ଝରାଶେଫାଳି (@chocolmuffin2) 's Twitter Profile
ଝରାଶେଫାଳି

@chocolmuffin2

ଅକସ୍ମାତ ନିର୍ଜନତାରେ ଅବତୀର୍ଣ୍ଣ ହୋଇ, ଅଭୁଲା ସେ ଅତୀତ ର ସ୍ମୃତିଚାରଣ କରୁଥିବା ଏ ସୁକ୍ଷ୍ମ ହୃଦୟ

ID: 1282036575086374912

calendar_today11-07-2020 19:39:00

8,8K Tweet

3,3K Takipçi

90 Takip Edilen

ଝରାଶେଫାଳି (@chocolmuffin2) 's Twitter Profile Photo

ଏ ସବୁର ପ୍ରମାଣ ଯେ ଗୋଟେ ଝିଅ ପରିଚୟ ତାର କିଛି ବି ହଉ ସେ ସୁରକ୍ଷିତ ନୁହେଁ। ଘରେ ,ବାହାରେ, ସ୍କୁଲ, କଲେଜ,ପଡୋଶୀ, ଅଫିସ ରେ ମେଡ଼ିକାଲ ରେ କୋଉଠି ସୁରକ୍ଷିତ? କାହିଁକି ନାରା ( ବେଟି ପଢ଼ାଓ) (ବେଟି ବଚାଓ) କଣ ବଳାତ୍କାର ହେବାକୁ ବେଟି କୁ ଜନ୍ମ ହିଁ କରନି ଏମିତି ଅସୁବିଧା ହିଁ ହବନି। #ଆଜିର #ନାରୀ #କେତେ #ସୁରକ୍ଷିତ