଯଦି ଆପଣ ୧୮ କିମ୍ବା ଅଧିକ ବୟସର ତେବେ ନିଜ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ଯାଞ୍ଚ କରି ଦେଖନ୍ତୁ, ଯଦି ନାହିଁ, ଅନ୍ତର୍ଭୁକ୍ତିକରଣର ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରି ଦିଅନ୍ତୁ। #ECI #CEOOdisha #SIR2025 #Voterlist #Form6

ଭୋଟର ତାଲିକାର ମହତ୍ତ୍ୱ କ'ଣ ଜାଣନ୍ତୁ! 
ଯଦି ଆପଣ ୧୮ କିମ୍ବା ଅଧିକ ବୟସର ତେବେ ନିଜ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ଯାଞ୍ଚ କରି ଦେଖନ୍ତୁ, ଯଦି ନାହିଁ, ଅନ୍ତର୍ଭୁକ୍ତିକରଣର ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରି ଦିଅନ୍ତୁ।

#ECI #CEOOdisha #SIR2025 #Voterlist #Form6
CEO Odisha (@odishaceo) 's Twitter Profile Photo

କାରଗିଲର ବିଜୟ, ସର୍ବବୃହତ ଗଣତନ୍ତ୍ରର ବିଜୟ, ଭାରତର ବିଜୟ ଆସନ୍ତୁ ଏହି ଦିନର ଗଭୀର ମହତ୍ତ୍ୱକୁ ସ୍ମରଣ କରି, ଭାରତୀୟ ସେନା ବାହିନୀଙ୍କ ଅଦମ୍ୟ ସାହସ, ତ୍ୟାଗ ଓ ବଳିଦାନକୁ ସାମୂହିକ ଭାବେ ସମ୍ମାନ ଜଣାଇବା! #ECI #CEOOdisha #Kargilvijaydiwas2025 #largestdemocracy

କାରଗିଲର ବିଜୟ, ସର୍ବବୃହତ ଗଣତନ୍ତ୍ରର ବିଜୟ, ଭାରତର ବିଜୟ
ଆସନ୍ତୁ ଏହି ଦିନର ଗଭୀର ମହତ୍ତ୍ୱକୁ ସ୍ମରଣ କରି, ଭାରତୀୟ ସେନା ବାହିନୀଙ୍କ ଅଦମ୍ୟ ସାହସ, ତ୍ୟାଗ ଓ ବଳିଦାନକୁ ସାମୂହିକ ଭାବେ ସମ୍ମାନ ଜଣାଇବା!

#ECI #CEOOdisha #Kargilvijaydiwas2025 #largestdemocracy
CEO Odisha (@odishaceo) 's Twitter Profile Photo

ଘର ବଦଳାଇଛନ୍ତି କିନ୍ତୁ ଭୋଟର ପରିଚୟ ପତ୍ରରେ ପୁରୁଣା ଘର ଠିକଣା ରଖିଛନ୍ତି କି ? ଏବେ ଠିକଣା ଅଦ୍ୟତନ କରନ୍ତୁ, ଫର୍ମ ୮ ପୂରଣ କରି, voters.eci.gov.in ରେ କ୍ଲିକ୍ କରି! #ECI #CEOOdisha #Form8 #Voterhelpline #Bhubaneswar

ଘର ବଦଳାଇଛନ୍ତି କିନ୍ତୁ ଭୋଟର ପରିଚୟ ପତ୍ରରେ ପୁରୁଣା ଘର ଠିକଣା ରଖିଛନ୍ତି କି ? 
ଏବେ ଠିକଣା ଅଦ୍ୟତନ କରନ୍ତୁ, ଫର୍ମ ୮ ପୂରଣ କରି, voters.eci.gov.in ରେ କ୍ଲିକ୍ କରି!

