Biju Janata Dal
@bjd_odisha
The Official handle of Biju Janata Dal, Odisha. Join us on : bjdodisha.org.in
ID: 1660202095
10-08-2013 13:53:35
22,22K Tweet
393,393K Followers
35 Following
କେନ୍ଦ୍ରାପଡ଼ା ପାଇଁ ସମର୍ପିତ ବିଜୁ ଜନତା ଦଳ। ମହାକାଳପଡ଼ାର ନେତୃବୃନ୍ଦଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ଓ ସରପଞ୍ଚମାନଙ୍କୁ ସଭାପତି ଶ୍ରୀ Naveen Patnaik ଭେଟିଛନ୍ତି। ବିଜେପିର ମିଥ୍ୟା ପ୍ରତିଶ୍ରୁତିକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ବରିଷ୍ଠ ନେତା ଅତନୁ ସବ୍ୟସାଚୀଙ୍କ ନେତୃତ୍ୱରେ ଆସିଥିବା ପ୍ରମୁଖ ସଦସ୍ୟଙ୍କୁ ସଭାପତି ପରାମର୍ଶ
ବିଜୁ ଯୁବ ଜନତା ଦଳ ସଶକ୍ତ ହେଉଛି, ଓଡ଼ିଶାର ସ୍ଵାର୍ଥ ପାଇଁ ଲଢେଇ ଜୋରଦାର ହେଉଛି। ବିଜେଡି ବ୍ୟକ୍ତି ନୁହେଁ ଆଦର୍ଶ ଉପରେ ପ୍ରତିଷ୍ଠିତ। ଶଙ୍ଖ ଭବନରେ ଆୟୋଜିତ ସମାବେଶରେ ସଭାପତି ଶ୍ରୀ Naveen Patnaik ଙ୍କ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆହ୍ଵାନ, ସମସ୍ତଙ୍କ ଭିତରେ ଉତ୍ସାହ ଭରିଛି। #BJDWithOdisha
ଯୁବଶକ୍ତି ଏକ ହେଉଛି, ଓଡ଼ିଶାବାସୀଙ୍କ ପାଇଁ ହକର ଲଢେଇ ଜୋରଦାର ହେଉଛି। ବିଜେପି ସରକାରର ମିଥ୍ୟା ପ୍ରତିଶ୍ରୁତି ଓ ଜନତାଙ୍କୁ ପ୍ରତାରଣାର ଦୃଢ଼ ଜବାବ ମିଳିବ, ସଭାପତି ଶ୍ରୀ Naveen Patnaik ଙ୍କ ଆହ୍ଵାନରେ ଯୁବସମାଜ ଆଗେଇ ଆସିବ। #BJDWithOdisha #BJD4Odisha
ସତ୍ୟବାଦୀବାସୀଙ୍କ ସେବାରେ ବିଜୁ ଜନତା ଦଳ। ପୂର୍ବତନ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟଙ୍କ ସହ ନିର୍ବାଚନମଣ୍ଡଳୀର ନେତୃବୃନ୍ଦ, ଅଧ୍ୟକ୍ଷ ଓ ସରପଞ୍ଚମାନଙ୍କୁ ସଭାପତି ଶ୍ରୀ Naveen Patnaik ଭେଟିଛନ୍ତି। ଏକାଠି ହୋଇ ତୃଣମୂଳସ୍ତରରେ ଦଳ ପାଇଁ କାମ କରିବା ସହ ବିଜେପିର ମିଥ୍ୟା ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ
ବିଜେପିର ମିଛ ପ୍ରତିଶ୍ରୁତି ଓ ପ୍ରତାରଣା ବିରୋଧରେ ଲଢ଼େଇ ହେଉଛି ଜୋରଦାର। ଗତ ନିର୍ବାଚନରେ ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ୧୪ ଜଣ ପ୍ରମୁଖ ନେତୃତ୍ୱଙ୍କୁ ସଭାପତି ଶ୍ରୀ Naveen Patnaik ଭେଟିଛନ୍ତି। ବିଜେପିର ମିଛ ପ୍ରଲୋଭନ ବିଷୟରେ ଲୋକଙ୍କୁ ସଚେତନ କରିବା ଏବଂ ତୃଣମୂଳସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ସଭାପତି
ବିଶିଷ୍ଟ ଗାନ୍ଧିବାଦୀ ସର୍ବୋଦୟ ନେତା ଶଙ୍କର ସନୟାଲ ସଭାପତି ଶ୍ରୀ Naveen Patnaik ଙ୍କୁ ଭେଟିଛନ୍ତି। ବିଭିନ୍ନ ସାମ୍ପ୍ରତିକ ବିଷୟରେ ଦୁହେଁ ଆଲୋଚନା କରିବା ସହ ସଭାପତି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି। #Odisha
ଜଗତସିଂହପୁରବାସୀଙ୍କ ଅଧିକାର ପାଇଁ ଏକାଠି ହୋଇ ଲଢିବ ବିଜୁ ଜନତା ଦଳ। ଜିଲ୍ଲାର ନେତୃବୃନ୍ଦଙ୍କ ସମେତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହ ସଭାପତି ଶ୍ରୀ Naveen Patnaik ଭେଟି ଆଲୋଚନା କରିଛନ୍ତି। ତୃଣମୂଳସ୍ତରରେ ସଙ୍ଗଠନକୁ ମଜଭୁତ କରିବା ସହିତ ଏକ୍ ହୋଇ ଜନତାଙ୍କ ଅଧିକାର ପାଇଁ ଲଢେଇ କରିବାକୁ ସଭାପତି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।
ହିନ୍ଦୋଳବାସୀଙ୍କ ହକ୍ ପାଇଁ ଲଢେଇ ହେବ ଜୋରଦାର। ସଭାପତି ଶ୍ରୀ Naveen Patnaik ଙ୍କୁ ଏନ୍ଏସିର ସଦସ୍ୟ ଓ ନେତୃବୃନ୍ଦ ଭେଟିଛନ୍ତି। ଲୋକଙ୍କ ସେବା ପାଇଁ ପ୍ରତିଟି ସ୍ତରରେ ଉଦ୍ୟମ ଜାରି ରଖିବାକୁ ସଭାପତି ପରାମର୍ଶ ଦେଇଛନ୍ତି। #BJDWithOdisha #BJD4Odisha
ଦେବଗଡ଼ବାସୀଙ୍କ ପାଇଁ ଦଳ ସବୁବେଳେ ସମର୍ପିତ। ନିର୍ବାଚନମଣ୍ଡଳୀର ନେତୃବୃନ୍ଦ ସଭାପତି ଶ୍ରୀ Naveen Patnaik ଙ୍କୁ ଭେଟିଛନ୍ତି। ତୃଣମୂଳସ୍ତରରେ ସମସ୍ତେ ଏକ ହୋଇ ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରିବାକୁ ସଭାପତି ପରାମର୍ଶ ଦେଇଛନ୍ତି। #BJDWithOdisha #BJD4Odisha