
BJD Odisha
@bjd4odisha
Biju Janata Dal (BJD) is a state (Odisha) political party named after the legendary Biju Patnaik & led by Shri Naveen Patnaik.
ID: 962955235655323649
http://bjdodisha.org.in 12-02-2018 07:43:13
13,13K Tweet
24,24K Followers
103 Following

ସଭାପତି ଶ୍ରୀ Naveen Patnaik ବିଜେଡି ଦଳର ୨୪ତମ ପ୍ରତିଷ୍ଠାରେ କହିଛନ୍ତି ଯେ ମା’ମାନେ ସମାଜର ଚକ ଓ ଅଖ । ସେମାନଙ୍କ ବିନା ପ୍ରଗତିର ରଥ ଆଗକୁ ବଢ଼ିପାରିବନାହିଁ । ପାର୍ଲାମେଣ୍ଟ ଏବଂ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ରାଜ୍ୟସ୍ତରରେ ଓ ଜାତୀୟସ୍ତରରେ ଲଢ଼େଇ ଜାରି ରଖିବ । thenewsroom.co.in/bjd-has-become…

ସରକାରୀ ସ୍କୁଲକୁ ପ୍ରୋତ୍ସାହିତ କରିବା ସହ ମେଧାବୀ ବିଦ୍ୟାର୍ଥୀଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବା ନିମନ୍ତେ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ସରକାରୀ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସଂରକ୍ଷଣ ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି।


ରାଜ୍ୟର ବରପୁତ୍ରମାନଙ୍କୁ ଉତ୍ତରପିଢ଼ି ନିକଟରେ ଚୀରସ୍ମରଣୀୟ ରଖିବା ନିମନ୍ତେ ସେମାନଙ୍କ ଜନ୍ମ ସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରିବା ସହ ଓଡ଼ିଆ ଜାତିକୁ ମହୀୟାନ କରିଥିବା ସମସ୍ତ ବରପୁତ୍ରଙ୍କ କାର୍ଯ୍ୟ ଓ ଜୀବନୀର ବିଷୟବସ୍ତୁକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ମଞ୍ଜୁରୀ ପ୍ରଦାନ କରିଛନ୍ତି।


ଆମ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ସ୍ଵଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ପ୍ରତିବର୍ଷ ସେମାନଙ୍କ ସମ୍ପତ୍ତି ତାଲିକା ଲୋକୟୁକ୍ତଙ୍କୁ ପ୍ରଦାନ କରିବେ ଯାହାକୁ ଜନସାଧାରଣଙ୍କ ସୂଚନା ନିମନ୍ତେ ସାର୍ବଜନୀନ କରାଯିବ ।


ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓଡ଼ିଶା ଅଧିବକ୍ତା କଲ୍ଯାଣ ପାଣ୍ଠି ଅଧିନିୟମରେ ସଂଶୋଧନକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ଏହି ସଂଶୋଧନ ଅନୁସାରେ ଓକିଲ ମାନଙ୍କ ଆର୍ଥିକ ସହାୟତାକୁ ବୃଦ୍ଧି କରାଯାଇଛି ।



ସୁସ୍ଥ ଓ ସୁଖୀ ଓଡ଼ିଶା ଗଠନ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ।ବିନା ମୂଲ୍ୟରେ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହସ୍ପିଟାଲଗୁଡିକର ସବିଶେଷ ତାଲିକା ନିମ୍ନରେ ପ୍ରଦତ୍ତ


ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ତରଫରୁ ଆୟୋଜିତ ରକ୍ତଦାନ ଶିବିରରୁ ୬୪ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ସଭାପତି ଦୃଢ଼ ନେତୃତ୍ୱ ଓ ଲୋକଙ୍କ ଜୀବନ ରକ୍ଷା ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଏକ ଆନ୍ଦୋଳନରେ ପରିଣତ କରିଛି। Biju Janata Dal


ଦୁର୍ନୀତି ବିରୋଧରେ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଶୂନ୍ୟ ସହିଷ୍ଣୁତା ନୀତି। ମୋ ସରକାର କାର୍ଯ୍ୟକ୍ରମ ଆଧାରରେ ୬ଜଣଙ୍କୁ ସରକାରୀ ପଦବୀର ଦୁରୂପଯୋଗ କରିଥିବାରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। ଉନ୍ନତ ସେବା ଓ ସ୍ୱଚ୍ଛ ପ୍ରଶାସନ ସରକାରଙ୍କ ପ୍ରତିବଦ୍ଧତା। sambad.in/state/state-go…


ହସିଲେ ଚାଷୀ, ହସିବ ଦେଶ। ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଭୂମିହୀନ ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ 'ବଳରାମ' ଯୋଜନା ପ୍ରସ୍ତୁତ କରିଛନ୍ତି। "ମିଳିତ ଦେୟ ଗୋଷ୍ଠୀ" ପ୍ରକାରରେ ଚାଷ କରୁଥିବା ଚାଷୀଙ୍କୁ ଫସଲ ଋଣ ଯୋଗେଇ ଦେବା ପାଇଁ ଲକ୍ଷ୍ୟ ରକ୍ଷାଯାଇଛି।


ସଭାପତି Naveen Patnaik ଙ୍କ ନେତୃତ୍ୱରେ ଦଳ ପକ୍ଷରୁ ବୋଲଗଡ଼ ବ୍ଲକ ଖଜୁରିଆରେ ପଂଚାୟତସ୍ତରୀୟ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଯାଇଛି । ସଙ୍ଗଠନକୁ ମଜଭୁତ କରିବା, ଦଳର ସମସ୍ତ କର୍ମୀ ଓ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଓ ଲୋକମାନଙ୍କ ନିକଟରେ ସରକାରଙ୍କ ଉନ୍ନୟନମୂଳକ ଯୋଜନା ପହଞ୍ଚାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।


ରାଜ୍ୟର ଆଇନ ଶୃଙ୍ଖଳାକୁ ଆହୁରି ମଜବୁତ କରିବା ପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଦ୍ଵାରା ୬ଟି ନୂତନ ପୋଲିସ ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି। ଲୋକଙ୍କୁ ଶୃଙ୍ଖଳିତ ଭାବେ ସୁରକ୍ଷା ଯୋଗାଇଦେବାରେ ଏହା ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। CMO Odisha Biju Janata Dal BJD IT Wing


ରକ୍ତାଭାବ ଦୂର କରି ଲୋକଙ୍କ ଜୀବନ ରକ୍ଷା ପାଇଁ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିଛି। 'ଜୀବନ ବିନ୍ଦୁ'ର ରକ୍ତଦାନ ଶିବିରରେ ମୋଟ ୬୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି । Biju Janata Dal BJD IT Wing



ସଭାପତି ଶ୍ରୀ Naveen Patnaik ଙ୍କ ନେତୃତ୍ୱରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ୱାର୍ଡ ନଂ ୩୯ରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ - ୧୯ ପରିପ୍ରେକ୍ଷୀରେ ନିସ୍ୱାର୍ଥପର ଭାବେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କୁ ଦଳ ତରଫରୁ ସମ୍ମାନିତ କରାଯାଇଛି। Biju Janata Dal BJD IT Wing


ସଭାପତି ତଥା ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ଅନୁମୋଦନ କ୍ରମେ ୩୧ ଜଣ ଆଇଏଏସଙ୍କୁ ପଦୋନ୍ନତି ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଲୋକମାନଙ୍କୁ ଆହୁରି ତ୍ୱରାନ୍ୱିତ ସେବା ଯୋଗାଇବାରେ ସହଯୋଗ କରିବ। #5T


ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରି ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୯୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। #MoSarkar


ସଭାପତି Naveen Patnaik ଙ୍କ ଦୃଢ଼ ନେତୃତ୍ୱରେ ‘ଓଡ଼ିଶା ମୋ ପରିବାର’ ମାଧ୍ୟମରେ ପୁନେରୁ ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀର ଫେରାଇ ଅଣାଯିବା ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଦଳୀୟ ନେତାମାନେ ଅସହାୟଙ୍କ ସୁବିଧା ପାଇଁ ଅହରହ କାର୍ଯ୍ୟକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । nandighoshatv.com/odisha-mo-pari…