#ECI #CEOOdisha #Form8 #Voterhelpline #Bhubaneswar
CEO Odisha (@odishaceo) 's Twitter Profile Photo

୧୮ ବର୍ଷ ବୟସର ହେଲେ ଆସେ କିଛି ଯୋଗ୍ୟତା ଏବଂ ତାହା ସହ କିଛି ଦାୟିତ୍ୱ ମଧ୍ୟ! ସେହି ସମୟ ଆସିଛି ଯେବେ ଆପଣ ନୂତନ ଭୋଟର ଭାବେ ନିଜ ନାମ ପଞ୍ଜୀକରଣ କରି ଦେଶର ଏକ ନୂତନ ନାଗରିକ ହୋଇପାରିବେ । ଏବେ voters.eci.gov.in ରେ କ୍ଲିକ କରି, ଫର୍ମ ୬ ପୂରଣ କରନ୍ତୁ । #ECI #CEOOdisha #Form6 #youthvoters

୧୮ ବର୍ଷ ବୟସର ହେଲେ ଆସେ କିଛି ଯୋଗ୍ୟତା ଏବଂ ତାହା ସହ କିଛି ଦାୟିତ୍ୱ ମଧ୍ୟ!
ସେହି ସମୟ ଆସିଛି ଯେବେ ଆପଣ ନୂତନ ଭୋଟର ଭାବେ ନିଜ ନାମ ପଞ୍ଜୀକରଣ କରି ଦେଶର ଏକ ନୂତନ ନାଗରିକ ହୋଇପାରିବେ । ଏବେ voters.eci.gov.in ରେ କ୍ଲିକ କରି, ଫର୍ମ ୬ ପୂରଣ କରନ୍ତୁ । 

#ECI #CEOOdisha #Form6 #youthvoters
CEO Odisha (@odishaceo) 's Twitter Profile Photo

ଅତୁଟ ବନ୍ଧନ ଏବଂ ବିଶ୍ୱାସର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଗଣତାନ୍ତ୍ରିକ ପରିପ୍ରେକ୍ଷୀରେ ଦେଖିଲେ ଏକ ରାଷ୍ଟ୍ର ମଧ୍ୟ ଏକ ସର୍ବୋତ୍ତମ ସରକାର ନିୟୋଜିତ କରିବାପାଇଁ ନାଗରିକଙ୍କ ଉପରେ ସଦାବେଳେ ରଖେ ଅତୁଟ ବିଶ୍ୱାସ। Election Commission of India PIB India I & PR Department, Odisha Doordarshan National दूरदर्शन नेशनल DD ODIA

CEO Odisha (@odishaceo) 's Twitter Profile Photo

#CEC ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀ ଦିଲ୍ଲୀର ନିର୍ବଚନ ସଦନରେ ବିଜୁ ଜନତା ଦଳର ପ୍ରାଧିକୃତ ପ୍ରତିନିଧି ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ସହିତ ଆଲୋଚନା କରିଥିଲେ। ଅଧିକ ପଢ଼ନ୍ତୁ👇: eci.gov.in/eci-backend/pu…

CEO Odisha (@odishaceo) 's Twitter Profile Photo

ବିଜ୍ଞପ୍ତି ଉପରେ ଧ୍ୟାନ ଦିଅନ୍ତୁ! #ECI #CEOOdisha #Nuapadabyelections2025 #Nuapada

ବିଜ୍ଞପ୍ତି ଉପରେ ଧ୍ୟାନ ଦିଅନ୍ତୁ!

#ECI #CEOOdisha #Nuapadabyelections2025 #Nuapada
CEO Odisha (@odishaceo) 's Twitter Profile Photo

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତି! ମତଦାନର ତାରିଖ, ସମୟ ଏବଂ ଆବଶ୍ୟକୀୟ ଦସ୍ତାବିଜ ବିଷୟରେ ଟିପ୍ପଣୀ କରି ରଖନ୍ତୁ । ଯେପରି ଆମ ପ୍ରୟାସ ପ୍ରତ୍ୟେକ ମତଦାତାଙ୍କୁ ସଚେତନ କରିବ, ସେହିପରି ପ୍ରତ୍ୟେକ ସଚେତନ ମତଦାତାଙ୍କ ଭୋଟ ଗଣତନ୍ତ୍ରକୁ ସୁଦୃଢ଼ ରଖିବ। #CEOOdisha #NuapadaByelection2025 #ECI #Nuapada

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତି!
ମତଦାନର ତାରିଖ, ସମୟ ଏବଂ ଆବଶ୍ୟକୀୟ ଦସ୍ତାବିଜ ବିଷୟରେ ଟିପ୍ପଣୀ କରି ରଖନ୍ତୁ ।
ଯେପରି ଆମ ପ୍ରୟାସ ପ୍ରତ୍ୟେକ ମତଦାତାଙ୍କୁ ସଚେତନ କରିବ, ସେହିପରି ପ୍ରତ୍ୟେକ ସଚେତନ ମତଦାତାଙ୍କ ଭୋଟ ଗଣତନ୍ତ୍ରକୁ ସୁଦୃଢ଼ ରଖିବ।

