Odisha Stories (@odisha_stories) 's Twitter Profile
Odisha Stories

@odisha_stories

A Hotelier turned into History, Heritage lover..

ID: 763067230733164544

linkhttp://odishastories.com/ calendar_today09-08-2016 17:39:39

3,3K Tweet

1,1K Followers

382 Following

Odisha Stories (@odisha_stories) 's Twitter Profile Photo

ଅଭିନବଜଳଧରସୁନ୍ଦର ଧୃତମନ୍ଦର ଶ୍ରୀମୁଖଚନ୍ଦ୍ରଚକୋର, ଜୟ ଜୟ ଦେବ ହରେ 🙏 ଶ୍ରୀଗୀତଗୋବିନ୍ଦ ଶ୍ରୀ ଜୟଦେବ

ଅଭିନବଜଳଧରସୁନ୍ଦର ଧୃତମନ୍ଦର 
ଶ୍ରୀମୁଖଚନ୍ଦ୍ରଚକୋର, ଜୟ ଜୟ ଦେବ ହରେ 🙏 

ଶ୍ରୀଗୀତଗୋବିନ୍ଦ ଶ୍ରୀ ଜୟଦେବ
Odisha Stories (@odisha_stories) 's Twitter Profile Photo

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ଯ ପହଣ୍ଡି ନୀତିର ଅଲୌକିକ ଦୃଶ୍ଯ:🙏 👇👇👇👇👇 youtube.com/@Odisha_Stories

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ଯ ପହଣ୍ଡି ନୀତିର ଅଲୌକିକ ଦୃଶ୍ଯ:🙏

👇👇👇👇👇

youtube.com/@Odisha_Stories
Odisha Stories (@odisha_stories) 's Twitter Profile Photo

ତିନି ରଥରେ ଗଜପତି ମହାରାଜାଙ୍କ ଦ୍ଵାରା ଛେରା ପହଁରା ନୀତିର କିଛି ସୁନ୍ଦର ଦୃଶ୍ୟ । Jai Jagannatha 🙏🙏🙏 Bhubaneswar Buzz Shree Jagannatha Temple, Puri ଓଡ଼ିଆ ଜଗତ Odia Culture

ତିନି ରଥରେ ଗଜପତି ମହାରାଜାଙ୍କ ଦ୍ଵାରା ଛେରା ପହଁରା ନୀତିର କିଛି ସୁନ୍ଦର ଦୃଶ୍ୟ ।

Jai Jagannatha 🙏🙏🙏

<a href="/BBSRBuzz/">Bhubaneswar Buzz</a> <a href="/JagannathaDhaam/">Shree Jagannatha Temple, Puri</a> <a href="/odiajagat/">ଓଡ଼ିଆ ଜଗତ</a> <a href="/OdiaCulture/">Odia Culture</a>
Odisha Stories (@odisha_stories) 's Twitter Profile Photo

ଫଟୋରେ ଫଟୋରେ #ନୂଆଁଖାଇ_୧ ପଶ୍ଚିମ ଓଡିଶାର ବିଭିନ୍ନ ଇଷ୍ଟଦେବୀ ଙ୍କୁ ପୂଜା କରି ନୂଆଁଖାଇ ପର୍ବ ପାଳନର ଅୟ ଆରମ୍ଭ କରାଯାଇଥାଏ ।ପଶ୍ଚିମ ଓଡିଶା ତଥା ସମ୍ବଲପୁରର ଇଷ୍ଟଦେବୀ ମାଁ ସମଲେଶ୍ଵରୀ,ସୁବର୍ଣ୍ଣପୁରର ମାଁ ସୁରେଶ୍ଵରୀ,ପାଟଣାର ଇଷ୍ଟଦେବୀ ମାଁ ପାଟଣେଶ୍ବରୀ ତଥା କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀ ପ୍ରମୁଖ #OdishaStories

ଫଟୋରେ ଫଟୋରେ  #ନୂଆଁଖାଇ_୧

ପଶ୍ଚିମ ଓଡିଶାର ବିଭିନ୍ନ ଇଷ୍ଟଦେବୀ ଙ୍କୁ ପୂଜା କରି ନୂଆଁଖାଇ ପର୍ବ ପାଳନର ଅୟ ଆରମ୍ଭ କରାଯାଇଥାଏ ।ପଶ୍ଚିମ ଓଡିଶା ତଥା ସମ୍ବଲପୁରର ଇଷ୍ଟଦେବୀ ମାଁ ସମଲେଶ୍ଵରୀ,ସୁବର୍ଣ୍ଣପୁରର ମାଁ ସୁରେଶ୍ଵରୀ,ପାଟଣାର ଇଷ୍ଟଦେବୀ ମାଁ ପାଟଣେଶ୍ବରୀ ତଥା କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀ ପ୍ରମୁଖ 

#OdishaStories
Odisha Stories (@odisha_stories) 's Twitter Profile Photo

ଫଟୋରେ ଫଟୋରେ #ନୂଆଁଖାଇ_୨ ଭିନ୍ନ ଭିନ୍ନ ଗଡ଼ଜାତ ରାଜ୍ୟ ଗୋଟିଏ ଦିନ ଭିନ୍ନ ଭିନ୍ନ ସମୟରେ ନୂଆଁଖାଇ ପାଳନ କରନ୍ତି।କଳାହାଣ୍ଡି ଜିଲ୍ଲାରେ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ସ୍ଥାନରେ ଦଶମୀ ଦିନରେ ନୂଆଁଖାଇ ପର୍ବ ପାଳନ କରିଥାଆନ୍ତି ।ବୌଦ୍ଧ ଜିଲ୍ଲା ପଞ୍ଚରା ବାସୀ ସୋନପୁର ଜିଲ୍ଲା ନୂଆଁଖାଇ ଲଗ୍ନରେ ନୂଆଁ ଖାଇଥାଆନ୍ତି । #OdishaStories

