Tukuni Sahu (@tukunisahu) 's Twitter Profile
Tukuni Sahu

@tukunisahu

Ex-MLA TITILAGARH
Dist President Biju Janata Dal,Bolangir
Tweets are personal,RT is not endorsement

ID: 3679979173

linkhttps://instagram.com/tukunisahu_official?igshid=OTk0YzhjMDVlZA== calendar_today25-09-2015 09:18:22

7,7K Tweet

36,36K Followers

266 Following

Naveen Patnaik (@naveen_odisha) 's Twitter Profile Photo

ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅବସରରେ ଭକ୍ତିପୂତ ପ୍ରଣାମ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦରୁ ସଭିଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ। ଜୟ ଜଗନ୍ନାଥ 🙏 #JaiJagannatha #RathaJatra #SunaBesha

ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅବସରରେ ଭକ୍ତିପୂତ ପ୍ରଣାମ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦରୁ ସଭିଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ। ଜୟ ଜଗନ୍ନାଥ 🙏

#JaiJagannatha #RathaJatra #SunaBesha
Naveen Patnaik (@naveen_odisha) 's Twitter Profile Photo

Deeply saddened to know about the tragic loss of so many lives as several vehicles fell into river following the collapse of part of the #GambhiraBridge in Gujarat’s Vadodara district. My thoughts and prayers are with the bereaved families in this hour of grief. Wishing speedy

Naveen Patnaik (@naveen_odisha) 's Twitter Profile Photo

ଅଜ୍ଞାନ ରୂପକ ଅନ୍ଧକାରରୁ ଗୁରୁ ହିଁ ଦେଖାଇଥାନ୍ତି ଜ୍ଞାନର ଆଲୋକ। ଗୁରୁଙ୍କ ଆଶୀର୍ବାଦ ଜୀବନକୁ କରିଦିଏ ସରଳ ଓ ସୁନ୍ଦର। ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସତ୍ ମାର୍ଗରେ ପରିଚାଳିତ କରୁଥିବା ସମସ୍ତ ଗୁରୁଙ୍କୁ ମୋର ବିନମ୍ର ପ୍ରଣାମ ଜଣାଉଛି। #GuruPurnima

Biju Janata Dal (@bjd_odisha) 's Twitter Profile Photo

ଡିଜିପିଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବା ସହ, ମହିଳାଙ୍କ ବିରୁଦ୍ଧରେ କୁତ୍ସିତ ମନ୍ତବ୍ୟ ଦେଇଥିବା ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଦଳୀୟ ନେତ୍ରୀ। #ହଟାଅବିଜେପି #BJPAntiOdisha #BJPAntiWomen

Naveen Patnaik (@naveen_odisha) 's Twitter Profile Photo

When we invest in education, healthcare, and ensure opportunity for large population- we don't just grow numbers—we multiply innovation, creativity, and create multiple solutions to our shared challenges. On #WorldPopulationDay, let’s nurture our manpower with new age education

Tukuni Sahu (@tukunisahu) 's Twitter Profile Photo

ବାଲେଶ୍ଵରର ଫକିରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀ ଆତ୍ମାହୁତି ଦେବା ପରେ ଭୁବନେଶ୍ବର ଏମ୍ସ ରେ ଚିକତ୍ସା ହେଉଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ। ମୁଁ ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଛାତ୍ରୀ ଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି ।

Tukuni Sahu (@tukunisahu) 's Twitter Profile Photo

ଆଜି ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳ ରେ ଭୋଗରାଇ ଯାଇ, ଫକୀର ମୋହନ କଲେଜର ଆତ୍ମାହୁତି ଦେଇ ବଳିଦାନ ଦେଇଥିବା ସୌମ୍ୟଶ୍ରୀଙ୍କ ଘର ପଲାସିଆକୁ ଯାଇ ତାଙ୍କର ପିତା,ମାତା, ଭାଇ ଓ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହିତ ଅପରାଧି ମାନଙ୍କୁ ଉଚିତ ଦଣ୍ଡ ବିଧାନ ପାଇଁ ସମସ୍ତ ପ୍ରଚେଷ୍ଟା କରିବୁ ବୋଲି ପ୍ରତିଶ୍ରୁତି ଦେଲୁ l

