ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA

@antarangak

ANTARANGA KALINGA is a spreadsheet of Odia's pride. It is dedicated to relive the glorious past of ancient Kalinga, Utkal and Odisha.

ID: 1310836575769563136

linkhttp://www.antarangakalinga.org calendar_today29-09-2020 07:00:11

429 Tweet

400 Followers

281 Following

ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile Photo

ଓଡ଼ିଶାର ଅନ୍ୟତମ ବିପ୍ଳବୀ, ସମାଜବାଦୀ ନେତା, କୃଷକ, ପ୍ରଜା ତଥା ଭୂଦାନ ଆନ୍ଦୋଳନର ସେନାପତି, ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଭାରତଛାଡ଼ ଆନ୍ଦୋଳନର ଅଗ୍ରଣୀ ମହାରଥୀ, ଆଦର୍ଶବାଦୀ ଓ ସତ୍ୟନିଷ୍ଠ ରାଜନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ଜନତାମନସ୍କ ଜନନେତା ପରମପୂଜ୍ୟ #ନବକୃଷ୍ଣ ଚୌଧୁରୀଙ୍କୁ ମହାପ୍ରୟାଣ ଦିବସରେ ସଶ୍ରଦ୍ଧ ଦଣ୍ଡବତ 🙏🙏

ଆଜିର ଧରାବତରଣ ଦିବସରେ (ନେତ୍ରୋତ୍ସବ) ଭକ୍ତକବି #ଗୋପାଳକୃଷ୍ଣ ପଟ୍ଟନାୟକଙ୍କୁ ଶତ ଶତ ଦଣ୍ଡପ୍ରଣାମ 🙏🙏

ଆଜିର ଧରାବତରଣ ଦିବସରେ (ନେତ୍ରୋତ୍ସବ) ଭକ୍ତକବି #ଗୋପାଳକୃଷ୍ଣ ପଟ୍ଟନାୟକଙ୍କୁ ଶତ ଶତ ଦଣ୍ଡପ୍ରଣାମ 🙏🙏
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile Photo

"ଗୋଦାବରୀ ଉପକୂଳ ନିୟତ ଊର୍ବର କୃପାମୟ କୃପାସିନ୍ଧୁ ଜନହିତକର । କାର୍ଯ୍ୟସାଧନରେ ଅବତୀର୍ଣ୍ଣ ଧରାଧାମେ ସମବେତ ସେମାନେ ତ ସତ୍ଯବାଦୀ ଗ୍ରାମେ । ଜ୍ଞାନରାଶି ପବିତ୍ରତା ଉଭୟ ତ ଠୁଳ ଉଦ୍ଧରିବେ ଭଗୀରଥ ସମାନରେ କୁଳ ।" (ଉତ୍କଳ ଭ୍ରମଣଂ, ବ୍ୟାସକବି ଫକୀରମୋହନ) ସତ୍ୟବାଦୀ ପଞ୍ଚସଖାଙ୍କ ଐତିହାସିକ କୃପାସିନ୍ଧୁ ମିଶ୍ରଙ୍କ ଜନ୍ମଦିବସରେ ପ୍ରଣତି🙏🏻

"ଗୋଦାବରୀ ଉପକୂଳ ନିୟତ ଊର୍ବର
କୃପାମୟ କୃପାସିନ୍ଧୁ ଜନହିତକର ।
କାର୍ଯ୍ୟସାଧନରେ ଅବତୀର୍ଣ୍ଣ ଧରାଧାମେ 
ସମବେତ ସେମାନେ ତ ସତ୍ଯବାଦୀ ଗ୍ରାମେ ।
ଜ୍ଞାନରାଶି ପବିତ୍ରତା ଉଭୟ ତ ଠୁଳ
ଉଦ୍ଧରିବେ ଭଗୀରଥ ସମାନରେ କୁଳ ।"
(ଉତ୍କଳ ଭ୍ରମଣଂ, ବ୍ୟାସକବି ଫକୀରମୋହନ)
ସତ୍ୟବାଦୀ ପଞ୍ଚସଖାଙ୍କ ଐତିହାସିକ କୃପାସିନ୍ଧୁ ମିଶ୍ରଙ୍କ ଜନ୍ମଦିବସରେ ପ୍ରଣତି🙏🏻
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile Photo

ମିଟି ମିଟି ଆଖି ନୂଆ ବୋହୂଟିଏ ସଜାଡୁଥିଲା ଜାଳେଣି, ବାଡ଼ ଉହାଡରୁ କୁଆମଇତାଟି ତୋଳୁଥିଲା ତା' ସଙ୍ଗିନୀ । #ପଲ୍ଲୀକବି #ନନ୍ଦକିଶୋର ବଳ 🙏🙏

