Bikash ranjan ray (Modi Ka Parivar) (@bikashray8701) 's Twitter Profile
Bikash ranjan ray (Modi Ka Parivar)

@bikashray8701

# Entrepreneur # Social worker # Member at Bharatiya Janata Party # Member at Rotary Club of Bhubaneswar Excellence.

ID: 1569164066333290499

calendar_today12-09-2022 03:20:56

49 Tweet

16 Followers

83 Following

Dharmendra Pradhan (@dpradhanbjp) 's Twitter Profile Photo

ममता दीदी आपकी यह बौखलाहट लाज़मी है। आख़िर कोलकाता रेप-मर्डर केस में हर दिन आपकी सरकार और पुलिस की कलई जो खुल रही है। आपने बंगाल को अराजकता, हिंसा और कुशासन का गढ़ बना दिया है। लेकिन बंगाल की तरह भाजपा शासित राज्यों में गुंडों, अराजक तत्वों और अपराधियों को ममता का आँचल नहीं दिया

Baijayant Jay Panda (@pandajay) 's Twitter Profile Photo

I strongly condemn the statement by West Bengal Chief Minister Mamata Banerjee. Threatening to set Odisha, North-East, Eastern India, and the entire country on fire is reckless and divisive. Odisha is a peaceful state, and its people reject any attempts to incite hatred and

Sampad Swain (@sampadswainbjp) 's Twitter Profile Photo

୨୪ ବର୍ଷର Biju Janata Dal ସରକାରଙ୍କ ଉପଲବ୍ଧି - "ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାରେ ବିଫଳ, ଦାଦନ ଶ୍ରମିକ ସୃଷ୍ଟି କରିବାରେ ସଫଳ"

Sampad Swain (@sampadswainbjp) 's Twitter Profile Photo

ରାଷ୍ଟ୍ର ପ୍ରଥମ ନୀତି, ଭାଜପାର ରୀତି l ଭାଜପାର ସଦସ୍ୟତା ଅଭିଯାନ ଆରମ୍ଭ ହୋଇସାରିଛି l ଆପଣମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହେବା ପାଇଁ ୮୮୦୦୦୦୨୦୨୪ ରେ ମିସ୍ଡ଼କଲ କରନ୍ତୁ ଏବଂ ଭାଜପାର ସଦସ୍ୟ ହୁଅନ୍ତୁ l

Sampad Swain (@sampadswainbjp) 's Twitter Profile Photo

Business Reforms Action Plan(BRAP)ରେ ୯୯% ସଂସ୍କାର ଆଣି ସମଗ୍ର ଭାରତବର୍ଷରେ ଓଡିଶା ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ Piyush Goyalଙ୍କ ଠାରୁ ପୁରସ୍କାର ଗ୍ରହଣ କଲି l

କ୍ରମାଗତ ଭାବେ ଓଡିଶା ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ଦେଶରେ ପ୍ରମୁଖ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିପାରିଛି, ତେଣୁ ଦେଶ ବିଦେଶର ବୃହତ ଶିଳ୍ପ ସଂସ୍ଥାଙ୍କ ପାଇଁ ଆମ ରାଜ୍ୟ ପୁଞ୍ଜିନିବେଶର ଲକ୍ଷ୍ୟସ୍ଥଳ ପାଲଟିଛି l

କ୍ରମାଗତ ଭାବେ ଓଡିଶା ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ଦେଶରେ ପ୍ରମୁଖ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିପାରିଛି, ତେଣୁ ଦେଶ ବିଦେଶର ବୃହତ ଶିଳ୍ପ ସଂସ୍ଥାଙ୍କ ପାଇଁ ଆମ ରାଜ୍ୟ ପୁଞ୍ଜିନିବେଶର ଲକ୍ଷ୍ୟସ୍ଥଳ ପାଲଟିଛି l
Irasis Acharya (Modi ka Parivar) (@irasisacharya) 's Twitter Profile Photo

