BDO Odapada (@bdoodapada) 's Twitter Profile
BDO Odapada

@bdoodapada

ID: 1288784649078968320

calendar_today30-07-2020 10:33:20

143 Tweet

168 Takipçi

11 Takip Edilen

CMO Odisha (@cmo_odisha) 's Twitter Profile Photo

ଢେଙ୍କାନାଳରେ ବିକାଶର ନୂଆ ଅଧ୍ୟାୟ। ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi। ଲୋକଙ୍କ କଲ୍ୟାଣ ପାଇଁ ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରାୟ ୧୨୦ କୋଟି ଟଙ୍କା

ଢେଙ୍କାନାଳରେ ବିକାଶର ନୂଆ ଅଧ୍ୟାୟ। ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ <a href="/MohanMOdisha/">Mohan Charan Majhi</a>। ଲୋକଙ୍କ କଲ୍ୟାଣ ପାଇଁ ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରାୟ ୧୨୦ କୋଟି ଟଙ୍କା
CMO Odisha (@cmo_odisha) 's Twitter Profile Photo

କୃଷିଭିତ୍ତିକ ପବିତ୍ର ରଜ ପର୍ବ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷକଙ୍କ ସୁଖ, ସମୃଦ୍ଧି ସହ ରାଜ୍ୟର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। #ରଜପର୍ବ

କୃଷିଭିତ୍ତିକ ପବିତ୍ର ରଜ ପର୍ବ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ <a href="/MohanMOdisha/">Mohan Charan Majhi</a> ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷକଙ୍କ ସୁଖ, ସମୃଦ୍ଧି ସହ ରାଜ୍ୟର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। #ରଜପର୍ବ
BDO Odapada (@bdoodapada) 's Twitter Profile Photo

Block Level Table Top Exercise -2025 on Disaster Management Plan held at Block Conference Hall headed by BDO Sir and Addl Tahasildar Sir in the presence of Line Department Officials.

Block Level Table Top Exercise -2025 on Disaster Management Plan held at Block Conference Hall headed by BDO Sir and Addl Tahasildar Sir in the presence of Line Department Officials.
CEO Odisha (@odishaceo) 's Twitter Profile Photo

ଜାଣିଛନ୍ତି କି? ଅନଲାଇନ୍‌ରେ କିଛି ସରଳ ପଦକ୍ଷେପ ମାଧ୍ୟମରେ ଆପଣଙ୍କ EPIC ରେ ଥିବା ଭୁଲ ବିବରଣୀ ଗୁଡ଼ିକୁ ସଂଶୋଧନ କରିପାରିବେ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୧୯୫୦ ରେ ଯୋଗାଯୋଗ କରନ୍ତୁ । #ECI #CEOOdisha #Form8 #EPIC

ଜାଣିଛନ୍ତି କି? 
ଅନଲାଇନ୍‌ରେ କିଛି ସରଳ ପଦକ୍ଷେପ ମାଧ୍ୟମରେ ଆପଣଙ୍କ EPIC ରେ ଥିବା ଭୁଲ ବିବରଣୀ ଗୁଡ଼ିକୁ ସଂଶୋଧନ କରିପାରିବେ । ଅଧିକ ସୂଚନା ପାଇଁ ଆମ ଟୋଲ ଫ୍ରି ନମ୍ବର ୧୯୫୦ ରେ ଯୋଗାଯୋଗ କରନ୍ତୁ ।

#ECI #CEOOdisha #Form8 #EPIC
CMO Odisha (@cmo_odisha) 's Twitter Profile Photo

ଲୋକଙ୍କ ସରକାରରେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ ଲୋକଙ୍କ ମତାମତ। ଜନସେବାର ନୂଆ ପଦକ୍ଷେପ ସ୍ୱରୂପ ଶୁଭାରମ୍ଭ ହେଉଛି 'ଆମ ଶାସନ' ବ୍ୟବସ୍ଥା।

ଲୋକଙ୍କ ସରକାରରେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ ଲୋକଙ୍କ ମତାମତ। ଜନସେବାର ନୂଆ ପଦକ୍ଷେପ ସ୍ୱରୂପ ଶୁଭାରମ୍ଭ ହେଉଛି 'ଆମ ଶାସନ' ବ୍ୟବସ୍ଥା।
Panchayati Raj and Drinking Water Department (@prdeptodisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ । ୧୯ ଅକ୍ଟୋବର ୨୦୨୫ । ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷ, ଲୋକସେବା ଭବନ youtube.com/live/B6CegFDhs…

District Dhenkanal (@districtadmndkl) 's Twitter Profile Photo

ସାଇବର ଠକେଇ ଠାରୁ ଦୂରେଇ ରହିବାପାଇଁ ସାରା ରାଜ୍ୟରେ ସାଇବର ସୁରକ୍ଷା ସଚ଼େତନତା କାର୍ଯ୍ୟକ୍ରମ ଚାଲୁରହିଛି ।ଏହି ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ ସମାରୋହ ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫଟ୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । #cybersafetyodisha2025 CMO Odisha Cybercop Odisha

ସାଇବର ଠକେଇ ଠାରୁ ଦୂରେଇ ରହିବାପାଇଁ ସାରା ରାଜ୍ୟରେ ସାଇବର ସୁରକ୍ଷା  ସଚ଼େତନତା କାର୍ଯ୍ୟକ୍ରମ ଚାଲୁରହିଛି ।ଏହି ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ ସମାରୋହ ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫଟ୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି ।
#cybersafetyodisha2025
<a href="/CMO_Odisha/">CMO Odisha</a> <a href="/cybercopodisha/">Cybercop Odisha</a>