Rakesh Sahoo
@rkbaba95
Rakt dan karke to dekho achha lagta hey..
Help Ever Hurt Never..
B Ed Special Educator For Divyangjan
ID: 4788837787
20-01-2016 13:10:54
1,1K Tweet
215 Followers
149 Following
ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଅପା। ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ସର୍ବଦା ଦୀର୍ଘାୟୁ ଓ ସୁସ୍ଥ ରଖନ୍ତୁ। ଓଡ଼ିଶାରେ ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ଆପଣଙ୍କ ଉଦ୍ୟମ ସର୍ବଦା ପ୍ରତ୍ୟେକଟି ସ୍ଵତନ୍ତ୍ର ଶିକ୍ଷକଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିବ। SuramaPadhy
Just for some people of odisha today I feel ashamed for being a citizen of odisha, everywhere people talk very nasty about odisha A lady told the #NepaliStudents about their country's GDP. How dare you say this This is totally inhumane #JusticeForPrakriti DGP, Odisha CMO Odisha
ସମାଜରେ ଅବହେଳିତ ଅବସ୍ଥାରେ ରହୁଥିବା ଦିବ୍ୟାଙ୍ଗ ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଶେଷ କରି ସେମାନଙ୍କ ଶିକ୍ଷା ପାଇଁ ସ୍ଵତନ୍ତ୍ର ଶିକ୍ଷକମାନଙ୍କୁ ଗଢା ଯାଇଥିଲା ହେଲେ ଏବେ ସେ ସ୍ୱତନ୍ତ୍ର ଶିକ୍ଷକ ମାନେ ଅବହେଳିତ ସରକାରମାନଙ୍କ ଦ୍ୱାରା, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ମଧ୍ୟ। CMO Odisha EducationOdisha Nityananda Gond
ସରକାର ବଦଳିଗଲା ହେଲେ ଓଡ଼ିଶାରେ ଏବେ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ହେଇପରିଲାନି 3 ବର୍ଷ ହେଇଗଲା ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଦେବାର ହେଲେ କେହି ଶୁଣିବାକୁ ନାରାଜ ନୂଆ ସରକାର ୟା ଉପରେ ଟିକେ ଧ୍ୟାନ ଦେବାକୁ ଅନୁରୋଧ CMO Odisha Pravati Parida Kanak Vardhan Singh Deo (Modiji Ka Parivar) Nityananda Gond
1.5 ଲକ୍ଷ ରୁ ଉର୍ଦ୍ଧ ଦିବ୍ୟାଙ୍ଗ ପିଲାଏ 49000 ରୁ ଉର୍ଦ୍ଧ ବିଦ୍ୟାଳୟରେ ନାମ ଲେଖିଛନ୍ତି ହେଲେ ଜଣେ ବି ସ୍ଵତନ୍ତ୍ର ଶିକ୍ଷକ ନାହାନ୍ତି ତାହେଲେ ସେମାନଙ୍କୁ ପଢ଼ାଉଛି କିଏ। ରାଜ୍ୟ ସରକାର ୟା ଉପରେ ତୁରନ୍ତ ପଦକ୍ଷେପ ନେଇ ପ୍ରତ୍ୟେକଟି ବିଦ୍ୟାଳୟରେ ଜଣେ ଜଣେ ସ୍ୱତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ଦିଅନ୍ତୁ। CMO Odisha Pravati Parida
1.5 lakh children with special needs and 10000 special educators. All eagerly waiting for notice to appoint regular special educators in every school of odisha CMO Odisha EducationOdisha Kanak Vardhan Singh Deo (Modiji Ka Parivar) Pravati Parida Nityananda Gond ChiefSecyOdisha Mohan Charan Majhi Dr. Mukesh Mahaling BJP Odisha
