Kumuda Ch Satapathy (@kumuda_ch) 's Twitter Profile
Kumuda Ch Satapathy

@kumuda_ch

ID: 4643558540

calendar_today24-12-2015 13:57:36

290 Tweet

50 Takipçi

198 Takip Edilen

Kumuda Ch Satapathy (@kumuda_ch) 's Twitter Profile Photo

Inventor of Colorful toilet for sustainable use of toilet in Deogarh district is receiving disengement letter today. Waa Odisha Govt and silent viewer Central Govt. PMO India Param Iyer NRDWP AajTak CMO Odisha

Kumuda Ch Satapathy (@kumuda_ch) 's Twitter Profile Photo

ଜଣେ ଆତଙ୍କବାଦୀର ମୃତ୍ୟୁରେ କାନାଡା ଏତେ ଆତଙ୍କିତ କାହିଁକି? ଭାରତର କ୍ଷତି ପାଇଁ କାନାଡା ସରକାର ହିଁ ଯୋଜନା କରୁଥିଲେ କି? ଯଦି ଖଲିସ୍ଥାନ ପାଇଁ ଏତେ ଦରଦ, ତେବେ କାନାଡାର ଏକ ଅଂଶରେ ନୂଆ ଖଲିସ୍ଥାନ ଦେଶ ଗଠନ କରନ୍ତୁ।

Kumuda Ch Satapathy (@kumuda_ch) 's Twitter Profile Photo

ଭାରତ ସରକାର ଯଦି ଜାତୀୟ ରାଜପଥର ଦୁଇ କିଲୋମିଟର ରାସ୍ତାକୁ #ଆପଦକାଳୀନ *ବିମାନ ବନ୍ଦର* ଭଳି ଡିଜାଇନ କରି ପ୍ରତ୍ୟେକ ଶହେ କିଲୋମିଟର ରେ ବ୍ୟବସ୍ଥାର ଉନ୍ନୟନ କରନ୍ତେ, ଭୂମିକମ୍ପ, ଯୁଦ୍ଧ, ବନ୍ୟା ସମୟରେ ରିଲିଫ ପହଞ୍ଚି ପାରନ୍ତା। PMO India CMO Odisha Aparajita Sarangi, MP,( Lok Sabha) Bhubaneswar Dharmendra Pradhan Ashwini Vaishnaw

Prakash Chandra Nayak (@prakascnayak) 's Twitter Profile Photo

ଓଡିଶାରେ ଟଙ୍କା ଗଣା ଚାଲିଛି, ରାଜ୍ୟସଭାରେ ରେଳମନ୍ତ୍ରୀ ରେଳପ୍ରଶ୍ନର ବଙ୍କା ଉତ୍ତର ଦେଲେ lରେଳ ତାଲିକାରେ ଦେବଗଡ଼ ନାଁ ନଥିବା ଜାଣି, ଜିଲ୍ଲାବାସୀ କଣ କଲେ ? 1)ଦୁଃଖ 2)ନିରାଶ 3)ହତାଶ 4)ସନ୍ଦେହ 5)ଅବିଶ୍ୱାସ 6)ଧିକ୍କାର 7)ରାଗ 8)ରୋଷ 9)କ୍ରୋଧ 10)ନିନ୍ଦା #Deogarh #Railways Ashwini Vaishnaw Dharmendra Pradhan Kumuda Ch Satapathy

Kumuda Ch Satapathy (@kumuda_ch) 's Twitter Profile Photo

ମାଟ୍ରିକ ପରୀକ୍ଷା କେନ୍ଦ୍ରର ପ୍ରତି ହଲରେ କାନ୍ଥ ଘଣ୍ଟା ଦିଅନ୍ତୁ, ନଚେତ ପିଲାଏ ସମୟର କଳନା କେମିତି କରିବେ?