ଆଜି ଦୈନିକ ଖବର କାଗଜ ସମାଜରେ ପ୍ରକାଶିତ ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan ମହୋଦୟ ଙ୍କ ଦ୍ୱାରା ଲିଖିତ ଆଲେଖ୍ଯ 'ଗୋଟିଏ ସୁଭଦ୍ରା, କୋଟିଏ ମା' କିଭଳି ଭାବରେ ସୁଭଦ୍ରା ଯୋଜନା ତୃଣମୂଳ ସ୍ତରରେ ମହିଳା ମାନଙ୍କୁ ସଶକ୍ତ କରିବାରେ ଓଡିଶା ସରକାର ର ନୂତନ ପଦକ୍ଷେପ ହେବ ତାହା ଦର୍ଶାଉଛି ll

ଆଜି ଦୈନିକ ଖବର କାଗଜ ସମାଜରେ ପ୍ରକାଶିତ ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan ମହୋଦୟ ଙ୍କ ଦ୍ୱାରା ଲିଖିତ ଆଲେଖ୍ଯ 'ଗୋଟିଏ ସୁଭଦ୍ରା, କୋଟିଏ ମା' କିଭଳି ଭାବରେ  ସୁଭଦ୍ରା ଯୋଜନା ତୃଣମୂଳ ସ୍ତରରେ ମହିଳା ମାନଙ୍କୁ ସଶକ୍ତ କରିବାରେ ଓଡିଶା ସରକାର ର ନୂତନ ପଦକ୍ଷେପ ହେବ ତାହା ଦର୍ଶାଉଛି ll
Sampad Swain (@sampadswainbjp) 's Twitter Profile Photo

ଗୋଭିର୍ବିପ୍ରୈଶ୍ଚ ବେଦୈଶ୍ଚ ସତୀଭିଃ ସତ୍ୟବାଦିଭିଃ, ଅଲୁବୈର୍ଦ୍ଧାନଶୀଳୈଶ୍ଚ ସପ୍ତଧିର୍ଧାର୍ଯ୍ୟତେ ମହୀ ll ଗୋ ସେବା ହିଁ ପରମ ଧର୍ମ! ପ୍ରଧାନମନ୍ତ୍ରୀ ଶ୍ରୀ Narendra Modiଜୀଙ୍କ ବାସଭବନରେ ନୂଆ ଅତିଥି 'ଦୀପଜ୍ୟୋତି' l ଗୋ ସେବାରେ ନିମଗ୍ନ ପ୍ରଧାନମନ୍ତ୍ରୀଜୀ!!

ଗୋଭିର୍ବିପ୍ରୈଶ୍ଚ ବେଦୈଶ୍ଚ ସତୀଭିଃ ସତ୍ୟବାଦିଭିଃ,
ଅଲୁବୈର୍ଦ୍ଧାନଶୀଳୈଶ୍ଚ ସପ୍ତଧିର୍ଧାର୍ଯ୍ୟତେ ମହୀ ll

ଗୋ ସେବା ହିଁ ପରମ ଧର୍ମ!

ପ୍ରଧାନମନ୍ତ୍ରୀ ଶ୍ରୀ Narendra Modiଜୀଙ୍କ ବାସଭବନରେ ନୂଆ ଅତିଥି 'ଦୀପଜ୍ୟୋତି' l

ଗୋ ସେବାରେ ନିମଗ୍ନ ପ୍ରଧାନମନ୍ତ୍ରୀଜୀ!!
Pravati Parida (@pravatipodisha) 's Twitter Profile Photo

ଆସନ୍ତା 17 ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁବନେଶ୍ବର ଜନତା ମୈଦାନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସମସ୍ତ ପ୍ରସ୍ତୁତିକୁ ସମୀକ୍ଷା କରିଲି | #dcmodisha #subhadrayojana #GhareGhareSUBHADRA

Golak Mohapatra (@gmohapatrabjp) 's Twitter Profile Photo

ପ୍ରତିଶ୍ରୁତି ପୂରଣ ହେଉଛି। ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଆଗକୁ ବଢ଼ୁଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଆସନ୍ତାକାଲି 'ସୁଭଦ୍ରା' ଯୋଜନା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିବେ। #SubhadraYojana #ସୁଭଦ୍ରା #ବିକଶିତଓଡ଼ିଶା #modiguarantee #PeoplesCM