ଗତକାଲି ମାନ୍ୟବର ବାଚସ୍ପତି ଶ୍ରୀମତୀ SuramaPadhy ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡେରେସନ ଫର୍ ଦିବ୍ୟାଙ୍ଗ ସଂଘର ସଦସ୍ୟ ମାନଙ୍କ ସହ ରାଜ୍ଯରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ସମ୍ପର୍କରେ ସକାରାତ୍ମକ ଆଲୋଚନା କରାଯାଇଛିl ରାଜ୍ଯର ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ
ଓଡ଼ିଶାର ପ୍ରତିଟି ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ OSEFD ର ସଦସ୍ୟ ମାନଙ୍କ ସହ ଆଲୋଚନା କରିଲି l ଏହି ବୈଠକରେ ମାନନୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁକେଶ ମହାଲିଙ୍ଗ ଏବଂ ବିଭୂତି ଭୂଷଣ ଜେନା ଉପସ୍ଥିତ ଥିଲେ l Nityananda Gond Dr. Mukesh Mahaling Bibhuti Bhusan Jena
जिंदगी में पहली बार कश्मीरियों से प्यार होगेया। जो भी हुआ बहत गलत हुआ लेकिन पूरे दुनिया आज जो कश्मीरियों को देखरहा है उसे पता चल ही गया होगा कि कश्मीरियों की दिल मे क्या है। दिल से नमन करता हूं 🙏🙏🙏 #Pahalgam #kashmirterrorattack #Humanity ADG PI - INDIAN ARMY
ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । Certificate issue ହୋଇ Expire ହେବାକୁ ବସିଲାଣି ହେଲେ ଭତ୍ତା ଟଙ୍କା ମିଳିଲାନି। ଯଥା ଶୀଘ୍ର ବକେୟା 3 ବର୍ଷର ଭତ୍ତା ଟଙ୍କା ସହ ଆଗାମୀ ଦିନରେ ଯେମିତି ନିରନ୍ତର ଭତ୍ତା ପାଇବେ ତାକୁ ଟିକେ ଧ୍ୟାନ ଦେବାକୁ ଅନୁରୋଧ। CMO Odisha SSEPD Collector and DM, Sundargarh ChiefSecyOdisha Governor Odisha
ରାଜ୍ୟର ବେସରକାରୀ ମେଡ଼ିକାଲରେ ଥିବା ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ମୂଲ୍ୟ ସରକାରୀ ରକ୍ତ ଭଣ୍ଡାରରେ ଥିବା ରକ୍ତର ମୂଲ୍ୟରେ ଏତେ ତାରତମ୍ୟ କେମିତି ବିନା ରକ୍ତଦାନରେ କେହି ତ ରକ୍ତ ଦେବେନି କିମ୍ବା ଗୋଟେ PRBC ସରକାରୀ ଆଉ ବେସରକାରୀ ଭିତରେ କିଛି ତ ତଫାତ ନାହିଁ ତେବେ ରକ୍ତର ମୂଲ୍ୟରେ ତଫାତ କାହିଁକି? CMO Odisha Governor Odisha
ପ୍ରତ୍ୟେକ ଦିନ ହଜାର ହଜାର ଲୋକ ରକ୍ତ ଆବଶ୍ୟକ କରୁଛନ୍ତି ହେଲେ ଦିନକୁ ଦିନ ବେସରକାରୀ ମେଡ଼ିକାଲରେ ଥିବା ରକ୍ତ ଭଣ୍ଡାରରେ ରକ୍ତର ମୂଲ୍ୟ ବଢ଼ି ବଢ଼ି ଚାଲିଛି।ଜଣେ ସାଧାରଣ ଲୋକ ରକ୍ତଦାତାଙ୍କୁ ଖୋଜିଖୋଜି ଆଣିବ ତାପରେ ବି govt medical ତୁଳନାରେ 5 ଗୁଣା ଅଧିକ ମୂଲ୍ୟ ଦେବ।ଏହାକୁ ଟିକେ ଧ୍ୟାନ ଦେବାକୁ ଅନୁରୋଧ। CMO Odisha H & FW Dept Odisha
ମହୋତ୍ସବରେ ରକ୍ତଦାନ ଶିବିର ପ୍ରଥମ ଥର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ ଦେଖିଲି ରାଜ୍ୟରେ ଯେଉଁଭଳି ଭାବେ ଦିନକୁ ଦିନ ରକ୍ତ ଅଭାବ ଦେଖାଯାଉଛି ତାକୁ ପ୍ରତିହତ କରିବା ପାଇଁ ବରଗଡ ଜିଲ୍ଲା ପ୍ରଶାସନ ଦ୍ୱାରା ଏହା ଏକ ଉତ୍ତମ ପଦକ୍ଷେପ ଏମିତି ସବୁ ମହୋତ୍ସବରେ ଏଭଳି ପଦକ୍ଷେପ ନିଆଗଲେ ରକ୍ତ ଅଭାବ ସବୁ ଦିନ ପାଇଁ ଦୂର ହୋଇଯାଆନ୍ତା। Collector & DM, Bargarh