ମାଟ୍ରିକ ପରୀକ୍ଷା କେନ୍ଦ୍ରର ପ୍ରତି ହଲରେ କାନ୍ଥ ଘଣ୍ଟା ଦିଅନ୍ତୁ, ନଚେତ ପିଲାଏ ସମୟର କଳନା କେମିତି କରିବେ?
Kumuda Ch Satapathy (@kumuda_ch) 's Twitter Profile Photo

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କଠାରୁ ଘଣ୍ଟା ରଖି ଦିଆଯାଉଛି। ଭଲ କଥା। ହଲରେ କାନ୍ଥ ଘଣ୍ଟା ଲଗାଯାଉ, ପିଲାଏ ସମୟର କଳନା କେମିତି କରିବେ???? CMO Odisha Kanak News Sambad (ସମ୍ବାଦ) Sambit Patra 🇮🇳 N. A. Shah Ansari The Times Of India TheSamaja@99

ତତ୍କାଳ ଟିକେଟ କରିବା ପାଇଁ ଲୋକେ ଠିଆ ହେଇଛନ୍ତି। ରେଳ ଟିକେଟ କାଉଣ୍ଟର ଖୋଲିବା ସମୟ ସକାଳ ଆଠଟା। କିଛି ବ୍ୟକ୍ତି ପାଲଲହଡାରୁ ମଧ୍ଯ ଆସି ଅପେକ୍ଷା କରିଛନ୍ତି। ହେଲେ ସମସ୍ତେ ନିରାଶ ହୋଇ ପଡିଛନ୍ତି। ଏହି କାଉଣ୍ଟର କାହିଁକି ଖୋଲାଯାଇଛି? #ashwinivaishnav CMO Odisha Ashwini Vaishnaw Kanak News Narendra Modi

ତତ୍କାଳ ଟିକେଟ କରିବା ପାଇଁ ଲୋକେ ଠିଆ ହେଇଛନ୍ତି। ରେଳ ଟିକେଟ କାଉଣ୍ଟର ଖୋଲିବା ସମୟ ସକାଳ ଆଠଟା।
କିଛି ବ୍ୟକ୍ତି ପାଲଲହଡାରୁ ମଧ୍ଯ ଆସି ଅପେକ୍ଷା କରିଛନ୍ତି। ହେଲେ ସମସ୍ତେ ନିରାଶ ହୋଇ ପଡିଛନ୍ତି।
ଏହି କାଉଣ୍ଟର କାହିଁକି ଖୋଲାଯାଇଛି?
#ashwinivaishnav
CMO Odisha Ashwini Vaishnaw Kanak News Narendra Modi
Kumuda Ch Satapathy (@kumuda_ch) 's Twitter Profile Photo

ତତ୍କାଳ ଟିକେଟ କରିବା ପାଇଁ ଲୋକେ ଠିଆ ହେଇଛନ୍ତି। ରେଳ ଟିକେଟ କାଉଣ୍ଟର ଖୋଲିବା ସମୟ ସକାଳ ଆଠଟା। କିଛି ବ୍ୟକ୍ତି ପାଲଲହଡାରୁ ମଧ୍ଯ ଆସି ଅପେକ୍ଷା କରିଛନ୍ତି। ହେଲେ ସମସ୍ତେ ନିରାଶ ହୋଇ ପଡିଛନ୍ତି। ଏହାର ସମାଧାନ କରାଯାଉ। Ashwini Vaishnaw CMO Odisha Ministry of Railways East Coast Railway Dharmendra Pradhan Collector Deogarh

ତତ୍କାଳ ଟିକେଟ କରିବା ପାଇଁ ଲୋକେ ଠିଆ ହେଇଛନ୍ତି। ରେଳ ଟିକେଟ କାଉଣ୍ଟର ଖୋଲିବା ସମୟ ସକାଳ ଆଠଟା। କିଛି ବ୍ୟକ୍ତି ପାଲଲହଡାରୁ ମଧ୍ଯ ଆସି ଅପେକ୍ଷା କରିଛନ୍ତି। ହେଲେ ସମସ୍ତେ ନିରାଶ ହୋଇ ପଡିଛନ୍ତି।
ଏହାର ସମାଧାନ କରାଯାଉ।
Ashwini Vaishnaw CMO Odisha Ministry of Railways East Coast Railway Dharmendra Pradhan Collector Deogarh
Kumuda Ch Satapathy (@kumuda_ch) 's Twitter Profile Photo

