SUBHRANSU PANDA (@authorsubhransu) 's Twitter Profile
SUBHRANSU PANDA

@authorsubhransu

Author | Journalist | Nomad

ID: 211089218

linkhttps://www.subhransupanda.com calendar_today02-11-2010 08:36:11

2,2K Tweet

1,1K Followers

164 Following

SUBHRANSU PANDA (@authorsubhransu) 's Twitter Profile Photo

ପ୍ରତି ଶ୍ରେଷ୍ଠ ଦରବର ଏକାଧିକ ଶସ୍ତା ନକଲ ଥାଏ। ଭଲ କାମକୁ ସଭିଏଁ ଅନୁକରଣ କରନ୍ତି। Every masterpiece has its cheap copy. ୨୦୨୨ ମସିହା ଠାରୁ ସୁଦର୍ଶନ ସାହୁଙ୍କ ଜୟନ୍ତୀ ତିଥି ଏପ୍ରିଲ ୧୧ ତାରିଖକୁ ଆମେ ଛେନାପୋଡ଼ ଦିବସ ଭାବରେ ପାଳନ କରି ଆସୁଛେ। ତେବେ ଅନ୍ୟ ଦିନ ଛେନାପୋଡ଼ କାଟିବାକୁ କିଏ ବା ମନା କରିବ? ଆମେମାନେ ଆମର

SUBHRANSU PANDA (@authorsubhransu) 's Twitter Profile Photo

Thanks ET NOW for this coverage. #ଛେନାପୋଡ଼ଦିବସ #ଛେନାପୋଡ଼ #ନୟାଗଡ଼ଛେନାପୋଡ଼ #ଏପ୍ରିଲ୧୧ #NayagarhChhenapoda #ChhenapodaDibasa #ChhenapodaDay #April11 #WorldChhenapodaDay #Chhenapoda etnownews.com/et-now-luxe/ch…

SUBHRANSU PANDA (@authorsubhransu) 's Twitter Profile Photo

ଶିକାର ଛାଡ଼ି ଛେନାପୋଡ଼ ମାୟାରେ କିରାତ A powerful image from yesterday’s Chhenapoda Dibasa celebration in Bhubaneswar #ଛେନାପୋଡ଼ଦିବସ #ChhenapodaDibasa #April11 #ଏପ୍ରିଲ୧୧

ଶିକାର ଛାଡ଼ି ଛେନାପୋଡ଼ ମାୟାରେ କିରାତ
A powerful image from yesterday’s Chhenapoda Dibasa celebration in Bhubaneswar 

#ଛେନାପୋଡ଼ଦିବସ #ChhenapodaDibasa 
#April11 #ଏପ୍ରିଲ୧୧
SUBHRANSU PANDA (@authorsubhransu) 's Twitter Profile Photo

ଛେନା ପୋଡ଼ିଗଲେ ସୁଆଦ, ମନ ପୋଡ଼ିଗଲେ ବିବାଦ : ଶୁଭ୍ରାଂଶୁ ପଣ୍ଡା Thank you Odisha Reporter for publishing this article on #ChhenapodaDibasa #April11 odishareporter.in/guest-column/b…

SUBHRANSU PANDA (@authorsubhransu) 's Twitter Profile Photo

In Odia ପକ୍ଷ ✅ ପଖ୍ୟ ❌ In Roman Paksha ✅ Pakhya ❌ In diacritics Pakṣa ✅ Pakhya ❌ Website odiapaksha.com ✅ odiapakhya.com ❌ Suryabanshi Suraj CMO Odisha

SUBHRANSU PANDA (@authorsubhransu) 's Twitter Profile Photo

ଆଜି କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ “ଓଡ଼ିଆ ପ୍ରକାଶନ ଓ ସାହିତ୍ୟ” ସମ୍ପର୍କିତ ଏକ ସଂପାନରେ… #OdiaLiterature #OdiaPublishing

