DumbOrator (@de_moaned) 's Twitter Profile
DumbOrator

@de_moaned

Had I not been what I am, I would have wished to be a Gardener or a Sweeper#Dirty jobs= Heartfelt satisfaction🙏

ID: 803503611695296512

calendar_today29-11-2016 07:39:24

54,54K Tweet

4,4K Takipçi

925 Takip Edilen

DumbOrator (@de_moaned) 's Twitter Profile Photo

ଏଠି ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା କେବେ ସଫଳ ହେବନି ବରଂ ଅବସ୍ଥାକୁ ଜଟିଳ କରିବ। ପୌରସଂସ୍ଥା ଦ୍ଵାରା ସଫଳ କାର୍ଯ୍ୟାନ୍ଵୟନ ପାଇଁ Funds -Function-Functionary ଜରୁରୀ ଉପାଦାନ। ହେଲେ ସଂସ୍ଥାର ପ୍ରାୟ ସମସ୍ତ ଦାୟିତ୍ବ କିନ୍ତୁ ନଗଣ୍ୟ କର୍ତ୍ତୁତ୍ଵ। କାରଣ ଏଠି ପଚାଶ ମାମଲତକାର।

DumbOrator (@de_moaned) 's Twitter Profile Photo

ଏବର୍ଷ ଗଣେଶ ପୂଜା ଓ ଦଶହରା ପୂଜା ସାଜସଜ୍ଜାରେ "ସିନ୍ଦୂର" ଛାପ ରହିବ। କଳାକାର କାମରେ ଲାଗି ସାରିଥିବେ।

DumbOrator (@de_moaned) 's Twitter Profile Photo

ଘଟଣା ଏହି ଯେ ଯୁଗ ଆରମ୍ଭରୁ ଲଘୁ ଖଣିଜ ପଦାର୍ଥ ବ୍ୟାପାରଟି ରାଜସ୍ବ ବିଭାଗ ଅଧିନରେ ଥିଲା। ଚୋରା କାରବାର ରୋକିବାକୁ ଖଣି ବିଭାଗ ଅଧିନକୁ ଏଇ ମାତ୍ର କେତେ ବର୍ଷ ହେବ ଯାଇଛି 😀

DumbOrator (@de_moaned) 's Twitter Profile Photo

ବିକାଶର ଗତି ଅତ୍ୟନ୍ତ ମନ୍ଥର ଓ ପଥ, ଅତ୍ୟନ୍ତ ବନ୍ଧୁର।

DumbOrator (@de_moaned) 's Twitter Profile Photo

These activists, if evils, surely, necessary-evils cz they have succeeded in checking looting of natural resources by mafia-official syndicate. Here, a renowned personality, initially denied encroaching forest land. Now, he has admitted & is going to raise comp afforestation.

DumbOrator (@de_moaned) 's Twitter Profile Photo

ଭୂଗୋଳ ପାଠ: ବିଷୁବ ମଣ୍ଡଳୀୟ ଜଳବାୟୁରେ ସକାଳୁଆ ଖରା ଉପରଓଳିକୁ ବର୍ଷା। ଏଠି ବିଷୁବ ମଣ୍ଡଳୀୟ ଜଳବାୟୁ ଅନୁଭୂତ ହେଲାଣି। ସେପଟେ କିନ୍ତୁ ଖବର ପ୍ରସାର ହେଉଛି ମୌସୁମୀ ଦୁର୍ବଳ, ମୌସୁମୀର ଲୁଚକାଳି, ଇତ୍ୟାଦି।

DumbOrator (@de_moaned) 's Twitter Profile Photo

The "kind hearted" Babu knows the difficulty of coughing up 20 lakh at one go- generous enough to facilitate payment in instalments. Humanity at play! Kudos Vig sleuths.

Brahma Chellaney (@chellaney) 's Twitter Profile Photo

Israel’s population is just 10 million, while India has 1.4 billion people. Yet their latest military operations present a striking contrast. Israel decapitated Iran’s top military command through powerful preemptive strikes. In contrast, India launched its Operation Sindoor

Shantiswarup (ଶାନ୍ତିସ୍ବରୂପ) (@shantiswarup4u) 's Twitter Profile Photo

I was born and raised in Bhubaneswar. 🌿 Back then, this wasn’t just a city — it was freedom. We cycled through shady lanes, plucked mangoes and blackberries from roadside trees, and played on the open streets till sundown. We didn’t need parks or clubs. The city was our

DumbOrator (@de_moaned) 's Twitter Profile Photo

ଛୁଆ ଘରକୁ ଆସିଲେ, ବାପାର ଭୂମିକା ଏକାଧାରରେ କ୍ୟାବ ଡ୍ରାଇଭର, ଫୁଡ୍ ଡେଲିଭାରୀ ପର୍ସନ, ଲଣ୍ଡ୍ରି ବାଏ, ରାମୁ କାକା, ସିକ୍ୟୁରିଟି ଗାର୍ଡ...... ଆହୁରି କେତେ। #FathersDay

DumbOrator (@de_moaned) 's Twitter Profile Photo

ଗାଁରେ ଜଣେ ଲୋକ ବର୍ଜ୍ଜ୍ୟ ପାଣି ରାସ୍ତା ଉପରେ କ୍ରମାଗତ ଭାବେ ଛାଡ଼ି ଆସୁଛନ୍ତି। ବହୁ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଗୋଟିଏ ରାସ୍ତା ମିଳିଛି ଯେ CrPC 133 ମୁତାବକ Exe Magistrate court ରେ ମକଦ୍ଦମା ରୁଜୁ କେବଳ କରାଯାଇ ପାରିବ। କେବେ ଫଇସଲା ହେବ ଜଣା ନାହିଁ। ଏମିତି ବ୍ୟବସ୍ଥାରେ ପରିମଳ ସୁନିଶ୍ଚିତ କରି ହେବ ତ, Panchayati Raj and Drinking Water Department?