chandan saha
@chandan82596422
ID: 1447135438259441668
10-10-2021 09:43:12
1 Tweet
0 Takipçi
23 Takip Edilen
ଦୀର୍ଘ କୋଡ଼ିଏ ବର୍ଷ ହେଲାଣି ଆମ ଗ୍ରାମରେ ରାସ୍ତା ଟିଏ ଓ ପିଇବା ପାଣିର ଏ ପର୍ଯ୍ୟନ୍ତ କୌଣସି ସୁବିଧା ହୋଇ ପାରିନାହିଁ । ଆମେ ପ୍ରସାଶନ ଓ ସରପଞ୍ଚଙ୍କ ପାଖରେ ଲଗାତାର ଭାବେ ଗୁହାରି କରି ଆସୁଛୁ କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନେ ଆମ ପରିସ୍ଥିତିକୁ ଅଣଦେଖା କରୁଛନ୍ତି । BDO Titilagarh Collector & DM, Balangir CMO Odisha Naveen Patnaik