ଆଜି କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ “ଓଡ଼ିଆ ପ୍ରକାଶନ ଓ ସାହିତ୍ୟ” ସମ୍ପର୍କିତ ଏକ ସଂପାନରେ…

#OdiaLiterature #OdiaPublishing
SUBHRANSU PANDA (@authorsubhransu) 's Twitter Profile Photo

୨୦୨୧ ମସିହାରେ ପ୍ରକାଶିତ ହୋଇଥିଲା ମୋର ଉପନ୍ୟାସ 'ଇତର'। ତୃତୀୟଲିଙ୍ଗୀ ମଣିଷଙ୍କ ଜୀବନ, ପୀଡ଼ା ଓ ସଂଘର୍ଷକୁ ଆଧାର କରି ଲିଖିତ ପ୍ରଥମ ଓଡ଼ିଆ ଉପନ୍ୟାସ ଭାବେ ପରିଗଣିତ 'ଇତର'କୁ ୨୦୨୪ ମସିହାରେ ପ୍ରତିଭା ରାୟ ଫାଉଣ୍ଡେସନ୍‌ ପକ୍ଷରୁ ମିଳିଥିଲା 'ଅକ୍ଷୟ ଉପନ୍ୟାସ ପୁରସ୍କାର। ଏବେ ଗତ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଅବଗତି ଦିବସ (୩୧

SUBHRANSU PANDA (@authorsubhransu) 's Twitter Profile Photo

ସାଭରକର ଓ ଗୋଲୱାଲକର ଯେଉଁ ଶମ୍ଭାଜୀକୁ ଧର୍ଷକ, ମଦ୍ୟପ ଓ ଅଯୋଗ୍ୟ ରଜା ବୋଲି ଉଲ୍ଲେଖ କରିଛନ୍ତି, କିଛିଦିନ ତଳେ ସେଇ ବର୍ଗୀର ମୃତ୍ୟୁଦିନରେ ଶମ୍ଭାଜୀକୁ ଶ୍ରଦ୍ଧା ଓ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିବା ମନ୍ତ୍ରୀବର ଆଜି ଓଡ଼ିଶାର ସଂସ୍କୃତ କବି ଜୟଦେବଙ୍କ ଜୟନ୍ତୀରେ ହାତବାନ୍ଧି ବସିଲେ, ଧାଡ଼ିଟିଏ ବି ଲେଖିବାକୁ ବଳ ପାଇଲେନାହିଁ। ତାଙ୍କ

ସାଭରକର ଓ ଗୋଲୱାଲକର ଯେଉଁ ଶମ୍ଭାଜୀକୁ ଧର୍ଷକ, ମଦ୍ୟପ ଓ ଅଯୋଗ୍ୟ ରଜା ବୋଲି ଉଲ୍ଲେଖ କରିଛନ୍ତି, କିଛିଦିନ ତଳେ ସେଇ ବର୍ଗୀର ମୃତ୍ୟୁଦିନରେ ଶମ୍ଭାଜୀକୁ ଶ୍ରଦ୍ଧା ଓ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିବା ମନ୍ତ୍ରୀବର ଆଜି ଓଡ଼ିଶାର ସଂସ୍କୃତ କବି ଜୟଦେବଙ୍କ ଜୟନ୍ତୀରେ ହାତବାନ୍ଧି ବସିଲେ, ଧାଡ଼ିଟିଏ ବି ଲେଖିବାକୁ ବଳ ପାଇଲେନାହିଁ।

