Chandan Kumar Pal. ( Modi ka Paribar) (@appuchandanpal) 's Twitter Profile
Chandan Kumar Pal. ( Modi ka Paribar)

@appuchandanpal

8895290002Jaleswar, Balasore, Odisha,
I am a Bharatiya. आद्धेरा छंटेगा कमल खिलागा,
RSS, BJP and Yoga.

ID: 1274427205

linkhttp://www.bjpjaleswsr.com calendar_today17-03-2013 08:33:30

303 Tweet

45 Followers

466 Following

Chandan Kumar Pal. ( Modi ka Paribar) (@appuchandanpal) 's Twitter Profile Photo

ହିନ୍ଦୁ ନବ ବର୍ଷର ଅଭିନନ୍ଦନ। ପ୍ରଭୁ ଶ୍ରୀରାମ ଙ୍କ କୃପାରୁ ଆଗାମୀ ବର୍ଷ ଆପଣଙ୍କ ପାଇଁ ସୁନ୍ଦର ଏବଂ ସହଜ ହୋଇ ଉଠୁ ଏହା ହିଁ ପ୍ରାର୍ଥନା।

ହିନ୍ଦୁ ନବ ବର୍ଷର ଅଭିନନ୍ଦନ। ପ୍ରଭୁ ଶ୍ରୀରାମ ଙ୍କ କୃପାରୁ ଆଗାମୀ ବର୍ଷ ଆପଣଙ୍କ ପାଇଁ ସୁନ୍ଦର ଏବଂ ସହଜ ହୋଇ ଉଠୁ ଏହା ହିଁ ପ୍ରାର୍ଥନା।
Dharmendra Pradhan (@dpradhanbjp) 's Twitter Profile Photo

ସ୍ଵାଧୀନତାର ୭୬ ବର୍ଷ ପରେ ବି ଗାଁକୁ ରାସ୍ତା ନଥିବାରୁ ଲୋକଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିପାରୁନି । ରୋଗୀଙ୍କୁ ଭାରରେ, ଖଟିଆରେ ନେବାର ଦୃଶ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ ନୂଆପିଢିର ପିଲାମାନେ ଅପପୃଷ୍ଟିର ଶିକାର।ଓଡ଼ିଶାରେ ୧୯% ଶିଶୁ ଜନ୍ମ ବେଳେ କମ ଓଜନ ହୋଇଥିବା ବେଳେ ୩୧% ଶିଶୁ ବୟସ ଅନୁସାରେ ଉଚ୍ଚତା କମ, ୧୮% ଶିଶୁ ଉଚ୍ଚତା

ହେଇଟି ଭାଇନା (@heitibhaina) 's Twitter Profile Photo

ପାଣ୍ଡୁ କହୁଛି ପ୍ରାର୍ଥୀକୁ ଦେଖନାହିଁ ଦଳକୁ, ଚିହ୍ନକୁ ଦେଖି ଭୋଟ ଦିଅ ! ପ୍ରାର୍ଥୀ ହେଉଛନ୍ତି ଲୋକଙ୍କ ପ୍ରତିନିଧି । ଲୋକ ନିଜ ପ୍ରତିନିଧି ବାଛିବେ, ପ୍ରତିନିଧି ଲୋକଙ୍କ ସେବା କରିବେ, ଏହା ହିଁ ଗଣତନ୍ତ୍ର । ପାଣ୍ଡୁ ଗଣତନ୍ତ୍ର ଚାହୁଁନାହିଁ, ତାମିଲ ଶାସନ ଚାହୁଁଚି । ଦଳରେ ସର୍ବେସର୍ବା ହେବାକୁ ଚାହୁଁଛି ।

Chandan Kumar Pal. ( Modi ka Paribar) (@appuchandanpal) 's Twitter Profile Photo

ଜୀବନ ଧାରଣର ମାନ ହେବ ଉନ୍ନତ ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି

Dharmendra Pradhan (@dpradhanbjp) 's Twitter Profile Photo

ଜୟ ମା' ସମଲେଇ 🙏 ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସିକ ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ କରିବା ସହ ଆଶୀର୍ବାଦ କାମନା କଲି ।

ଜୟ ମା' ସମଲେଇ 🙏

ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସିକ ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ କରିବା ସହ ଆଶୀର୍ବାଦ କାମନା କଲି ।
Golak Mohapatra (@gmohapatrabjp) 's Twitter Profile Photo

ଗାଁ କୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଗର୍ଭବତୀ ଙ୍କୁ ୨ କିଲୋମିଟର ଖଟିଆରେ ବୋହିନେଲେ ପରିବାର ଲୋକେ ।