ପ୍ରତିଶ୍ରୁତି ପୂରଣ ହେଉଛି। ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଆଗକୁ ବଢ଼ୁଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi   ଆସନ୍ତାକାଲି 'ସୁଭଦ୍ରା' ଯୋଜନା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନର  ଶୁଭାରମ୍ଭ କରିବେ।
#SubhadraYojana #ସୁଭଦ୍ରା #ବିକଶିତଓଡ଼ିଶା #modiguarantee #PeoplesCM
Dharmendra Pradhan (@dpradhanbjp) 's Twitter Profile Photo

ଓଡ଼ିଶାରେ ବିଜେପି ସରକାର ଗଠନ ହେବାର ୧୦୦ ଦିନ ସଫଳତାର ସହ ପୂର୍ଣ୍ଣ ହୋଇଛି । ଏହି ସମୟ ସୀମା ମଧ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ Narendra Modi ଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କ ନେତୃତ୍ୱରେ ଗରିବ, କଷକ, ମହିଳା, ଯୁବକ, ଆଦିବାସୀଙ୍କ ସମେତ ସବୁ ବର୍ଗର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଅନେକ

ଓଡ଼ିଶାରେ ବିଜେପି ସରକାର ଗଠନ ହେବାର ୧୦୦ ଦିନ ସଫଳତାର ସହ ପୂର୍ଣ୍ଣ ହୋଇଛି । ଏହି ସମୟ ସୀମା ମଧ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ Narendra Modi ଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କ ନେତୃତ୍ୱରେ ଗରିବ, କଷକ, ମହିଳା, ଯୁବକ, ଆଦିବାସୀଙ୍କ ସମେତ ସବୁ ବର୍ଗର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଅନେକ
Sampad Swain (@sampadswainbjp) 's Twitter Profile Photo

ସୁଦୂର ସିଙ୍ଗାପୁରରେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖି ସମଗ୍ର ବିଶ୍ୱକୁ 'ବସୁଧୈବ କୁଟୁମ୍ବକମ୍'ର ବାର୍ତ୍ତା ଦେଉଥିବାରୁ ଆମ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ, ମୋର ସାଧୁବାଦ l ଆମେ ସମସ୍ତେ ମିଳିମିଶି ଓଡ଼ିଆ ଅସ୍ମିତାର ସୁରକ୍ଷା ସହ ମାତୃଭୂମିର ଟେକ ରଖିବା l

ସୁଦୂର ସିଙ୍ଗାପୁରରେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖି ସମଗ୍ର ବିଶ୍ୱକୁ 'ବସୁଧୈବ କୁଟୁମ୍ବକମ୍'ର ବାର୍ତ୍ତା ଦେଉଥିବାରୁ ଆମ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ, ମୋର ସାଧୁବାଦ l ଆମେ ସମସ୍ତେ ମିଳିମିଶି ଓଡ଼ିଆ ଅସ୍ମିତାର ସୁରକ୍ଷା ସହ ମାତୃଭୂମିର ଟେକ ରଖିବା l
Golak Mohapatra (@gmohapatrabjp) 's Twitter Profile Photo

Gold Wings Charitable Trust & Kalinga Sports & Cultural Association ଦ୍ୱାରା ଆୟୋଜିତ ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ Jagannath Pradhan ଙ୍କ ସହ ଯୋଗଦେଇ ,ଖେଳାଳି ମାନଙ୍କୁ ଉତ୍ସାହିତ କଲି l

Gold Wings Charitable Trust & Kalinga Sports & Cultural Association ଦ୍ୱାରା ଆୟୋଜିତ ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ Jagannath Pradhan ଙ୍କ ସହ ଯୋଗଦେଇ ,ଖେଳାଳି ମାନଙ୍କୁ ଉତ୍ସାହିତ କଲି l
Dr. Mukesh Mahaling (@mahalingmukesh) 's Twitter Profile Photo

ଓଡ଼ିଶାରେ ବିଜେପି ସରକାର ସେବା ଏବଂ ସମର୍ପଣର ନୂଆ ଉଦାହରଣ ସୃଷ୍ଟି କରିଛି । ଜନସାଧାରଣଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଉଥିବା ବିଜେପି ସରକାର ବିକାଶର ସମସ୍ତ ଦିଗରେ ଓଡିଶାକୁ ଶିଖରରେ ପହଞ୍ଚାଇବା ପାଇଁ ପ୍ରତିବଦ୍ଧ । #ବିକଶିତଓଡ଼ିଶା

