Manas R Dash (@csharpian) 's Twitter Profile
Manas R Dash

@csharpian

Sani's Bapa, IT and Music, Creative, Eternal Optimist, ODIA/ଓଡ଼ିଆ

ID: 246886827

linkhttp://youtube.com/@csharpian calendar_today03-02-2011 17:29:11

66,66K Tweet

10,10K Followers

781 Following

Manas R Dash (@csharpian) 's Twitter Profile Photo

ସ୍ୱାଧୀନତା ଦିବସରେ ନିଜେ ସଜ ହେଇ ସ୍କୁଲ ଯିବା ଠାରୁ ଆଜି ନିଜ ଛୁଆ କୁ ତା ସ୍କୁଲ ନେବା ଯାଏର ଯାତ୍ରା ଭିତରେ ଆମ ପିଲା ଦିନ କେଉଁଠି ହଜିଗଲା। ପବନରେ ଉଡ଼ି ଯାଉଥିବା ଶୁଖିଲା ପତ୍ର ଆଉ ସମୟ ସୂଅରେ ଭାସୁଥିବା ମଣିଷ ଭିତରେ ଅନ୍ତର ବା କଣ? ଲାଗେ ସବୁ ଆମ ଆୟତ୍ତରେ ଅଛି, କିନ୍ତୁ କିଛି ବି ନାହିଁ।