1: ସମ୍ବଲପୁର ସରକାରୀ ବସଷ୍ଟାଣ୍ଡ OSRTC ରେ ଶୌଚାଳୟର ସୁବିଧା ନାହିଁ। କର୍ତ୍ତୃପକ୍ଷ ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ। 2: ଯୁଜୋମୁରା ବସଷ୍ଟାଣ୍ଡ ରେ ଭଲ ସୁବିଧା ଥିବାରୁ ଧନ୍ୟବାଦ।

1: ସମ୍ବଲପୁର ସରକାରୀ ବସଷ୍ଟାଣ୍ଡ OSRTC ରେ ଶୌଚାଳୟର ସୁବିଧା ନାହିଁ। କର୍ତ୍ତୃପକ୍ଷ ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ।
2: ଯୁଜୋମୁରା ବସଷ୍ଟାଣ୍ଡ ରେ ଭଲ ସୁବିଧା ଥିବାରୁ ଧନ୍ୟବାଦ।
Kumuda Ch Satapathy (@kumuda_ch) 's Twitter Profile Photo

ଦେବଗଡ- ପୁରୀ ବସ ପୁନଃ ପ୍ରଚଳନ କରନ୍ତୁ। ହାଇଟେକ ଏସି ବସ, ସ୍ଥାୟୀ କାଉଣ୍ଟର, ଦେବଗଡ ୟୁନିଟକୁ ବସର ଦାୟିତ୍ବ ଦିଅନ୍ତୁ। Kuchinda 8pm Dgh 9.30pm-10.45pm Reamal 10.45pm Ctc 4am Bbsr 5am Puri 6.30am Puri 7.30 pm Bbsr 8.30-8.45 pm Ctc 9.30- 10pm Dgh 4.15 am Kuchinda 6 am ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

ଦେବଗଡ- ପୁରୀ ବସ ପୁନଃ ପ୍ରଚଳନ କରନ୍ତୁ। ହାଇଟେକ ଏସି ବସ, ସ୍ଥାୟୀ କାଉଣ୍ଟର,
ଦେବଗଡ ୟୁନିଟକୁ ବସର ଦାୟିତ୍ବ ଦିଅନ୍ତୁ।
Kuchinda 8pm
Dgh 9.30pm-10.45pm
Reamal 10.45pm
Ctc 4am
Bbsr 5am
Puri 6.30am

Puri 7.30 pm
Bbsr 8.30-8.45 pm
Ctc 9.30- 10pm
Dgh 4.15 am
Kuchinda 6 am ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC  ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
Kumuda Ch Satapathy (@kumuda_ch) 's Twitter Profile Photo

ଏଇ କଥାଟି ମୋତେ ଆନ୍ଦୋଳିତ କଲା। ଯଦି କେହି ପ୍ରବାସୀ ନିଜର ପରିବାର ଓ ଗାଁର ଠିକଣା ଖୋଜୁଛନ୍ତି, ଜଣାନ୍ତୁ, ମୁଁ ଓ ମୋର ବନ୍ଧୁମାନେ ଆପଣଙ୍କ ସହଯୋଗ କରିବାକୁ ପ୍ରସ୍ତୁତ। ସାଧାରଣତ ପୂର୍ବ ଓଡ଼ିଶାର ଲୋକେ ଦେଢଶହ ବର୍ଷ ତଳେ ବିଦେଶ କାମ କରିବାକୁ ଯାଇ ସେଠାରେ ରହି ଯାଇଛନ୍ତି। Highlights

ଏଇ କଥାଟି ମୋତେ ଆନ୍ଦୋଳିତ କଲା। ଯଦି କେହି ପ୍ରବାସୀ ନିଜର ପରିବାର ଓ ଗାଁର ଠିକଣା ଖୋଜୁଛନ୍ତି, ଜଣାନ୍ତୁ,  ମୁଁ ଓ ମୋର ବନ୍ଧୁମାନେ ଆପଣଙ୍କ ସହଯୋଗ କରିବାକୁ ପ୍ରସ୍ତୁତ।
ସାଧାରଣତ ପୂର୍ବ ଓଡ଼ିଶାର ଲୋକେ ଦେଢଶହ ବର୍ଷ ତଳେ ବିଦେଶ କାମ କରିବାକୁ ଯାଇ ସେଠାରେ ରହି ଯାଇଛନ୍ତି। Highlights