ତାଙ୍କ
SUBHRANSU PANDA (@authorsubhransu) 's Twitter Profile Photo

ଆଜି ବିଶ୍ବ ପୁସ୍ତକ ଦିବସ। ଏ ଅବସରରେ ଓଡ଼ିଆ ପୁସ୍ତକର ପାଠକ ଓ ଓଡ଼ିଆ ସାହିତ୍ୟର ରସିକମାନଙ୍କୁ ଶୁଭେଚ୍ଛା। ଜଣେ ଲେଖକ ପାଇଁ ନିଜର ସୃଜନ ହିଁ ସବୁଠୁ ବଡ଼ ସମ୍ପଦ। ଏତିକି ହିଁ ମୋର ନିଜର। ଆଉ ସବୁ ଅପରାପର। ପୁସ୍ତକଗୁଡ଼ିକର ଆମାଜନ୍‌ ଲିଙ୍କ୍ amazon.in/stores/Subhran… #BookDay #OdiaLiterature #SubhransuPanda #OdiaAsmita

ଆଜି ବିଶ୍ବ ପୁସ୍ତକ ଦିବସ।
ଏ ଅବସରରେ ଓଡ଼ିଆ ପୁସ୍ତକର ପାଠକ ଓ ଓଡ଼ିଆ ସାହିତ୍ୟର ରସିକମାନଙ୍କୁ ଶୁଭେଚ୍ଛା।
ଜଣେ ଲେଖକ ପାଇଁ ନିଜର ସୃଜନ ହିଁ ସବୁଠୁ ବଡ଼ ସମ୍ପଦ। 
ଏତିକି ହିଁ ମୋର ନିଜର। ଆଉ ସବୁ ଅପରାପର।

ପୁସ୍ତକଗୁଡ଼ିକର ଆମାଜନ୍‌ ଲିଙ୍କ୍ amazon.in/stores/Subhran…

#BookDay #OdiaLiterature #SubhransuPanda 
#OdiaAsmita
SUBHRANSU PANDA (@authorsubhransu) 's Twitter Profile Photo

ଓଡ଼ିଶାର ବିଭିନ୍ନ ସ୍ଥାନ ନାମର ଇଂରାଜୀ ବନାନ ପରିବର୍ତ୍ତନ ନେଇ ଯେତେବେଳେ ସରକାର ନିଷ୍ପତ୍ତି ନେଲେ ସେତେବେଳେ (୬ ଫେବ୍ରୁଆରୀ ୨୦୨୬) ଏ ଲେଖକ କେତୋଟି ପରାମର୍ଶ ଦେଇଥିଲା। ଓଡ଼ିଆ ଉଚ୍ଚାରଣ ଅନୁସାରେ ଓଡ଼ିଆ ସ୍ଥାନ ନାମର ବନାନ ରଖାଯିବା ସ୍ବାଗତଯୋଗ୍ୟ ନିଷ୍ପତ୍ତି। ଏଥିପାଇଁ ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି। କିନ୍ତୁ ଗତକାଲି ୨୩ଟି

ଓଡ଼ିଶାର ବିଭିନ୍ନ ସ୍ଥାନ ନାମର ଇଂରାଜୀ ବନାନ ପରିବର୍ତ୍ତନ ନେଇ ଯେତେବେଳେ ସରକାର ନିଷ୍ପତ୍ତି ନେଲେ ସେତେବେଳେ (୬ ଫେବ୍ରୁଆରୀ ୨୦୨୬) ଏ ଲେଖକ କେତୋଟି ପରାମର୍ଶ ଦେଇଥିଲା। 

ଓଡ଼ିଆ ଉଚ୍ଚାରଣ ଅନୁସାରେ ଓଡ଼ିଆ ସ୍ଥାନ ନାମର ବନାନ ରଖାଯିବା ସ୍ବାଗତଯୋଗ୍ୟ ନିଷ୍ପତ୍ତି। ଏଥିପାଇଁ ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି। କିନ୍ତୁ ଗତକାଲି ୨୩ଟି
SUBHRANSU PANDA (@authorsubhransu) 's Twitter Profile Photo

