EducationOdisha (@smeodisha) 's Twitter Profile
EducationOdisha

@smeodisha

Department of School & Mass Education, Govt. of Odisha. #EducationForAll

ID: 747394011904643073

linkhttps://sme.odisha.gov.in/ calendar_today27-06-2016 11:39:53

1,1K Tweet

268,268K Takipçi

23 Takip Edilen

Ministry of Education (@eduminofindia) 's Twitter Profile Photo

School students are bursting with excitement as they eagerly await the honor of meeting the Hon'ble President of India on the auspicious occasion of Raksha Bandhan! Their boundless enthusiasm reflects the deep significance of this special day. This wonderful opportunity to

EducationOdisha (@smeodisha) 's Twitter Profile Photo

ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ୦୯.୦୯.୨୦୨୪ ରିଖ (ସୋମବାର) ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି |

Nityananda Gond (@nityanandabjp) 's Twitter Profile Photo

ଭାରତର ଦ୍ଵିତୀୟ ରାଷ୍ଟ୍ରପତି, ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ତଥା ବିଶିଷ୍ଟ ଦାର୍ଶନିକ ଡ.ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଗୁରୁ ଦିବସ ଅବସରରେ ଓଡ଼ିଶାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୋର ଗଭୀର ସମ୍ମାନ ଜଣାଉଛି । ଗୁରୁଙ୍କ ଶିକ୍ଷା ଏବଂ ମାର୍ଗଦର୍ଶନ ଆମକୁ ସଫଳ ମଣିଷ ଭାବେ ଗଢି ତୋଳିଥାଏ।

CMO Odisha (@cmo_odisha) 's Twitter Profile Photo

ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ସେମାନେ ସମାଜର ମାର୍ଗଦର୍ଶକ ବୋଲି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଥିଲା।

ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ସେମାନେ ସମାଜର ମାର୍ଗଦର୍ଶକ ବୋଲି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଥିଲା।
EducationOdisha (@smeodisha) 's Twitter Profile Photo

Hon'ble Minister Sri Nityanand Gond, School & Mass Education Deptt., inaugurated the online Academic Support Programme for competitive exams for Higher Secondary students today. He hopes it will benefit students, especially in remote & aspirational districts. #EducationForAll

Hon'ble Minister Sri Nityanand Gond, School & Mass Education Deptt., inaugurated the online Academic Support Programme for competitive exams for Higher Secondary students today. He hopes it will benefit students, especially in remote & aspirational districts.

#EducationForAll
EducationOdisha (@smeodisha) 's Twitter Profile Photo

Odisha's vision: Empowering young minds with strong foundations! Hon'ble CM highlights the importance of foundational learning to build a brighter future for all children. Let's ensure no child is left behind. #NIPUNOdisha #NIPUNBharat #FoundationalLearning #EducationForAll

CMO Odisha (@cmo_odisha) 's Twitter Profile Photo

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ସେଦିନ ସମ୍ପୂର୍ଣ୍ଣ ଛୁଟି ହେବା ସହିତ ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି

Narendra Modi (@narendramodi) 's Twitter Profile Photo

ଭୁବନେଶ୍ୱରରେ ମୋତେ ଭବ୍ୟ ସ୍ୱାଗତ କରାଗଲା। ମୂଷଳ ଧାରାରେ ବର୍ଷା ଲୋକଙ୍କ ଉତ୍ସାହକୁ ମଳିନ କରିପାରିନଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ମାଟି, ଓଡ଼ିଶାର ଲୋକମାନଙ୍କ ଗହଣକୁ ଆସିବା ମୋ ପାଇଁ ଗୌରବର ବିଷୟ। ଏହି ରାଜ୍ୟ ଆମ ଉପରେ ଅତୁଟ ଆସ୍ଥା ପ୍ରକଟ କରିଛି ଏବଂ ଆମେ ଓଡ଼ିଶାର ଲୋକଙ୍କ ଆକାଂକ୍ଷା ପୂରଣ ଲାଗି କୌଣସି ସୁଯୋଗ ଛାଡ଼ିବୁ ନାହିଁ ।

Collector Nabarangpur (@dmnabarangpur) 's Twitter Profile Photo

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୌରହିତ୍ୟରେ “ନିପୁଣ ଓଡିଶା” ମିଶନର ଜିଲ୍ଲାସ୍ତରୀୟ ସଂସ୍କରଣର ଲୋଗୋ ଏବଂ ସଙ୍ଗୀତର ଶୁଭ ଉନ୍ମୋଚନ । EducationOdisha Panchayati Raj and Drinking Water Department

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୌରହିତ୍ୟରେ “ନିପୁଣ ଓଡିଶା” ମିଶନର ଜିଲ୍ଲାସ୍ତରୀୟ ସଂସ୍କରଣର ଲୋଗୋ ଏବଂ ସଙ୍ଗୀତର ଶୁଭ ଉନ୍ମୋଚନ । EducationOdisha Panchayati Raj and Drinking Water Department
Collector Gajapati (@dm_gajapati) 's Twitter Profile Photo

District level Celebration of launching of "Nipun Odisha Mission" under Samagra Shiksha, Gajapati took place today at PA, ITDA conference hall in presence of Esteemed Collector Sri Bijay Kumar Dash, IAS, (1/2) EducationOdisha CMO Odisha I & PR Department, Odisha

District level Celebration of launching of  "Nipun Odisha Mission"  under Samagra Shiksha, Gajapati took place today at PA, ITDA conference hall in presence of Esteemed Collector Sri Bijay Kumar Dash, IAS, (1/2)
EducationOdisha CMO Odisha I & PR Department, Odisha
EducationOdisha (@smeodisha) 's Twitter Profile Photo

District-level celebrations for #NIPUNOdisha, led by District Collectors, are in full swing! Together, we are driving the mission to ensure foundational learning for every child across Odisha. #NIPUNBharat #DistrictLeadership #FLN #EducationForAll

District-level celebrations for #NIPUNOdisha, led by District Collectors, are in full swing!

Together, we are driving the mission to ensure foundational learning for every child across Odisha.

#NIPUNBharat #DistrictLeadership #FLN #EducationForAll
DM_Jharsuguda (@dm_jharsuguda) 's Twitter Profile Photo

ଝାରସୁଗୁଡ଼ା ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା,ରାଜସ୍ବ ମନ୍ତ୍ରୀ ଓ ବରଗଡ଼ ସାଂସଦଙ୍କ ପ୍ରତିନିଧି,ବିଭିନ୍ନ ଜନ ପ୍ରତିନିଧି ଓ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ। ନିପୁଣ ଓଡ଼ିଶା ଲୋଗୋ ଏହି ଅବସରରେ ଉନ୍ମୋଚିତ।