Brundaban Pradhan (@brundaban2003) 's Twitter Profile
Brundaban Pradhan

@brundaban2003

State Office Secretary @abvpodisha #ABVP

ID: 1410946632410038272

linkhttps://www.facebook.com/brundaban.pradhan.35110?mibextid=ZbWKwL calendar_today02-07-2021 13:01:47

3,3K Tweet

605 Followers

347 Following

Brundaban Pradhan (@brundaban2003) 's Twitter Profile Photo

ରକ୍ତବାହୁରୁ କଳାପାହାଡ଼ ପର୍ଯ୍ୟନ୍ତ ୩୨ଥର ଆକ୍ରମଣ ପରେ ମଧ୍ୟ ଆମ ଅସ୍ମିତାର ପ୍ରତୀକ ସ୍ଵରୂପ ଅଖଣ୍ଡ ଦଣ୍ଡାୟମାନ‌ ଶ୍ରୀମନ୍ଦିରର ପ୍ରତିଷ୍ଠା ଦିବସ ତଥା ନିଳାଦ୍ରୀମହୋଦୟାଷ୍ଟମୀରେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଅନେକ ଶୁଭକାମନା। #ShreeMandir #JayJagannath

PIB India (@pib_india) 's Twitter Profile Photo

🔸Five university townships to be developed through a challenge route, in partnership with States, near major industrial and logistics corridors 🔸These planned academic zones will host universities, colleges, research institutions, skill centres, and residential facilities

Brundaban Pradhan (@brundaban2003) 's Twitter Profile Photo

ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ମୁକ୍ତେଶ୍ଵରଙ୍କ ଦିବ୍ୟ ଦର୍ଶନ, ଭକ୍ତିରେ ଭରିଥିବା ଏକ ଅମୂଲ୍ୟ ମୁହୂର୍ତ୍ତ। 🙏 #Bhubaneswar #LingarajTemple

ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ମୁକ୍ତେଶ୍ଵରଙ୍କ ଦିବ୍ୟ ଦର୍ଶନ, ଭକ୍ତିରେ ଭରିଥିବା ଏକ ଅମୂଲ୍ୟ ମୁହୂର୍ତ୍ତ। 🙏
#Bhubaneswar #LingarajTemple
Brundaban Pradhan (@brundaban2003) 's Twitter Profile Photo

Journalism Alumni Meet at Utkal University. reconnecting memories, sharing experiences, shaping the future of media. #utkaluniversity #Bhubaneswar

Journalism Alumni Meet at Utkal University. reconnecting memories, sharing experiences, shaping the future of media.
#utkaluniversity #Bhubaneswar
Brundaban Pradhan (@brundaban2003) 's Twitter Profile Photo

ପବିତ୍ର ମହାଶିବରାତ୍ରୀ ଓ ଜାଗର ଅବସରରେ ଶ୍ରୀ ଲିଙ୍ଗରାଜଙ୍କ ଦିବ୍ୟ ଦର୍ଶନ 🙏 #mahashivratri #Bhubaneswar

ପବିତ୍ର ମହାଶିବରାତ୍ରୀ ଓ ଜାଗର ଅବସରରେ ଶ୍ରୀ ଲିଙ୍ଗରାଜଙ୍କ ଦିବ୍ୟ ଦର୍ଶନ 🙏
#mahashivratri #Bhubaneswar
ABVP Odisha (@abvpodisha) 's Twitter Profile Photo

#pressrelease 📌 ଶିକ୍ଷା ଖର୍ଚ୍ଚ ନୁହେଁ, ଭବିଷ୍ୟତର ନିବେଶ ,ଶିକ୍ଷା କ୍ଷେତ୍ରରେ ବଜେଟ ଆବଣ୍ଟନ ବଢିବା ଆବଶ୍ୟକ 📌 ୨୦୨୬-୨୭ ବଜେଟରେ ସରକାର ନୂତନ କରି 4 ଟି ବିଶ୍ୱବିଦ୍ୟାଳୟ ଖୋଲିବାର ନିଷ୍ପତ୍ତିକୁ ସ୍ଵାଗତ କରୁଛି ABVP 📌 ନୂତନ ବିଶ୍ଵବିଦ୍ୟାଳୟ ଖୋଲିବା ସହିତ ଗୁଣାତ୍ମକ ଶିକ୍ଷା ମିଳିବ କି? #ABVPForStudents #ABVPOdisha

#pressrelease 

📌 ଶିକ୍ଷା ଖର୍ଚ୍ଚ ନୁହେଁ, ଭବିଷ୍ୟତର  ନିବେଶ ,ଶିକ୍ଷା କ୍ଷେତ୍ରରେ ବଜେଟ ଆବଣ୍ଟନ ବଢିବା ଆବଶ୍ୟକ
📌 ୨୦୨୬-୨୭ ବଜେଟରେ ସରକାର ନୂତନ କରି 4 ଟି ବିଶ୍ୱବିଦ୍ୟାଳୟ ଖୋଲିବାର ନିଷ୍ପତ୍ତିକୁ ସ୍ଵାଗତ କରୁଛି ABVP
📌 ନୂତନ ବିଶ୍ଵବିଦ୍ୟାଳୟ ଖୋଲିବା ସହିତ ଗୁଣାତ୍ମକ ଶିକ୍ଷା ମିଳିବ କି?

