Chandra Sekhar Sahu
@chandra16470071
Member of Parliament, Berhampur, Ganjam, Odisha
ID: 1408650675148390400
26-06-2021 04:59:09
671 Tweet
687 Followers
147 Following
ମିଶନ ଶକ୍ତି ଆଣୁଛି ପ୍ରଗତି। ଏସଏଚଜି ଋଣ କ୍ଷେତ୍ରରେ ଓଡ଼ିଶା ଦେଶର ସର୍ବନିମ୍ନ ଏନପିଏ ରାଜ୍ୟ ହେବା ସହ ୧୧୦୩ଟି ଗ୍ରାମପଞ୍ଚାୟତ ସମ୍ପୂର୍ଣ୍ଣ ଏନପିଏ ମୁକ୍ତ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଏସଏଚଜିଙ୍କୁ ₹୧୧,୦୦୦ କୋଟିରୁ ଅଧିକ ସହାୟତା ରାଶି ଯୋଗାଇ ଓଡ଼ିଶା Mission Shakti ମା'ଙ୍କୁ ଆହୁରି ସଶକ୍ତ କରୁଛି। #OdishaCares