BDO,BHANDARIPOKHARI (@bbpokhari) 's Twitter Profile
BDO,BHANDARIPOKHARI

@bbpokhari

OAS-A(JB)

ID: 933634188514701312

calendar_today23-11-2017 09:51:51

364 Tweet

1,1K Takipçi

64 Takip Edilen

BDO,BHANDARIPOKHARI (@bbpokhari) 's Twitter Profile Photo

ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ନୂତନ ରାସନକାର୍ଡ ହିତାଧିକାରୀଙ୍କୁ ରାସନକାର୍ଡ ଦେଇ ଶୁଭାରମ୍ଭ କରିଥିଲେ ଏବଂ ବ୍ଲକ ସ୍ତରରେ ନୂତନ ରାସନକାର୍ଡ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଅଛି | #ଜାତୀୟପଞ୍ଚାୟତିରାଜଦିବସ2025

ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ପରିସରରେ ଜାତୀୟ ପଞ୍ଚାୟତିରାଜ  ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ନୂତନ ରାସନକାର୍ଡ ହିତାଧିକାରୀଙ୍କୁ ରାସନକାର୍ଡ ଦେଇ ଶୁଭାରମ୍ଭ କରିଥିଲେ ଏବଂ ବ୍ଲକ ସ୍ତରରେ ନୂତନ ରାସନକାର୍ଡ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଅଛି |
#ଜାତୀୟପଞ୍ଚାୟତିରାଜଦିବସ2025
District Administration,Bhadrak (@dm_bhadrak) 's Twitter Profile Photo

ଅଂଶୁଘାତ ପ୍ରତି ସାବଧାନ ରହିବା।ଟାଣ ଖରାରେ ବାହାରକୁ ବାହାରିବା ନାହିଁ କିମ୍ବା କଠିନ ଶାରୀରିକ ପରିଶ୍ରମ କରିବା ନାହିଁ। ଅଂଶୁଘାତରୁ ସୁରକ୍ଷିତ ରହିବା ପାଇଁ ପ୍ରଦତ୍ତ ସୂଚନା ଗୁଡ଼ିକୁ ଅନୁପାଳନ କରିବା। ସୁରକ୍ଷିତ ରହିବା, ସତର୍କ ରହିବା। #OdishaCares

ଅଂଶୁଘାତ ପ୍ରତି ସାବଧାନ ରହିବା।ଟାଣ ଖରାରେ ବାହାରକୁ ବାହାରିବା ନାହିଁ କିମ୍ବା କଠିନ ଶାରୀରିକ ପରିଶ୍ରମ କରିବା ନାହିଁ। ଅଂଶୁଘାତରୁ ସୁରକ୍ଷିତ ରହିବା ପାଇଁ ପ୍ରଦତ୍ତ ସୂଚନା ଗୁଡ଼ିକୁ ଅନୁପାଳନ କରିବା। ସୁରକ୍ଷିତ ରହିବା, ସତର୍କ ରହିବା।
#OdishaCares
District Administration,Bhadrak (@dm_bhadrak) 's Twitter Profile Photo

ଜିଲ୍ଲପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟକ୍ଷ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ଭଣ୍ଡାରିପୋଖରୀରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ,ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ,ଉପ ଜିଲ୍ଲାପାଳ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜିଲ୍ଲପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟକ୍ଷ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ଭଣ୍ଡାରିପୋଖରୀରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ,ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ,ଉପ ଜିଲ୍ଲାପାଳ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
BDO,BHANDARIPOKHARI (@bbpokhari) 's Twitter Profile Photo

#ବର୍ଷଏକ #ଉପଲବ୍ଧି #ଅନେକ #ଦ୍ଵିତୀୟଦିବସ #ବିକାଶବାହାନ #ଝୁଟୁଣା #ତେସିଙ୍ଗା #ନେରଡ଼ା #ଗ୍ରାମପଞ୍ଚାୟତ #ନୂତନଭତ୍ତାବଣ୍ଟନ #ମନରେଗା ଜବ୍ କାର୍ଡ ବଣ୍ଟନ