ମିଟି ମିଟି ଆଖି ନୂଆ ବୋହୂଟିଏ 
ସଜାଡୁଥିଲା ଜାଳେଣି,
ବାଡ଼ ଉହାଡରୁ କୁଆମଇତାଟି 
ତୋଳୁଥିଲା ତା' ସଙ୍ଗିନୀ ।
#ପଲ୍ଲୀକବି #ନନ୍ଦକିଶୋର ବଳ 🙏🙏
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile Photo

କର୍ମନିଷ୍ଠ, ସେବାପରାୟଣ ଚିକିତ୍ସକ ତଥା ଦ୍ଵିତୀୟ ଈଶ୍ୱରମାନଙ୍କ ସହିତ ସମସ୍ତ ଡାକ୍ତରଙ୍କୁ ଆଜି ଜାତୀୟ #ଚିକିତ୍ସକ_ଦିବସ (Doctors'Day) ଉପଲକ୍ଷେ ଶୁଭେଚ୍ଛା ଓ ଦଣ୍ଡବତ . . 🙏💖🎁🎉 #ଦ୍ଵିତୀୟ_ଈଶ୍ୱର 🙏🙏 #ବନ୍ଦେ_ଉତ୍କଳ_ଜନନୀ 🙏🙏

କର୍ମନିଷ୍ଠ, ସେବାପରାୟଣ ଚିକିତ୍ସକ ତଥା ଦ୍ଵିତୀୟ ଈଶ୍ୱରମାନଙ୍କ ସହିତ ସମସ୍ତ ଡାକ୍ତରଙ୍କୁ ଆଜି ଜାତୀୟ #ଚିକିତ୍ସକ_ଦିବସ (Doctors'Day) ଉପଲକ୍ଷେ ଶୁଭେଚ୍ଛା ଓ ଦଣ୍ଡବତ . . 🙏💖🎁🎉

#ଦ୍ଵିତୀୟ_ଈଶ୍ୱର 🙏🙏
#ବନ୍ଦେ_ଉତ୍କଳ_ଜନନୀ 🙏🙏
Akshay acharya (@akshayachach) 's Twitter Profile Photo

We are hopeful that Odisha's pride Hon'ble President of India will visit Renovated Last Resting Place of Utkal Gourab MS Das at Tulsipur which is very close to Indoor Stadium, Cuttack, Odisha in her Cuttack tour on 15th July2025. President of India PMO India CMO Odisha

ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile Photo

Dasarathi Patnaik, fondly known as #DasiaAja, is widely regarded as the Father of the Library Movement in Odisha. His entire life was dedicated to raising awareness about the importance of libraries among the people of the state.

ଓଡ଼ିଆଙ୍କୁ ଆଉ ଓଡ଼ିଆ ସାହିତ୍ୟକୁ ନୂତନ ଆଲୋକ ଦେଇ ଯାଇଥିବା ଲୋକଟି କିନ୍ତୁ ଚିରକାଳ ଅନ୍ଧାରରେ 😢😢 କି ପାପ ଅବା କରିଥିଲେ ସେ ? ଏ ଜାତିକୁ କ୍ଷମା କରନ୍ତୁ ହେ #କବିବର 🙏🙏 #Kabibara

ଓଡ଼ିଆଙ୍କୁ ଆଉ ଓଡ଼ିଆ ସାହିତ୍ୟକୁ ନୂତନ ଆଲୋକ ଦେଇ ଯାଇଥିବା ଲୋକଟି କିନ୍ତୁ ଚିରକାଳ ଅନ୍ଧାରରେ 😢😢 
କି ପାପ ଅବା କରିଥିଲେ ସେ ? 
ଏ ଜାତିକୁ କ୍ଷମା କରନ୍ତୁ ହେ #କବିବର 🙏🙏 
#Kabibara
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile Photo

#ପୂଜ୍ୟପୂଜା୧୦୦୦ଦିନ ଆମ ଇଷ୍ଟପୁରୁଷଙ୍କ ସ୍ମୃତିଚାରଣ ଆଉ ପୂଜା କେବଳ ଜୟନ୍ତୀ ଅବା ତିରୋଧାନ ଦିବସରେ ନୁହେଁ ପ୍ରତିଦିନ ହେଉ ! ହାତ ମିଳାନ୍ତୁ, କଟକର ସେଇ ନିଷ୍ଠାପର ମଧୁପ୍ରେମୀମାନଙ୍କ ସହିତ ଦୀର୍ଘ ୧୦୦୦ ଦିନ ଧରି ନିରବଚ୍ଛିନ୍ନ ଭାବେ ମଧୁବାବୁଙ୍କ ସମାଧୀପୀଠରେ ନିତ୍ୟପୂଜ୍ୟପୂଜା କରି ଅନନ୍ୟ ଉଦାହରଣ ସୃଷ୍ଟି କରି ପାରିଛନ୍ତି 💖

