Debu Panda
@debupanda
Technologist, Author, Poet and Product Leader, Tweets Analytics, Database, Cloud and Poetry. Work for #AWS as tweets are my opinion and not of Amazon.com
ID: 33767096
http://debupanda.blogspot.com 21-04-2009 02:02:36
923 Tweet
307 Followers
240 Following
ଏ ବର୍ଷ ଫାଲଗୁନ କାନ୍ଦୁଛି ବସନ୍ତର ବାଟ ଚାହିଁ ତା ଆଖିର ଲୁହଗୁଡା ଝରୁଛନ୍ତି ମୋ ଫଳଗଛର ଅଫୁଟା ଫୁଲହେଇ ସେପଟେ ବଜାରରେ ହଣାକଟା ହେଇ ପଡ଼ିଛି ଲକ୍ଷ ଲକ୍ଷ ଚାକିରିଙ୍କ ମୃତଦେହ | Bhubaneswar Buzz @odias_in_ml Odisha Diary ଓଡ଼ିଆ ଜଗତ Odia Culture #Odisha #odia
କୁଆଁ କୁଆଁ ଶବ୍ଦରେ ଜନ୍ମିଲା ଏକ ନୂଆ ପିତା ଅଧୀର, ଚଞ୍ଚଳ ମନରେ ତା ନୂଆ ଉନ୍ମାଦନା ଅଶାନ୍ତ ବାହୁରେ କୋମଳ ଶିଶୁକୁ ଧରି ଅନୁଭବ କଲା ଦାୟିତ୍ୱର ବେଢ଼ି କୁନି କୁନି ହାତର ମମତାର ସ୍ପର୍ଶ ତା ହୃଦୟରେ ଲେପୁଥିଲା ପିତୃତ୍ୱର ରଙ୍ଗ | #odia #odiapoem #fatherhood #FathersDay Bhubaneswar Buzz Odia Culture
. Debu Panda takes us on the journey of server less machine learning through his book 📚 release in the community #OAIMLConf2023