#ବର୍ଷଏକ #ଉପଲବ୍ଧି #ଅନେକ
#ଦ୍ଵିତୀୟଦିବସ 
#ବିକାଶବାହାନ
#ଝୁଟୁଣା #ତେସିଙ୍ଗା #ନେରଡ଼ା #ଗ୍ରାମପଞ୍ଚାୟତ
#ନୂତନଭତ୍ତାବଣ୍ଟନ #ମନରେଗା ଜବ୍ କାର୍ଡ ବଣ୍ଟନ
BDO,BHANDARIPOKHARI (@bbpokhari) 's Twitter Profile Photo

#ବିକାଶବାହାନ #ତୃତୀୟଦିବସ #ବର୍ଷଏକ #ଉପଲବ୍ଧି #ଅନେକ #ରାମଚନ୍ଦ୍ରପୁର #ରଞ୍ଜିତ ଏକ ବର୍ଷ ପୂର୍ତ୍ତି ପାଳନର ତୃତୀୟ ଦିନରେ ବିକାଶ ବାହାନ ବିକାଶର ବାର୍ତ୍ତା ନେଇ ଲୋକମାନଙ୍କୁ ସରକାରଙ୍କର ସମସ୍ତ ଯୋଜନା ବିଷୟରେ ଅବଗତ କରାଯାଉଅଛି |

#ବିକାଶବାହାନ
#ତୃତୀୟଦିବସ
#ବର୍ଷଏକ #ଉପଲବ୍ଧି #ଅନେକ 
#ରାମଚନ୍ଦ୍ରପୁର #ରଞ୍ଜିତ 
ଏକ ବର୍ଷ ପୂର୍ତ୍ତି ପାଳନର ତୃତୀୟ ଦିନରେ ବିକାଶ ବାହାନ ବିକାଶର ବାର୍ତ୍ତା ନେଇ ଲୋକମାନଙ୍କୁ ସରକାରଙ୍କର ସମସ୍ତ ଯୋଜନା ବିଷୟରେ ଅବଗତ କରାଯାଉଅଛି |
BDO,BHANDARIPOKHARI (@bbpokhari) 's Twitter Profile Photo

#ବର୍ଷଏକଉପଲବ୍ଧିଅନେକ #ପଞ୍ଚମଦିବସ #ମାଳଦା #ନପଙ୍ଗ #ଗ୍ରାମପଞ୍ଚାୟତ #ବିକାଶବାହାନ #ସ୍ୱଚ୍ଛତାସଚେତନତା

#ବର୍ଷଏକଉପଲବ୍ଧିଅନେକ
#ପଞ୍ଚମଦିବସ 
#ମାଳଦା #ନପଙ୍ଗ #ଗ୍ରାମପଞ୍ଚାୟତ 
#ବିକାଶବାହାନ 
#ସ୍ୱଚ୍ଛତାସଚେତନତା
District Administration,Bhadrak (@dm_bhadrak) 's Twitter Profile Photo

ଭଦ୍ରକ ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟମେଳା ରେ ମାନନୀୟା,ଉପ ମୁଖ୍ୟମନ୍ତ୍ରୀ ଶ୍ରମତୀ ପ୍ରଭାତୀ ପରିଡ଼ା ଙ୍କ ସଦୟ ଯୋଗଦାନ ଓ ଜିଲ୍ଲାବାସୀ ଙ୍କୁ ସମ୍ବୋଧନ ର ।

BDO,BHANDARIPOKHARI (@bbpokhari) 's Twitter Profile Photo

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭଣ୍ଡାରିପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ଓ ସମସ୍ତ ଗ୍ରାମ ପଞ୍ଚାୟରେ ଅନୁଷ୍ଠିତ ହୋଇଯାଇଅଛି | #ଅନ୍ତର୍ଜାତୀୟଯୋଗଦିବସ #ଭଣ୍ଡାରିପୋଖରୀ #ପଞ୍ଚାୟତସମିତି