#CEOOdisha #NuapadaByelection2025 #ECI #Nuapada
CEO Odisha (@odishaceo) 's Twitter Profile Photo

୬ ମାସରେ ୩୦ଟି ନୂଆ ପଦକ୍ଷେପ! ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାରଦର୍ଶିତା ଓ ସୁଗମତା ବଢ଼ାଇବାକୁ ନିର୍ବାଚନ ଆୟୋଗ ନିରନ୍ତର ପ୍ରୟାସ କରୁଛନ୍ତି। ଏଠାରେ ଆସନ୍ତୁ ଜାଣିବା — ମତଦାନ ଦିନ, ମତଦାନ କେନ୍ଦ୍ର ମାନଙ୍କରେ ଆରମ୍ଭ କରାଯାଇଥିବା ୧୦୦% ୱେବକାଷ୍ଟିଂ ସୁବିଧା ବିଷୟରେ । Election Commission of India PIB India I & PR Department, Odisha Doordarshan National दूरदर्शन नेशनल

CEO Odisha (@odishaceo) 's Twitter Profile Photo

୬ ମାସରେ ୩୦ଟି ନୂଆ ପଦକ୍ଷେପ! ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାରଦର୍ଶିତା ଓ ସୁଗମତା ବଢ଼ାଇବାକୁ ନିର୍ବାଚନ ଆୟୋଗ ନିରନ୍ତର ପ୍ରୟାସ କରୁଛନ୍ତି । ଏଠାରେ ଆସନ୍ତୁ ଜାଣିବା — ନିର୍ବାଚନ ଆୟୋଗ ଦ୍ୱାରା ୨୮ ଜଣ ଅଂଶୀଦାରଙ୍କ ଭୂମିକା ଚିହ୍ନଟ ଏବଂ ମ୍ୟାପିଂ ବିଷୟରେ Election Commission of India PIB India I & PR Department, Odisha Doordarshan National दूरदर्शन नेशनल DD ODIA #ECI

CEO Odisha (@odishaceo) 's Twitter Profile Photo

ଭୋଟର ତାଲିକାରେ ନାମ ପଞ୍ଜୀକରଣ, ବାଦ୍ କିମ୍ବା ଭୋଟିଂ ସମ୍ପର୍କିତ କୌଣସି ପ୍ରଶ୍ନ ଆପଣଙ୍କ ମନରେ ଅଛି କି? ଯଦି ଅଛି ତେବେ, ଆପଣଙ୍କ ବୁଥ୍‌ରେ ନିୟୋଜିତ ବି.ଏଲ.ଓ (Booth Level Officer) ହେଉଛନ୍ତି ଆପଣଙ୍କ ସର୍ବଶ୍ରେଷ୍ଠ ମାର୍ଗଦର୍ଶକ। ତାଙ୍କ ସହ ସିଧାସଳଖ ଯୋଗାଯୋଗ କିପରି କରିପାରିବେ — ଜାଣନ୍ତୁ ଏହି ଭିଡିଓରେ। Election Commission of India

CEO Odisha (@odishaceo) 's Twitter Profile Photo

୭୧-ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟେଟ୍ ଆଇକନ୍ ଏବଂ ବିଶିଷ୍ଠ ସମାଜସେବି ସାଧନା ମିଶ୍ରଙ୍କ ସଚେତନତା ବାର୍ତ୍ତା — “ଆସନ୍ତୁ, ନଭେମ୍ବର ୧୧ ତାରିଖରେ ଗଣତନ୍ତ୍ରର ଏହି ମହାପର୍ବରେ ସହଭାଗୀ ହେବା। ନିଜ ଭୋଟ ଅଧିକାର ପ୍ରୟୋଗ କରି ଜଣେ ସଚେତନ ନାଗରିକ ଭାବେ ଦାୟିତ୍ୱ ପୁରଣ କରିବା।” Election Commission of India PIB India I & PR Department, Odisha Doordarshan National दूरदर्शन नेशनल