Manmohan Samal (@samalmanmohan7) 's Twitter Profile Photo

ଓଡ଼ିଶାର ଅସ୍ମିତା ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଛି, ଓଡ଼ିଶାର ପରିଚୟ ସଙ୍କଟରେ ଅଛି, ଓଡ଼ିଆ ଭାଷା ବର୍ତ୍ତମାନ ବିପଦରେ ପଡିଛି । ଓଡ଼ିଶାର ଲୋକେ ଆଉ ସହ୍ୟ କରିବେ, ଏହାକୁ ମୁଁ ବିଶ୍ୱାସ କରି ପାରୁନାହିଁ । ଓଡ଼ିଶା ଦେଶର ସବୁଠାରୁ ସମୃଦ୍ଧ ରାଜ୍ୟ ହୋଇ ପାରିଥାନ୍ତା, କିନ୍ତୁ ଏମାନେ ରାଜ୍ୟର କ'ଣ ଅବସ୍ଥା କରି ରଖିଛନ୍ତି ? ଯଦି ଓଡ଼ିଶାବାସୀ

Chandan Kumar Pal. ( Modi ka Paribar) (@appuchandanpal) 's Twitter Profile Photo

ଓଡ଼ିଶାର ଅସ୍ମିତା ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଛି, ଓଡ଼ିଶାର ପରିଚୟ ସଙ୍କଟରେ ଅଛି, ଓଡ଼ିଆ ଭାଷା ବର୍ତ୍ତମାନ ବିପଦରେ ପଡିଛି । ଓଡ଼ିଶାର ଲୋକେ ଆଉ ସହ୍ୟ କରିବେ, ଏହାକୁ ମୁଁ ବିଶ୍ୱାସ କରି ପାରୁନାହିଁ । ଓଡ଼ିଶା ଦେଶର ସବୁଠାରୁ ସମୃଦ୍ଧ ରାଜ୍ୟ ହୋଇ ପାରିଥାନ୍ତା, କିନ୍ତୁ ଏମାନେ ରାଜ୍ୟର କ'ଣ ଅବସ୍ଥା କରି ରଖିଛନ୍ତି ?

Manmohan Samal (@samalmanmohan7) 's Twitter Profile Photo

ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଓଡ଼ିଶା ବିକାଶ କ୍ଷେତ୍ରରେ ବହୁତ୍ ପଛରେ ପଡିଛି । ଓଡ଼ିଶାର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ବର୍ତ୍ତମାନ ଜନତା ବୁଝି ସାରିଛନ୍ତି ଯେ ଅନ୍ୟ କେହି ଜଣେ ଓଡ଼ିଶାରେ ସରକାର ଚଳାଉଛି। - ମାନନୀୟ ଶ୍ରୀ Amit Shah ଜୀ

Mohan Charan Majhi (@mohanmodisha) 's Twitter Profile Photo

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରୁଛି ।

Sambit Patra (@sambitswaraj) 's Twitter Profile Photo

यह भयावह दृश्य किसी तालिबानी शासन वाले देश अथवा शरीया कानून के हिसाब से चलने वाले राज्य का नहीं है, यह पश्चिम बंगाल का दृश्य है जहां INDI गठबंधन की साथी दल TMC की सरकार है। एक महिला के साथ इस तरह का दुर्दांत और तालिबानी व्यवहार मन को पीड़ित करने वाला है।

SocialTalk (@socialtalks96) 's Twitter Profile Photo

ୟେ ଘଟଣା କାଳେ #ପଶ୍ଚିମବଙ୍ଗ ର 🙋🏼‍♂️ ଆଉ ଶାସନ ସେଠୀ ଚାଲିଛି Taliban ପରି 🙋🏼‍♂️ ଜଣେ ମହିଳା କୁ ଏହି ପରି ବାଡେଇବା ପୁଣି VDO କରି SM ରେ ଛାଡ଼ିବା କୌ ଗଣତନ୍ତ୍ର ରେ ନ୍ୟାୟ 🙏 କିନ୍ତୁ ଦେଶର ବିପକ୍ଷ ଆଉ Congress ଚୁପ୍ 🙋🏼‍♂️... #save_Bengal

Chandan Kumar Pal. ( Modi ka Paribar) (@appuchandanpal) 's Twitter Profile Photo

ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ! 🇮🇳🤝🇺🇸 ​ବର୍ତ୍ତମାନ ଆମେରିକା ଭାରତୀୟ ସାମଗ୍ରୀ ଉପରେ ଟାରିଫ୍ (Tariff) କୁ ହ୍ରାସ କରି ମାତ୍ର ୧୮% କରିଦେଇଛି। ପୂର୍ବରୁ ଏହା ୫୦% ରୁ ଅଧିକ ଥିଲା। ଏହି ନିଷ୍ପତ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଆହୁରି ମଜବୁତ ହେବ,