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭଣ୍ଡାରିପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ଓ ସମସ୍ତ ଗ୍ରାମ ପଞ୍ଚାୟରେ ଅନୁଷ୍ଠିତ ହୋଇଯାଇଅଛି |
#ଅନ୍ତର୍ଜାତୀୟଯୋଗଦିବସ 
#ଭଣ୍ଡାରିପୋଖରୀ #ପଞ୍ଚାୟତସମିତି
BDO,BHANDARIPOKHARI (@bbpokhari) 's Twitter Profile Photo

ଆଜି ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଭଦ୍ରକ ଏବଂ ଆରକ୍ଷୀ ଅଧିକ୍ଷକ ଭଦ୍ରକଙ୍କ ତତ୍ୱାବଧାନରେ ଅଭିଯୋଗ ଶୁଣାଣି ଓ ସମାଧାନ ଅନୁଷ୍ଠିତ ହୋଇଅଛି ଏବଂ ଲଷ୍ମୀପ୍ରିୟା ସାମଲଙ୍କୁ Wheel Chair ପ୍ରଦାନ କରାଯାଇଅଛି |

ଜିଲ୍ଲପାଳ,ଭଦ୍ରକଙ୍କ ଏବଂ ଆରକ୍ଷୀ ଅଧିକ୍ଷକଙ୍କଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗଶୁଣାଣି ଶିବିର ପଞ୍ଚାୟତସମିତି କାର୍ଯ୍ୟାଳୟ,ଭଣ୍ଡାରିପୋଖରୀରେ ଅନୁଷ୍ଠିତ ହୋଇଯାଇଅଛି ତତକ୍ଷଣାତ ଜଣେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଭତ୍ତାପ୍ରଦାନ କରାଯାଇଅଛି ଏବଂ ଟ. 35000/-ଙ୍କା ସହାୟତାରାଶି ମଧ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇବା ବ୍ୟବସ୍ଥା କରାଯାଇଅଛି |

ଜିଲ୍ଲପାଳ,ଭଦ୍ରକଙ୍କ ଏବଂ ଆରକ୍ଷୀ ଅଧିକ୍ଷକଙ୍କଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗଶୁଣାଣି ଶିବିର ପଞ୍ଚାୟତସମିତି କାର୍ଯ୍ୟାଳୟ,ଭଣ୍ଡାରିପୋଖରୀରେ ଅନୁଷ୍ଠିତ ହୋଇଯାଇଅଛି ତତକ୍ଷଣାତ ଜଣେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଭତ୍ତାପ୍ରଦାନ କରାଯାଇଅଛି ଏବଂ ଟ. 35000/-ଙ୍କା ସହାୟତାରାଶି ମଧ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇବା ବ୍ୟବସ୍ଥା କରାଯାଇଅଛି |
District Administration,Bhadrak (@dm_bhadrak) 's Twitter Profile Photo

ଜିଲ୍ଲାପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମାନଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚାୟତର  ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମାନଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
BDO,BHANDARIPOKHARI (@bbpokhari) 's Twitter Profile Photo

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ 11 ଜଣ ତୀର୍ଥଯାତ୍ରୀ ଆଜି ପୁରୀ ଅଭିମୁଖେ ଯାତ୍ରାର ଶୁଭାରମ୍ଭ ସମ୍ମାନନୀୟା ଅଧ୍ୟକ୍ଷା, ସମ୍ମାନନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରିଣୀ ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ କରାଯାଇଅଛି | ଜୟ ଜଗନ୍ନାଥ 🙏🙏

BDO,BHANDARIPOKHARI (@bbpokhari) 's Twitter Profile Photo

ଆଜି ଜିଲ୍ଲାପାଳ ଭଦ୍ରକ, ଆରକ୍ଷୀ ଅଧିକ୍ଷକ, ଭଦ୍ରକଙ୍କ ଅଧ୍ୟକ୍ଷତାରେ ଭଣ୍ଡାରିପୋଖରୀ ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି ଏହି ଶିବିରରେ ଜିଲ୍ଲାସ୍ତରୀୟ ଅଧିକାରୀବ୍ଲକ ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ଅଭିଯୋଗରପଦକ୍ଷେପ ନିମନ୍ତେ ପଦକ୍ଷେପ ନେଇଛନ୍ତି