ଆଜି ବିଜୁ ଜନତା ଦଳର  ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳ ରେ ଭୋଗରାଇ ଯାଇ, ଫକୀର ମୋହନ କଲେଜର ଆତ୍ମାହୁତି ଦେଇ ବଳିଦାନ ଦେଇଥିବା ସୌମ୍ୟଶ୍ରୀଙ୍କ ଘର ପଲାସିଆକୁ ଯାଇ ତାଙ୍କର ପିତା,ମାତା, ଭାଇ ଓ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହିତ ଅପରାଧି ମାନଙ୍କୁ ଉଚିତ ଦଣ୍ଡ ବିଧାନ ପାଇଁ ସମସ୍ତ ପ୍ରଚେଷ୍ଟା କରିବୁ ବୋଲି ପ୍ରତିଶ୍ରୁତି ଦେଲୁ l
Naveen Patnaik (@naveen_odisha) 's Twitter Profile Photo

The right to democratic protest is under grave threat in #Odisha. Today, the Biju Janata Dal exercised its constitutional right to hold a peaceful demonstration, protesting the tragic death of a 20-year-old girl student--a victim of systemic apathy and sheer betrayal. As BJD

Naveen Patnaik (@naveen_odisha) 's Twitter Profile Photo

Crucial Questions on #Mahanadi: The People Deserve Answers Yesterday, Hon'ble CM Shri Mohan Charan Majhi chaired a high-level meeting on the long-standing Mahanadi water dispute. As per the official press release and a post by the Advocate General, the focus was on resolving

Crucial Questions on #Mahanadi: The People Deserve Answers 

Yesterday, Hon'ble CM Shri Mohan Charan Majhi chaired a high-level meeting on the long-standing Mahanadi water dispute. As per the official press release and a post by the Advocate General, the focus was on resolving
Tukuni Sahu (@tukunisahu) 's Twitter Profile Photo

Proud to announce that Jitendra Mishra, our son of Titilagarh and renowned filmmaker, has won the esteemed 71st National Film Award for his film "The Silent Epidemic," produced by Cinema4good Pvt Ltd and Raahgiri Foundation. The award will be presented by the Hon'ble President.

Proud to announce that Jitendra Mishra, our son of Titilagarh and renowned filmmaker, has won the esteemed 71st National Film Award for his film "The Silent Epidemic," produced by Cinema4good Pvt Ltd and Raahgiri Foundation. The award will be presented by the Hon'ble President.
Naveen Patnaik (@naveen_odisha) 's Twitter Profile Photo

#ସ୍ୱାଧୀନତାଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଲୋକଙ୍କ କଲ୍ୟାଣ ଏବଂ ଉନ୍ନତିକୁ ପ୍ରାଥମିକତା ଦେଇ ଆସନ୍ତୁ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖି ଆଗକୁ ବଢ଼ିବା। #JaiHind #IndependenceDay

Biju Janata Dal (@bjd_odisha) 's Twitter Profile Photo

ଲୋକଙ୍କ ସରକାରରେ ଲୋକଙ୍କୁ କାମ ମିଳୁନି, ସରକାରର ବାହାସ୍ଫୋଟ କଥା ସରୁନି। ଇଏ କ'ଣ ଡବଲ୍ ଇଞ୍ଜିନ୍ ସରକାର? #ହଟାଅବିଜେପି #BJPAntiPeople #BJPAntiOdisha

ଲୋକଙ୍କ ସରକାରରେ ଲୋକଙ୍କୁ କାମ ମିଳୁନି, ସରକାରର ବାହାସ୍ଫୋଟ କଥା ସରୁନି।

ଇଏ କ'ଣ ଡବଲ୍ ଇଞ୍ଜିନ୍ ସରକାର? 

#ହଟାଅବିଜେପି #BJPAntiPeople #BJPAntiOdisha
Biju Janata Dal (@bjd_odisha) 's Twitter Profile Photo

ଗରିବଙ୍କ ଘରେ କାନ୍ଦବୋବାଳି ପଡ଼ିଛି , ବିଜେପି ସରକାର ଉତ୍ସବରେ ମାତିଛି। ଲୋକଙ୍କୁ ଦୁଃଖ ଦେଇ; ରଙ୍ଗ ଓ ନାଁ ପରିବର୍ତ୍ତନରେ ସମୟ କାଟିଲା ଡବଲ୍ ଇଞ୍ଜିନ୍ ସରକାର। #ହଟାଅବିଜେପି #BJPAntiPeople #BJPAntiOdisha

ଗରିବଙ୍କ ଘରେ କାନ୍ଦବୋବାଳି ପଡ଼ିଛି , ବିଜେପି ସରକାର ଉତ୍ସବରେ ମାତିଛି।

ଲୋକଙ୍କୁ ଦୁଃଖ ଦେଇ; ରଙ୍ଗ ଓ ନାଁ ପରିବର୍ତ୍ତନରେ ସମୟ କାଟିଲା ଡବଲ୍ ଇଞ୍ଜିନ୍ ସରକାର।

#ହଟାଅବିଜେପି
#BJPAntiPeople
#BJPAntiOdisha
Biju Janata Dal (@bjd_odisha) 's Twitter Profile Photo