#ABVPForStudents 
#ABVPOdisha
ABVP Odisha (@abvpodisha) 's Twitter Profile Photo

"ସବୁ ଭାଷା ମତେ ଲାଗଇ ଭଲ, ମୋ ମାତୃଭାଷା କିନ୍ତୁ ସବୁଠୁ ଭଲ।" ଆମ ମାତୃଭାଷା ଆମର ଗର୍ବ ଓ ପରିଚୟ। ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା। ଆସନ୍ତୁ ଆମ ମାତୃଭାଷାକୁ ଭଲ ପାଇବା ଏବଂ ଏହାର ସୁରକ୍ଷା ତଥା ପ୍ରସାର ପାଇଁ ଆମେ ସଙ୍କଳ୍ପ ନେବା। #ଆନ୍ତର୍ଜାତୀୟମାତୃଭାଷାଦିବସ #ABVPOdisha

"ସବୁ ଭାଷା ମତେ ଲାଗଇ ଭଲ, 
ମୋ ମାତୃଭାଷା କିନ୍ତୁ ସବୁଠୁ ଭଲ।"

ଆମ ମାତୃଭାଷା ଆମର ଗର୍ବ ଓ ପରିଚୟ। ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା। ଆସନ୍ତୁ ଆମ ମାତୃଭାଷାକୁ ଭଲ ପାଇବା ଏବଂ ଏହାର ସୁରକ୍ଷା ତଥା ପ୍ରସାର ପାଇଁ ଆମେ ସଙ୍କଳ୍ପ ନେବା।

#ଆନ୍ତର୍ଜାତୀୟମାତୃଭାଷାଦିବସ
#ABVPOdisha
Brundaban Pradhan (@brundaban2003) 's Twitter Profile Photo

ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ବିକାଶାର୍ଥେ ବିଦ୍ୟାର୍ଥୀ ଟ୍ରଷ୍ଟ ମାଧ୍ୟମରେ ଏବିଭିପି ଓଡ଼ିଶାର ପୂର୍ବତନ ପ୍ରାନ୍ତ ସଂଗଠନ ସମ୍ପାଦକ ସ୍ୱର୍ଗତ କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ୫ମ କୁମାର କୃଷ୍ଣଚନ୍ଦ୍ର ରାୟ ସ୍ମୃତି ବ୍ୟାଖ୍ୟାନମାଳା ଅନୁଷ୍ଠିତ ହୋଇଯାଇଛି।

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) ଭାଇ। ପ୍ରଭୁ ଶ୍ରୀ ନୀଳମାଧବ ଆପଣଙ୍କୁ ସବୁବେଳ ଖୁସିରେ ରଖିବା ସହ ଚଲାପଥ କୁସୁମିତ କରନ୍ତୁ। ଶୁଭ ଜନ୍ମଦିନ 💐🥳🙏

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା <a href="/PandaAvilash/">Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)</a> ଭାଇ। ପ୍ରଭୁ ଶ୍ରୀ ନୀଳମାଧବ ଆପଣଙ୍କୁ ସବୁବେଳ ଖୁସିରେ ରଖିବା ସହ ଚଲାପଥ କୁସୁମିତ କରନ୍ତୁ।
ଶୁଭ ଜନ୍ମଦିନ 💐🥳🙏
Narendra Modi (@narendramodi) 's Twitter Profile Photo

माता की भक्ति में विराट शक्ति है। देवी मां की वंदना से श्रद्धालुओं का मन सकारात्मक ऊर्जा से भर जाता है। youtu.be/zv8gJkNZpBg

Brundaban Pradhan (@brundaban2003) 's Twitter Profile Photo

ଆଜିର ଏହି ଦିନରେ ମୋର ଜନ୍ମଦିନ ଅବସରରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚରଣରେ ନମ୍ର ପ୍ରାର୍ଥନା କରିଛି। ଜୀବନର ପ୍ରତ୍ୟେକ ପଦକ୍ଷେପରେ ସତ୍ୟ, ନ୍ୟାୟ ଓ ସେବାର ପଥରେ ଶାନ୍ତ ଭାବେ ଚାଲିବା ପାଇଁ ଆଶୀର୍ବାଦ ଭିକ୍ଷା କରିଛି। 🙏

ମୋ ଗାଁରେ ପ୍ରତିବର୍ଷ ଚୈତ୍ର ମାସରେ ଦଣ୍ଡ ଯାତ୍ରା ବହୁତ ଧୁମଧାମରେ ପାଳନ କରାଯାଏ। ଏହା ଆମ ଓଡ଼ିଶାର ପ୍ରାଚୀନ ଓ ପବିତ୍ର ପରମ୍ପରାମାନଙ୍କ ମଧ୍ୟରୁ ଗୋଟିଏ। ଦଣ୍ଡ ଯାତ୍ରା ପ୍ରଧାନତଃ ଭଗବାନ ଶିବ ଓ ମା ଶକ୍ତିଙ୍କୁ ସମର୍ପିତ ଥାଏ। youtu.be/l2BDkATeDNk?si…

Brundaban Pradhan (@brundaban2003) 's Twitter Profile Photo

अखिल भारतीय विद्यार्थी परिषद पूर्व , पूर्वोत्तर एवं बिहार क्षेत्र के क्षेत्रीय पूर्णकालिक वर्ग 6,7,8,9 और 10 अप्रैल 2026 को पावापुरी नालंदा में संपन्न

अखिल भारतीय विद्यार्थी परिषद 
पूर्व , पूर्वोत्तर एवं बिहार क्षेत्र के क्षेत्रीय पूर्णकालिक वर्ग 6,7,8,9 और 10 अप्रैल 2026 को पावापुरी नालंदा में संपन्न