@𝓑𝓲𝓼𝔀𝓪𝓳𝓲𝓽...🇮🇳
@biswajitpani19
ମାନବ ସେବା ହିଁ ମାଧବ ସେବା
ସର୍ବେ ଭବନ୍ତୁ ସୁଖିନଃ.
ID: 1198533240673275905
24-11-2019 09:26:20
1,1K Tweet
374 Takipçi
702 Takip Edilen
ଅପେକ୍ଷାରେ ହିତାଧିକାରୀ. ଚିଠିରେ ଅଟକିଛି ଆବେଦନ. DSSO Dhenkanal ଉତ୍ତର ଦେବାରେ କୁଣ୍ଠାବୋଧ କାହିଁକି District Dhenkanal ଦୃଷ୍ଟି ଦେବାକୁ ଅନୁରୋଧ Ama Shasana SSEPD
ମନ୍ତ୍ରୀ ଠାରୁ ଅଧିକାର ସମସ୍ତେ ଚୁପ. ଏହାର ଉତ୍ତର କିଏ ଦେବ. Ama Shasana CMO Odisha Nityananda Gond DSSO Dhenkanal SSEPD District Dhenkanal
ଲକ୍ଷ୍ମୀପୂଜା ସରିଵା ପରେ, ଆଜି ଠାରୁ ଦୁଇଚକିଆ ଓ ଚାରିଚକିଆ ଯାନର ଅବସ୍ଥା ବେହାଲ. ତୋରାଣରେ ବ୍ୟବହାର ହୋଇଥିବା ଲୁହା କଣ୍ଟା ପଶି ଗାଡି ପମ୍ପଚର. ଅସୁବିଧାରେ ଜନତା. ମାଲେମାଲ ଟାୟାର ଦୋକାନୀ. ରାସ୍ତାଘାଟରୁ ଏ ସବୁ ପରିଷ୍କାର କରିବାକୁ ଅନୁରୋଧ. District Dhenkanal Dhenkanal Municipality Dr. Krushna Chandra Mahapatra Dhenkanal Update
ଚିଠିରେ ଅଟକିଛି ଭତ୍ତା. ଅପେକ୍ଷାରେ ହିତାଧିକାରୀ. କଣ ମରିବା ପରେ ଏହାକୁ ଦେବେ. ଧନ୍ୟ Ama Shasana ବ୍ୟବସ୍ଥା. ଏ କଣ ଲୋକଙ୍କ ସରକାରର କାମ. SSEPD ଏହାର ସମାଧାନ କରନ୍ତୁ. DSSO Dhenkanal District Dhenkanal CMO Odisha Nityananda Gond ChiefSecyOdisha Pravati Parida
କୌଣସି ସ୍ଥାନରେ SPEED LIMIT ସୂଚନା ଫଳକ ନଲଗାଇ, ସଚେତନ ନକରାଇ ଅବାଧ ଭାବେ ଚାଲଣ କାଟି ଫାଇନ ଆଦାୟ କରିବାରେ ବ୍ୟସ୍ତ RTO DHENKANAL . ନା ଅଛି ସୂଚନା ଫଳକ ନା ଜାଣିପାରୁଛନ୍ତି ଚାଳକ. ପ୍ରଥମେ ସୂଚନା ଫଳକ ଲଗାନ୍ତୁ ତାପରେ ଅର୍ଥ ଆଦାୟ କରନ୍ତୁ. State Transport Authority, Odisha ଦୃଷ୍ଟି ଦିଅନ୍ତୁ. ଲୋକଙ୍କୁ ଲୁଟିବା ବନ୍ଦ କରନ୍ତୁ. Usha Padhee
ଅଭିଯୋଗକୁ ଅଣଦେଖା ନା ବିଭାଗର ଅବହେଳା ଏହାର ଉତ୍ତର ଦେବେ କି SSEPD Ama Shasana DSSO Dhenkanal District Dhenkanal ବିଫଳ ହେଲେ କି CMO Odisha Nityananda Gond
ଆଗକୁ ଯାଇପାରୁନି ଫର୍ମ ପୂରଣ. ଦିଆଯାଇଥିବା ୨ଟି ଯୋଗାଯୋଗ ନମ୍ବର ମଧ୍ୟ୍ୟ ଅଚଳ. ଗୋଟିଏ switchoff ଏବଂ ଅନ୍ୟଟି Busy. ଅସୁବିଧାରେ ଆବେଦନକାରୀ. ଦୃଷ୍ଟି ଦେବେକି Nityananda Gond Ama Shasana CMO Odisha ChiefSecyOdisha EducationOdisha Mohan Charan Majhi
OTET ଫର୍ମପୂରଣରେ ତ୍ରୁଟି. ଅସୁବିଧାରେ ସମ୍ମୁଖୀନ ଛାତ୍ର ଛାତ୍ରୀ. ଦିଆଯାଇଥିବା HELPLINE ନମ୍ବର SWITCH OFF. CMO Odisha EducationOdisha Ama Shasana Mohan Charan Majhi ChiefSecyOdisha ଦୃଷ୍ଟି ଦେବାକୁ ଅନୁରୋଧ Suryabanshi Suraj