ବିଜେପି ସରକାରର ଚାଷୀମାରଣ ନୀତିକୁ ଜୋରଦାର ବିରୋଧ, ବରଗଡ଼ରେ ଚାଷୀଙ୍କ ବିରାଟ ସମାବେଶ। #Bargarh #BJDWithOdisha #BJPAntiOdisha #ହଟାଅବିଜେପି

ବିଜେପି ସରକାରର ଚାଷୀମାରଣ ନୀତିକୁ ଜୋରଦାର ବିରୋଧ, ବରଗଡ଼ରେ ଚାଷୀଙ୍କ ବିରାଟ ସମାବେଶ।

#Bargarh #BJDWithOdisha #BJPAntiOdisha #ହଟାଅବିଜେପି
Tukuni Sahu (@tukunisahu) 's Twitter Profile Photo

ବିଜେପି ସରକାରର ଚାଷୀମାରଣ ନୀତିକୁ ଜୋରଦାର ବିରୋଧ, ବରଗଡ଼ରେ ଚାଷୀଙ୍କ ବିରାଟ ସମାବେଶ। #Bargarh #BJDWithOdisha #BJPAntiOdisha #ହଟାଅବିଜେପି

ବିଜେପି ସରକାରର ଚାଷୀମାରଣ ନୀତିକୁ ଜୋରଦାର ବିରୋଧ, ବରଗଡ଼ରେ ଚାଷୀଙ୍କ ବିରାଟ ସମାବେଶ।

#Bargarh #BJDWithOdisha #BJPAntiOdisha #ହଟାଅବିଜେପି
Biju Janata Dal (@bjd_odisha) 's Twitter Profile Photo

ଦବିବ ନାହିଁ ସ୍ଵର, ଚାଷୀଙ୍କ ହକ୍ ପାଇଁ ଲଢ଼େଇ ହେଉଛି ଜୋରଦାର। ବରଗଡ଼ରେ ଅନୁଷ୍ଠିତ ହୋଇଛି ବିଜୁ ଜନତା ଦଳର ବିରାଟ ଚାଷୀ ସମାବେଶ। #Baragarh #BJDStandsWithOdisha #BJPAntiOdisha #ହଟାଅବିଜେପି

Biju Janata Dal (@bjd_odisha) 's Twitter Profile Photo

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ, କୋଟି କୋଟି ଓଡ଼ିଆଙ୍କ ଭଲପାଇବା ବଳରେ ସଭାପତି ଶ୍ରୀ Naveen Patnaik ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ଅଗଣିତ ଲୋକଙ୍କ ପ୍ରାର୍ଥନା ଓ ଶୁଭେଚ୍ଛା ସହ ଉତ୍ତମ ଚିକିତ୍ସା ସେବା ଯୋଗାଇଥିବା ସମସ୍ତ ଡାକ୍ତର, ହସ୍ପିଟାଲ କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। #NaveenPatnaikForOdisha

Naveen Patnaik (@naveen_odisha) 's Twitter Profile Photo

On this day, India created history by becoming the fourth country in the world to successfully land on our celestial neighbour- moon’s uncharted south pole. On #NationalSpaceDay, let’s celebrate country’s incredible space odyssey and achievements of scientific community in taking

On this day, India created history by becoming the fourth country in the world to successfully land on our celestial neighbour- moon’s uncharted south pole. On #NationalSpaceDay, let’s celebrate country’s incredible space odyssey and achievements of scientific community in taking
Biju Janata Dal (@bjd_odisha) 's Twitter Profile Photo

ସଭାପତି ଶ୍ରୀ Naveen Patnaik ଙ୍କ ଅନୁମୋଦନକ୍ରମେ ଶ୍ରୀମତୀ ଇପ୍ସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଘୋଷଣା କରାଯାଇଛି। #BJDWithOdisha

ସଭାପତି ଶ୍ରୀ <a href="/Naveen_Odisha/">Naveen Patnaik</a> ଙ୍କ ଅନୁମୋଦନକ୍ରମେ ଶ୍ରୀମତୀ ଇପ୍ସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଘୋଷଣା କରାଯାଇଛି।

#BJDWithOdisha
Biju Janata Dal (@bjd_odisha) 's Twitter Profile Photo

ନବନିଯୁକ୍ତ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ( Naveen Patnaik ) ଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଇଛନ୍ତି। #BJDWithOdisha #BJD4Odisha

ନବନିଯୁକ୍ତ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ( <a href="/Naveen_Odisha/">Naveen Patnaik</a> ) ଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଇଛନ୍ତି। 

#BJDWithOdisha #BJD4Odisha