Dharmendra Pradhan (@dpradhanbjp) 's Twitter Profile Photo

ଅତିଥି ଦେବୋ ଭବଃ ! କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପବିତ୍ର ଭୂମି ହେଉଛି ଓଡ଼ିଶା । ସାରା ବିଶ୍ୱରେ ନିଜର ଶ୍ରମ, ପରାକାଷ୍ଠା ଓ ପ୍ରତିଭା ବଳରେ ଭାରତ ପାଇଁ ସୁନାମ ଆଣିଥିବା ତଥା ବିକଶିତ ଭାରତର ଅନ୍ୟତମ ପ୍ରତିବିମ୍ବ ପ୍ରବାସୀ ଭାରତୀୟମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମିକୁ ସ୍ଵାଗତ 🙏 #PravasiBharatiyaDivas

Bikash ranjan ray (Modi Ka Parivar) (@bikashray8701) 's Twitter Profile Photo

ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସମସ୍ତ ନବନିଯୁକ୍ତ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରତିନିଧି ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଶୁଭେଚ୍ଛା ଓ ଶୁଭକାମନା.💐💐

ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସମସ୍ତ ନବନିଯୁକ୍ତ  ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରତିନିଧି ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଶୁଭେଚ୍ଛା ଓ ଶୁଭକାମନା.💐💐
Golak Mohapatra (@gmohapatrabjp) 's Twitter Profile Photo

ପ୍ରବାସୀ ଭାରତୀୟ ସମ୍ମେଳନରେ ଓଡ଼ିଶାର ଥିବା ସଂସ୍କୃତି ଓ ଐତିହ୍ୟର ଦେଖି ଖୁବ ଆନନ୍ଦିତ । କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପବିତ୍ର ଭୂମି ହେଉଛି ଓଡ଼ିଶା । ଆମ ରାଜ୍ୟର ଲୋକକଳା ଓ ଲୋକନୃତ୍ୟକୁ ପ୍ରଦର୍ଶନ କରିବାର ପ୍ରକୃଷ୍ଟ ମଞ୍ଚ ହେଉଛି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ।

ପ୍ରବାସୀ ଭାରତୀୟ ସମ୍ମେଳନରେ ଓଡ଼ିଶାର  ଥିବା ସଂସ୍କୃତି ଓ ଐତିହ୍ୟର ଦେଖି ଖୁବ ଆନନ୍ଦିତ । କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପବିତ୍ର ଭୂମି ହେଉଛି ଓଡ଼ିଶା । ଆମ ରାଜ୍ୟର ଲୋକକଳା ଓ ଲୋକନୃତ୍ୟକୁ ପ୍ରଦର୍ଶନ କରିବାର ପ୍ରକୃଷ୍ଟ ମଞ୍ଚ ହେଉଛି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ  ।
Bikash ranjan ray (Modi Ka Parivar) (@bikashray8701) 's Twitter Profile Photo

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଭାଇ ତଥା ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ Sampad Swain 🙏❤️💐🎂👑💖 ମହାପ୍ରଭୁ ଜଗନ୍ନାଥ ସବୁବେଳେ ଏମିତି ଆଶୀର୍ବାଦ ଦିଅନ୍ତୁ ଏବଂ ସେ ସବୁବେଳେ ଲୋକଙ୍କ ପାଇଁ ଏମିତି ନେତୃତ୍ୱ ନିଅନ୍ତୁ 🙏 Happy Birthday Bhaijaan ❤️

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଭାଇ ତଥା ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ Sampad Swain 🙏❤️💐🎂👑💖
ମହାପ୍ରଭୁ ଜଗନ୍ନାଥ ସବୁବେଳେ ଏମିତି ଆଶୀର୍ବାଦ ଦିଅନ୍ତୁ ଏବଂ ସେ ସବୁବେଳେ ଲୋକଙ୍କ ପାଇଁ ଏମିତି ନେତୃତ୍ୱ ନିଅନ୍ତୁ 🙏

Happy Birthday Bhaijaan ❤️