Rasmita (@cookies_twtz) 's Twitter Profile
Rasmita

@cookies_twtz

#Samantha is my 🌎 :Dm 🚫 : Addicted to @actorVijay 😊 & @Msdhoni 😘 #Nani , #Raviteja #Dhanush ,#PawanKalyan ♥️ #Cookies 😘

ID: 3270802626

linkhttps://twitter.com/actorvijay?t=lrtSIv2JOJT9GrP4qJP2rw&s=09 calendar_today07-07-2015 09:59:12

7,7K Tweet

2,2K Followers

315 Following

🦋šrαdhα🦋 (@princess_sradha) 's Twitter Profile Photo

କାଲିଠରୁ ଏହି ଚିତ୍ର ଟି ମୁଁ ଅନେକ ଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଦେଖୁଛି, ଏହା ସହ କିଛି ଲେଖା ମଧ୍ୟ ରହିଛି।କିନ୍ତୁ ମୁଁ କାହିଁକି କେଜାଣି ଏହି ଚିତ୍ରଟିକୁ ନେଇ ଭାରି ଅସହାୟ ଅନୁଭବ କରୁଛି, ସତରେ ଯେମିତି ମନ ଥରେଇ ଦେଉଛି। ଆକୁ ଯିଏ ବି କଳ୍ପନା କରିଛନ୍ତି ଓ ଆଙ୍କିଛନ୍ତି ତାଙ୍କୁ 🙏🥺 #JusticeForMoumita

କାଲିଠରୁ ଏହି ଚିତ୍ର ଟି ମୁଁ ଅନେକ ଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଦେଖୁଛି, ଏହା ସହ କିଛି ଲେଖା ମଧ୍ୟ ରହିଛି।କିନ୍ତୁ ମୁଁ କାହିଁକି କେଜାଣି ଏହି ଚିତ୍ରଟିକୁ ନେଇ ଭାରି ଅସହାୟ ଅନୁଭବ କରୁଛି, ସତରେ ଯେମିତି ମନ ଥରେଇ ଦେଉଛି। ଆକୁ ଯିଏ ବି କଳ୍ପନା କରିଛନ୍ତି ଓ ଆଙ୍କିଛନ୍ତି ତାଙ୍କୁ 🙏🥺 
#JusticeForMoumita
🦋šrαdhα🦋 (@princess_sradha) 's Twitter Profile Photo

ରାକ୍ଷୀ ନୁହେଁ ଖାଲି ରେଶମର ଡୋର ମୂଲ ତା ଅମୂଲ ମୂଲ, ଭାଇ ଭଉଣୀର ପବିତ୍ର ବନ୍ଧନ କେହି ନୁହଁ ତାର ତୁଲ...।। X ରେ ମୋ ସହିତ ଜଡ଼ିତ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ💐💐 ମହାପ୍ରଭୂ ମୋ ସବୁ ଭାଇ ମାନଙ୍କୁ ଭଲ ରେ ରଖନ୍ତୁ😍✨ #ରାକ୍ଷୀପୂର୍ଣ୍ଣିମା

ରାକ୍ଷୀ ନୁହେଁ ଖାଲି ରେଶମର ଡୋର
ମୂଲ ତା ଅମୂଲ ମୂଲ,
ଭାଇ ଭଉଣୀର ପବିତ୍ର ବନ୍ଧନ
କେହି ନୁହଁ ତାର ତୁଲ...।।

X ରେ ମୋ ସହିତ ଜଡ଼ିତ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ  ରାକ୍ଷୀ ପୂର୍ଣ୍ଣିମା ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ💐💐 ମହାପ୍ରଭୂ ମୋ ସବୁ ଭାଇ ମାନଙ୍କୁ ଭଲ ରେ ରଖନ୍ତୁ😍✨
#ରାକ୍ଷୀପୂର୍ଣ୍ଣିମା
Ꭰҽʍì Ϛհìղҽ (@vmbossglow) 's Twitter Profile Photo

Thalapathy Ajith And Thalapathy Vijay phone Convo த.வெ.க கட்சி மிக பெரிய கட்சியா வாழ்த்துக்கள் 2026-ல் நீ CM-அ அவனும் உன்னோட அடுத்த அடுத்த கட்சி Move-ku வெயிட்டிங் நண்பா @tvkvijayhq 😎🔥

🦋šrαdhα🦋 (@princess_sradha) 's Twitter Profile Photo

ସବୁ ଝିଅ ବାପାଙ୍କ ପରୀ ନୁହଁନ୍ତି, କିଛି ଝିଅ ପରିବାରର ଦାୟିତ୍ୱ ବି ମୁଣ୍ଡେଇଥାନ୍ତି 🥰🥰🥰 #ଝିଅ #ଦାୟିତ୍ୱ