Beauty of Dakhina odisha (@beautyofodisha2) 's Twitter Profile
Beauty of Dakhina odisha

@beautyofodisha2

ID: 1510460466598133761

calendar_today03-04-2022 03:33:58

9,9K Tweet

544 Followers

462 Following

Beauty of Dakhina odisha (@beautyofodisha2) 's Twitter Profile Photo

ଶ୍ରୀ ରାଧା ଗୋପିନାଥ ,ଲିହୁରୀ। ସରକାରଙ୍କୁ ଅନୁରୋଧ ଗାଁ ସହିତ ମନ୍ଦିର କୁ ଉନ୍ନତ କରନ୍ତୁ। ନଦୀ କୂଳ ଗାଁ କୁ ଲାଗିଲାଣି,ଲଗାଣ ବର୍ଷାରେ କେତେ ବେଳେ ମନ୍ଦିର ସହିତ ଗାଁ ମଧ୍ୟ ବୁଡିଯିବ।

ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା | ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ||”

ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା |
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ||”
Beauty of Dakhina odisha (@beautyofodisha2) 's Twitter Profile Photo

ବଡ ବଡୁଆ ହୋ... ଅନ୍ଧାରରେ ଆସି,ଆଲୁଅ ରେ ଯାଅ ଗଙ୍ଗା ଯାଅ,ଗୟା ଯାଅ ପୁରୁଷୋତ୍ତମେ ମହାପ୍ରସାଦ ଖାଇ ବାଇଶି ପାହାଚେ ଗଡ ଗଡଉ ଥାଅ । #ଶୁଭଦୀପାବଳୀ

ବଡ ବଡୁଆ ହୋ...
ଅନ୍ଧାରରେ ଆସି,ଆଲୁଅ ରେ ଯାଅ ଗଙ୍ଗା ଯାଅ,ଗୟା ଯାଅ 
ପୁରୁଷୋତ୍ତମେ ମହାପ୍ରସାଦ ଖାଇ  ବାଇଶି ପାହାଚେ ଗଡ ଗଡଉ ଥାଅ ।
#ଶୁଭଦୀପାବଳୀ
Beauty of Dakhina odisha (@beautyofodisha2) 's Twitter Profile Photo

ଏ ଘର ବୁଢୀ କାଇଁ ଗଲା,ମଣ୍ଡା ପିଠା ଦେବି କହିଥିଲା ଛେର୍ ଛେର୍ #ପୁଷ୍ ପୁନେଇଁ