ଉତ୍ତର ରଖିବାରେ ଫେଲ ମାରିଲା EducationOdisha ବିଭାଗ. ଦୀର୍ଘ ୧୦ ମାସ ବିତିଗଲା କିନ୍ତୁ ଉତ୍ତର ମିଳିଲା ନାହିଁ. ଧିକ ଏ ବିଭାଗ ଏବଂ ସରକାରକୁ. ୟେ ପୁଣି କୁଆଡେ ଲୋକଙ୍କ ସରକାର ଡିଣ୍ଡିମ ପିଟୁଛନ୍ତି. CMO Odisha Mohan Charan Majhi ChiefSecyOdisha Nityananda Gond Pravati Parida Jana Sunani
ଘୋଷଣାକୁ କାର୍ଯ୍ୟକାରୀ କରିବାରେ ବିଫଳ Mohan Charan Majhi ସରକାର. ଅପେକ୍ଷାରେ ଶିକ୍ଷିତ ଯୁବକ ଯୁବତୀ. ଆଇଟି ଦକ୍ଷତାରୁ ବଞ୍ଚିତ ହେଉଛନ୍ତି ଛାତ୍ର ଛାତ୍ରୀ.ଲୋକଙ୍କ ସରକାର ର ଏ କି ରୂପ Nityananda Gond ChiefSecyOdisha EducationOdisha Pravati Parida OSEPA
ଅପେକ୍ଷାରେ ହିତାଧିକାରୀ. ଚିଠିକରି ଚୁପ ହୋଇ ବସି ରହିଛି ବିଭାଗ. କେବେ ମିଳିବ ଉତ୍ତର ରଖିବେ କି SSEPD DSSO Dhenkanal District Dhenkanal Nityananda Gond ChiefSecyOdisha CMO Odisha
ଗୋଟିଏ ପଟେ ସମସ୍ତ ସରକାରୀ କାଗଜପତ୍ର ଓଡ଼ିଆ ଭାଷାରେ କାର୍ଯ୍ୟକାରୀ ହେବାର ନିୟମ କରିଥିବା ବେଳେ, ଅନ୍ୟପଟେ ଏଭଳି ଇଂରାଜୀ ଚିଠି କାହା ସ୍ୱାର୍ଥରେ. ଏଥିପ୍ରତି ଦାୟୀ କିଏ ରହିବ CMO Odisha Swabhimani Odia ସ୍ଵାଭିମାନୀ ଓଡ଼ିଆ ChiefSecyOdisha I & PR Department, Odisha Mohan Charan Majhi Suryabanshi Suraj DGP, Odisha
କମ୍ପ୍ୟୁଟର ଶିକ୍ଷା ଏବେ ଅନ୍ଧାରରେ..... କମ୍ପ୍ୟୁଟର ଅଛି, ନାହାନ୍ତି ଶିକ୍ଷକ... ସରକାର CMO Odisha ସବୁ ଜାଣି ଅଜଣା ପରି ଅଭିନୟ... Nityananda Gond ChiefSecyOdisha EducationOdisha Mohan Charan Majhi Pravati Parida Bijaya Kumar Dalabehera Governor Odisha I & PR Department, Odisha @
ଟ୍ରାଫିକ ନିୟମର ଖୋଲା ଖୋଲି ଉଲଂଘନ State Transport Authority, Odisha କାହା ମୁଣ୍ଡରେ ବି ନାହିଁ ହେଲମେଟ. ନିୟମ ତାହେଲେ କାହାଲାଗି? ନେତା କର୍ମୀଙ୍କ ଲାଗି କଣ ଅଲଗା ନିୟମ କି CMO Odisha RTO CUTTACK Bibhuti Bhusan Jena DGP, Odisha
ଆବେଦନ କରିବାର ୧୧ ମାସ ପରେ ମଧ୍ୟ୍ୟ ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ. CMO Odisha ଏହା କି ପ୍ରକାର ନିୟମ. District Dhenkanal SSEPD Nityananda Gond Mohan Charan Majhi Pravati Parida Dhenkanal Update ChiefSecyOdisha
ଦୀର୍ଘଦିନ ଧରି ଦାବୀ ହୋଇ ଆସୁଥିବା ଏ ସମସ୍ୟାର ସମାଧାନ କେବେ ହେବ CMO Odisha Mohan Charan Majhi Nityananda Gond ChiefSecyOdisha Pravati Parida Prithiviraj Harichandan EducationOdisha