କାଟିଲାଲୋକ —————— ଆଜିକାଲି ଓଡ଼ିଆରେ “କଟ୍ଟର” ଶବ୍ଦର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି, ଯଥା- କଟ୍ଟର ସନାତନୀ, କଟ୍ଟର ମୁସଲିମ, କଟ୍ଟର ହିନ୍ଦୁବାଦୀ, କଟ୍ଟର ବାମପନ୍ଥୀ, କଟ୍ଟର କଂଗ୍ରେସୀ, କଟ୍ଟର ଭାଜପାଇ, କଟ୍ଟର ଆମ୍ବେଦକରବାଦୀ, କଟ୍ଟର ମନୁବାଦୀ ଇତ୍ୟାଦି ଇତ୍ୟାଦି। (ମୋତେ ତ ଜଣେ କଟ୍ଟର ଓଡ଼ିଆ ବୋଲି ଥରେ ଲେଖିଥିଲେ) ଏ ଶବ୍ଦଟି

କାଟିଲାଲୋକ
——————

ଆଜିକାଲି ଓଡ଼ିଆରେ “କଟ୍ଟର” ଶବ୍ଦର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି, ଯଥା- କଟ୍ଟର ସନାତନୀ, କଟ୍ଟର ମୁସଲିମ, କଟ୍ଟର ହିନ୍ଦୁବାଦୀ, କଟ୍ଟର ବାମପନ୍ଥୀ, କଟ୍ଟର କଂଗ୍ରେସୀ, କଟ୍ଟର ଭାଜପାଇ, କଟ୍ଟର ଆମ୍ବେଦକରବାଦୀ, କଟ୍ଟର ମନୁବାଦୀ ଇତ୍ୟାଦି ଇତ୍ୟାଦି। (ମୋତେ ତ ଜଣେ କଟ୍ଟର ଓଡ଼ିଆ ବୋଲି ଥରେ ଲେଖିଥିଲେ)

ଏ ଶବ୍ଦଟି
SUBHRANSU PANDA (@authorsubhransu) 's Twitter Profile Photo

ରାଜନେତାଙ୍କୁ ସେବକ ଭାବୁଥିବା ଜନତାମାନେ ଭ୍ରମରେ ଅଛନ୍ତି। ରାଜନୈତିକ ଦଳଗୁଡ଼ିକ ଗୋଟିଏ ଗୋଟିଏ ଲାଭକର କର୍ପୋରେଟ୍ କମ୍ପାନୀ। ରାଜନୀତି ଗୋଟିଏ ସହଜ ବୃତ୍ତି ଏବଂ ରାଜନେତାମାନେ ଜଣେ ଜଣେ ବୃତ୍ତିଧାରୀ। ଏଣୁ ଦଳବଦଳ ଦ୍ରୋହ ନୁହେଁ। The people who regard politicians as their servants are under a delusion. Political

SUBHRANSU PANDA (@authorsubhransu) 's Twitter Profile Photo

ଅତ୍ୟାଚାରୀ ବନାମ ଅତ୍ୟାଚାରିତ ----- ନିଜକୁ ମହାନ ବୋଲି ଅଶୋକ ଲେଖିଲେ। ନିଜକୁ ମହାନ ବୋଲି ସୁଲତାନମାନେ ଲେଖିଲେ। ନିଜକୁ ମହାନ ବୋଲି ମୋଗଲମାନେ ଲେଖିଲେ। ନିଜକୁ ମହାନ ବୋଲି ବର୍ଗୀମାନେ ଲେଖିଲେ। ନିଜକୁ ମହାନ ବୋଲି ଇଂରେଜମାନେ ଲେଖିଲେ। ଗଣତନ୍ତ୍ରରେ ଶାସକମାନେ ବି ନିଜକୁ ମହାନ ଦର୍ଶାଇଲେ। କିନ୍ତୁ ଆମେ ଯେ ଅତ୍ୟାଚାରିତ! ଆମ