#ପୂଜ୍ୟପୂଜା୧୦୦୦ଦିନ
ଆମ ଇଷ୍ଟପୁରୁଷଙ୍କ ସ୍ମୃତିଚାରଣ ଆଉ ପୂଜା କେବଳ ଜୟନ୍ତୀ ଅବା ତିରୋଧାନ ଦିବସରେ ନୁହେଁ ପ୍ରତିଦିନ ହେଉ ! 
ହାତ ମିଳାନ୍ତୁ, କଟକର ସେଇ ନିଷ୍ଠାପର ମଧୁପ୍ରେମୀମାନଙ୍କ ସହିତ ଦୀର୍ଘ ୧୦୦୦ ଦିନ ଧରି ନିରବଚ୍ଛିନ୍ନ ଭାବେ ମଧୁବାବୁଙ୍କ ସମାଧୀପୀଠରେ ନିତ୍ୟପୂଜ୍ୟପୂଜା କରି ଅନନ୍ୟ ଉଦାହରଣ ସୃଷ୍ଟି କରି ପାରିଛନ୍ତି 💖
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile Photo

ଆସନ୍ତୁ ଯିବା ଐତିହାସିକ #କଲଣ ଗାଁକୁ ! ୦୫ ସେପ୍ଟେମ୍ବର, ୨୦୨୫, ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ଦ୍ଵାରା ପରିଚାଳିତ ପାଠାଗାର ସ୍ଥାପନା ହେବ, ପରେ ସର୍ବସମ୍ମତି କ୍ରମେ ସ୍ଥାନୀୟ ଜନୈକ ମହାପୁରୁଷଙ୍କ ନାମରେ ନାମିତ ହେବ ମଧ୍ୟ 👌💖 #ପାଠାଗାର #AntarangaKalingaFoundation #Kalana #Madhupur #Madhubabu #OdiaPride

ଆସନ୍ତୁ ଯିବା ଐତିହାସିକ #କଲଣ ଗାଁକୁ ! 
୦୫ ସେପ୍ଟେମ୍ବର, ୨୦୨୫, ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ଦ୍ଵାରା ପରିଚାଳିତ ପାଠାଗାର ସ୍ଥାପନା ହେବ, ପରେ  ସର୍ବସମ୍ମତି କ୍ରମେ ସ୍ଥାନୀୟ ଜନୈକ ମହାପୁରୁଷଙ୍କ ନାମରେ ନାମିତ ହେବ ମଧ୍ୟ 👌💖
#ପାଠାଗାର 
#AntarangaKalingaFoundation
#Kalana
#Madhupur 
#Madhubabu 
#OdiaPride
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile Photo

Meeting Point: In front of JN Indoor Stadium Gates *Flag Hoisting* at *8.30 AM* Followed by *Launching of the Campaign* #ବାରବାଟୀବଞ୍ଚାଅ #SaveBarabati ପ୍ରତ୍ୟକ ଓଡ଼ିଆ ଏହି ଅଭିଯାନରେ ସାମିଲ ହୋଇ ଓଡ଼ିଆ ଅସ୍ମିତାର ବଳିଷ୍ଠ ପ୍ରତୀକ ବାରବାଟୀକୁ ତାର ନ୍ୟାଯ୍ୟ ପ୍ରାପ୍ୟ ପ୍ରଦାନ କରନ୍ତୁ। ବନ୍ଦେ ଉତ୍କଳ ଜନନୀ 🙏

Meeting Point: In front of JN Indoor Stadium Gates
*Flag Hoisting* at *8.30 AM*
Followed by *Launching of the Campaign*
#ବାରବାଟୀବଞ୍ଚାଅ
#SaveBarabati
ପ୍ରତ୍ୟକ ଓଡ଼ିଆ ଏହି ଅଭିଯାନରେ ସାମିଲ ହୋଇ ଓଡ଼ିଆ ଅସ୍ମିତାର ବଳିଷ୍ଠ ପ୍ରତୀକ ବାରବାଟୀକୁ ତାର ନ୍ୟାଯ୍ୟ ପ୍ରାପ୍ୟ ପ୍ରଦାନ କରନ୍ତୁ।
ବନ୍ଦେ ଉତ୍କଳ ଜନନୀ 🙏
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile Photo

