Tusharkanti Behera (@btushar02) 's Twitter Profile
Tusharkanti Behera

@btushar02

Member of Legislative Assembly, Kakatpur Constituency.
A connoisseur of food, art, culture and literature;
A greenhorn in politics #IIT alum

ID: 389284900

calendar_today12-10-2011 04:47:35

4,4K Tweet

13,13K Followers

99 Following

Tusharkanti Behera (@btushar02) 's Twitter Profile Photo

ରାମାୟ ରାମ ଭଦ୍ରାୟ ରାମଚନ୍ଦ୍ରାୟ ବେଧସେ। ରଘୁନାଥାୟ ନାଥାୟ ସୀତାୟାଃ ପତୟେ ନମଃ । ଭକ୍ତବତ୍ସଳ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମତିଥିରେ ସମଗ୍ର ଓଡିଶାବାସୀଙ୍କୁ ମୋର ଅସୁମାରୀ ଶୁଭେଚ୍ଛା ଏବଂ ଅଭିନନ୍ଦନ l ପ୍ରଭୁ କରୁଣାନିଧାନଙ୍କ ଅପାର କୃପା ଆମ ସମାଜକୁ ନିରାମୟ,ସୁଖମୟ କରିଦେଉ l ଜୟ ସୀତାରାମ 🙏🏻

ରାମାୟ ରାମ ଭଦ୍ରାୟ ରାମଚନ୍ଦ୍ରାୟ ବେଧସେ।
ରଘୁନାଥାୟ ନାଥାୟ ସୀତାୟାଃ ପତୟେ ନମଃ ।

ଭକ୍ତବତ୍ସଳ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମତିଥିରେ ସମଗ୍ର ଓଡିଶାବାସୀଙ୍କୁ ମୋର ଅସୁମାରୀ ଶୁଭେଚ୍ଛା ଏବଂ ଅଭିନନ୍ଦନ l ପ୍ରଭୁ କରୁଣାନିଧାନଙ୍କ ଅପାର କୃପା ଆମ ସମାଜକୁ ନିରାମୟ,ସୁଖମୟ କରିଦେଉ l

ଜୟ ସୀତାରାମ 🙏🏻