ଫଟୋରେ ଫଟୋରେ  #ନୂଆଁଖାଇ_୨
ଭିନ୍ନ ଭିନ୍ନ ଗଡ଼ଜାତ ରାଜ୍ୟ ଗୋଟିଏ ଦିନ ଭିନ୍ନ ଭିନ୍ନ ସମୟରେ ନୂଆଁଖାଇ ପାଳନ କରନ୍ତି।କଳାହାଣ୍ଡି ଜିଲ୍ଲାରେ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ସ୍ଥାନରେ ଦଶମୀ ଦିନରେ ନୂଆଁଖାଇ ପର୍ବ ପାଳନ କରିଥାଆନ୍ତି ।ବୌଦ୍ଧ ଜିଲ୍ଲା ପଞ୍ଚରା ବାସୀ ସୋନପୁର ଜିଲ୍ଲା ନୂଆଁଖାଇ ଲଗ୍ନରେ ନୂଆଁ ଖାଇଥାଆନ୍ତି ।
#OdishaStories
Odisha Stories (@odisha_stories) 's Twitter Profile Photo

ଫଟୋରେ ଫଟୋରେ #ନୂଆଁଖାଇ_୩ ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରକୁ ଆସିଲା ନୂଆ ଧାନ । ୬୦ ଦିନରେ ଅମଳ ହେଉଥିବା ସରିଆ ଧାନ ଆସିଥାଏ । ମାଆ ସମଲେଶ୍ବରୀଙ୍କ ଠାରେ ପ୍ରଥମେ ଲାଗିବ ନବାନ୍ନ । ନବାନ୍ନ ପରେ ଘରେ ଘରେ ଖାଇବେ ନୂଆ ଅନ୍ନ | #OdishaStories

ଫଟୋରେ ଫଟୋରେ  #ନୂଆଁଖାଇ_୩

ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରକୁ ଆସିଲା ନୂଆ ଧାନ । ୬୦ ଦିନରେ ଅମଳ ହେଉଥିବା ସରିଆ ଧାନ ଆସିଥାଏ ।

ମାଆ ସମଲେଶ୍ବରୀଙ୍କ ଠାରେ ପ୍ରଥମେ ଲାଗିବ ନବାନ୍ନ । ନବାନ୍ନ ପରେ ଘରେ ଘରେ ଖାଇବେ ନୂଆ ଅନ୍ନ |

#OdishaStories
Odisha Stories (@odisha_stories) 's Twitter Profile Photo

ଫଟୋରେ ଫଟୋରେ #ନୂଆଁଖାଇ_୪ ପୁରାତନ ସମୟରେ ରାଜ ଉଆସରୁ ବିଭିନ୍ନ ମନ୍ଦିର ମାନଙ୍କୁ ନୂଆଁଖାଇ ପାଇଁ ପୂଜା ଖଞ୍ଜା ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ମାନ ପଠାଯାଉଥିଲା ,ଆଜି କିନ୍ତୁ ବିଭିନ୍ନ ମନ୍ଦିର କମିଟି ତରଫରୁ ବିରାଟ ଶୋଭାଯାତ୍ରାରେ ସମସ୍ତ ଦ୍ରବ୍ୟ ପଠାଯାଇଥାଏ ।ଏହି ଶୋଭାଯାତ୍ରା କୁ ପାହୁର ଯାତ୍ରା କୁହାଯାଇଥାଏ । #OdishaStories

ଫଟୋରେ ଫଟୋରେ  #ନୂଆଁଖାଇ_୪
 ପୁରାତନ ସମୟରେ ରାଜ ଉଆସରୁ ବିଭିନ୍ନ ମନ୍ଦିର ମାନଙ୍କୁ ନୂଆଁଖାଇ ପାଇଁ ପୂଜା ଖଞ୍ଜା ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ମାନ ପଠାଯାଉଥିଲା ,ଆଜି କିନ୍ତୁ ବିଭିନ୍ନ ମନ୍ଦିର କମିଟି ତରଫରୁ ବିରାଟ ଶୋଭାଯାତ୍ରାରେ ସମସ୍ତ ଦ୍ରବ୍ୟ ପଠାଯାଇଥାଏ ।ଏହି ଶୋଭାଯାତ୍ରା କୁ ପାହୁର ଯାତ୍ରା କୁହାଯାଇଥାଏ ।

#OdishaStories
the optimist (@novelmonk) 's Twitter Profile Photo

କେବେ ସଂଶୟର ମହଲ କେବେ କୁହୁକ ଅଟ୍ଟାଳିକା ମାଟିରେ ଗଢ଼ା ମାଟିରେ ଠିଆ ମୁଁ ସେଇ ଉଈହୁଙ୍କା

କେବେ ସଂଶୟର ମହଲ
କେବେ କୁହୁକ ଅଟ୍ଟାଳିକା 
ମାଟିରେ ଗଢ଼ା ମାଟିରେ ଠିଆ
ମୁଁ ସେଇ ଉଈହୁଙ୍କା