ଅତ୍ୟାଚାରୀ ବନାମ ଅତ୍ୟାଚାରିତ
-----
ନିଜକୁ ମହାନ ବୋଲି ଅଶୋକ ଲେଖିଲେ। 
ନିଜକୁ ମହାନ ବୋଲି ସୁଲତାନମାନେ ଲେଖିଲେ।
ନିଜକୁ ମହାନ ବୋଲି ମୋଗଲମାନେ ଲେଖିଲେ।
ନିଜକୁ ମହାନ ବୋଲି ବର୍ଗୀମାନେ ଲେଖିଲେ।
ନିଜକୁ ମହାନ ବୋଲି ଇଂରେଜମାନେ ଲେଖିଲେ।
ଗଣତନ୍ତ୍ରରେ ଶାସକମାନେ ବି ନିଜକୁ ମହାନ ଦର୍ଶାଇଲେ। 

କିନ୍ତୁ ଆମେ ଯେ ଅତ୍ୟାଚାରିତ! 

ଆମ
SUBHRANSU PANDA (@authorsubhransu) 's Twitter Profile Photo

ଓଡ଼ିଆ ସରାଗ ଡାଲମା ଅନ୍ନ, ପେଟ ପୂରେ ପୁଣି ପୂରଇ ମନ। If you have Dalma, no other side dishes are needed with rice. The Ambassador of Japan to India, Mr. Ono Keiichi, had Dalma with rice today at Mayfair Hotel, Jharsuguda and appreciated the culinary culture of Odisha. Thank you

ଓଡ଼ିଆ ସରାଗ ଡାଲମା ଅନ୍ନ,
ପେଟ ପୂରେ ପୁଣି ପୂରଇ ମନ।

If you have Dalma, no other side dishes are needed with rice. The Ambassador of Japan to India, Mr. Ono Keiichi, had Dalma with rice today at Mayfair Hotel, Jharsuguda and appreciated the culinary culture of Odisha.

Thank you
SUBHRANSU PANDA (@authorsubhransu) 's Twitter Profile Photo

ମଧୁଜୟନ୍ତୀରେ ଅଭିନନ୍ଦନ। #ମଧୁସୂଦନଦାସ #ଉତ୍କଳଗୌରବ #ମଧୁବାବୁ #MadhusudanDas #UtkalaGouraba #Madhubabu

ମଧୁଜୟନ୍ତୀରେ ଅଭିନନ୍ଦନ। 

#ମଧୁସୂଦନଦାସ #ଉତ୍କଳଗୌରବ #ମଧୁବାବୁ
#MadhusudanDas #UtkalaGouraba #Madhubabu
SUBHRANSU PANDA (@authorsubhransu) 's Twitter Profile Photo

ସରକାର, ସମାଜ ଓ ସଭ୍ୟତାର ସାମୂହିକ ସ୍ଖଳନର ସ୍ମାରକ ————— ବ୍ୟାଙ୍କ ଜମାଖାତାରେ ଥିବା ମାତ୍ର ୧୯,୪୦୦ ଟଙ୍କା ଉଠାଣରେ ବିଫଳ ହେବା ପରେ ଆଦିବାସୀ ଭାଇ ଜଣକ ଦୁଇମାସ ତଳେ ପୋତା ହୋଇଥିବା ଭଉଣୀର ଶବକୁ ଗାତରୁ ବାହାର କରି ବ୍ୟାଙ୍କ୍‌କୁ ଆଣିଛନ୍ତି। ଘଟଣାଟି ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଘଟିଛି ପାଟଣା ଥାନା ଅଧୀନ ମଲ୍ଲୀପଶି ଗାଁର ଜିତୁ

SUBHRANSU PANDA (@authorsubhransu) 's Twitter Profile Photo

Monument to the Collective Failure of Government, Society, and Civilisation ——- After failing to withdraw just 19,400 rupees from her bank account, an Adivasi brother has carried the corpse of his sister, who died two months ago, from the cremation ground to the bank. This