Asit Pattnaik
@asitpofficial
Ex-Chairman,Odisha Pisciculture Development Corporation,Govt. of Odisha| Ex-Cricketer.Views are personal
ID: 1271670000101646337
http://opdc.odisha.gov.in/ 13-06-2020 05:05:46
1,1K Tweet
1,1K Followers
216 Following
ବିହାରର ରାଜଗିରରେ ଅନୁଷ୍ଠିତ ଏସିଆ କପ୍ ହକି ଫାଇନାଲରେ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଚାମ୍ପିଅନ୍ ଆଖ୍ୟା ହାସଲ କରିଥିବାରୁ Hockey India କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ନୂଆପଡ଼ା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ( ରାଜୁ ଭାଇ)ଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମା' ଭଦ୍ରକାଳୀଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି। ॐ ଶାନ୍ତି Rajendra Dholakia
ନବନିର୍ବାଚିତ ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ୍ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। Congratulations to Shri CP Radhakrishnan Ji on being elected as the Vice President of India.
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାଠାରେ Odisha Congressର ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ (ଆଦର୍ଶ ନଗର ବିଧାନସଭା,ରାଜସ୍ଥାନ) ଶ୍ରୀ Rafeek Khan ଜୀଙ୍କ ଉପସ୍ଥିତିରେ ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀ ସ୍ତରୀୟ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। #SangathanSrijanAbhiyaan
ଭଦ୍ରକ ବାସୁଦେବପୁର ଠାରେ ଅନୁଷ୍ଠିତ ବୈଠକରେ Odisha Congress ର ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ(ଆଦର୍ଶ ନଗର ବିଧାନସଭା,ରାଜସ୍ଥାନ) ଶ୍ରୀ Rafeek Khan ଜୀ,ବିଧାୟକ ବାସୁଦେବପୁର ଶ୍ରୀ ଅଶୋକ ଦାସ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତରେ "ସଂଗଠନ ସୃଜନ ଅଭିଯାନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। #SangathanSrijanAbhiyaan
ଭଦ୍ରକ ପୌରପାଳିକା ଅନ୍ତର୍ଗତ ପାନ୍ଥ ନିବାସ ଠାରେ ଧାମନଗର ଓ ଚାନ୍ଦବାଲିର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀ Suryabanshi Suraj ଙ୍କ ପିତା ସ୍ବର୍ଗତ Bishnu Sethi ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲି।