Dwija Behera
@beheradwija
ID: 1803675692753887232
20-06-2024 06:26:30
3 Tweet
4 Followers
111 Following
ଅସହ୍ୟ ତାତି ପାଇଁ କଟକ ନରସିଂହପୁର ବ୍ଲକର ଅନନ୍ତ ନାରାୟଣ ହାଇସ୍କୁଲର ଜଣେ ଛାତ୍ରୀ ଅଂଶୁଘାତରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଅନୁରୋଧ।@cmoodisha,Ministry of Education DM Cuttack EducationOdisha Mohan Majhi - People's CM
ବଡ଼ମ୍ବା ସ୍ବାସ୍ଥ୍ୟସେବାର ନଗ୍ନ ଅବସ୍ଥା।ବିନା ବେଡ଼ ସିଟ୍ ରେ ରୋଗୀ ଶଯ୍ୟା ଉପରେ। CMO Odisha Ministry of Health DM Cuttack H & FW Dept Odisha