ଏମିତି ବହିଟିଏ ଲେଖିଦେଲ ଯେ ଜଗନ୍ନାଥ, ସେ ବହି ହେଲା ଚିର ଅମର ଆଉ ଚିରପୂଜ୍ୟ ! ବହିଟି ଲେଖି ତମେ ବି ହେଇଗଲ ଚିର ଅମର ଆଉ ଚିରପୂଜ୍ୟ ! ଧନ୍ୟ ତୁମେ ଜଗନ୍ନାଥ, ଧନ୍ୟ ଧନ୍ୟ 🙏🙏 #PanditJagannathaDasa #Bhagabata

ଏମିତି ବହିଟିଏ ଲେଖିଦେଲ ଯେ ଜଗନ୍ନାଥ, ସେ ବହି ହେଲା ଚିର ଅମର ଆଉ ଚିରପୂଜ୍ୟ ! ବହିଟି ଲେଖି ତମେ ବି ହେଇଗଲ ଚିର ଅମର ଆଉ ଚିରପୂଜ୍ୟ ! 
ଧନ୍ୟ ତୁମେ ଜଗନ୍ନାଥ, ଧନ୍ୟ ଧନ୍ୟ 🙏🙏
#PanditJagannathaDasa 
#Bhagabata
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile Photo

ମହୋଦଧି କହେ, 'ମାଟି, ତମେ ମୋର ସବୁଠୁ ଅଧିକ ବୈରୀ, ଚାରିଆଡ଼େ ମୋର ବନ୍ଧନ ପାତି ନଷ୍ଟ କର ମୋ ଶୈଳୀ' ମାଟି କହେ, 'ତମେ ବାରିଧି ମୋ ଘରେ ସବୁଠୁ ଅବାଞ୍ଛିତ, ଦେଶ ଦେଶ ମୋର ଉଜାଡ଼ି କରିଛ ନଷ୍ଟ, ବିଲୁଣ୍ଠିତ' ସୃଷ୍ଟି କହଇ ରହସ୍ୟ-ହସେ 'କଠିନ ତରଳ ଦୁଇ, ତମ ଦି' ଜଣର ଘନ ଆଶ୍ଳେଷେ ସମ୍ଭବ ପରା ମୁହିଁ' । -ଆଶ୍ଳେଷ, ମାୟାଧର ମାନସିଂହ

ମହୋଦଧି କହେ, 'ମାଟି, ତମେ ମୋର 
ସବୁଠୁ ଅଧିକ ବୈରୀ,
ଚାରିଆଡ଼େ ମୋର ବନ୍ଧନ ପାତି 
ନଷ୍ଟ କର ମୋ ଶୈଳୀ' 
ମାଟି କହେ, 'ତମେ ବାରିଧି ମୋ ଘରେ 
ସବୁଠୁ ଅବାଞ୍ଛିତ,
ଦେଶ ଦେଶ ମୋର ଉଜାଡ଼ି କରିଛ 
ନଷ୍ଟ, ବିଲୁଣ୍ଠିତ'
ସୃଷ୍ଟି କହଇ ରହସ୍ୟ-ହସେ 
'କଠିନ ତରଳ ଦୁଇ, 
ତମ ଦି' ଜଣର ଘନ ଆଶ୍ଳେଷେ 
ସମ୍ଭବ ପରା ମୁହିଁ' ।
-ଆଶ୍ଳେଷ, ମାୟାଧର ମାନସିଂହ
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile Photo

ଅଥଚ ଆମେ ଆମ #ମାତୃଭାଷା ର ସାହିତ୍ୟ ବହି କିଣିପାରିବା ନାହିଁ ? #ଛମାଣ_ଆଠଗୁଣ୍ଠ ପରି କ୍ଲାସିକ ସାହିତ୍ୟ ବହି ଆମକୁ ଆମ ସରକାର ମାଗଣାରେ କାହିଁକି ଦେବେ ? ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ, #ବାଲିଯାତ୍ରା ରେ ଛୋଟ ବାକ୍ସ ଟିଏର ବ୍ୟବସ୍ଥା କରାଯାଉ, ବହି ନେଉଥିବା ଓଡ଼ିଆଏ କିଛି କିଛି ଅନୁଦାନ ରାଶି ପୈଠ କରି ବହି ନିଅନ୍ତୁ

ଅଥଚ ଆମେ ଆମ #ମାତୃଭାଷା ର ସାହିତ୍ୟ ବହି କିଣିପାରିବା ନାହିଁ ? 

#ଛମାଣ_ଆଠଗୁଣ୍ଠ ପରି କ୍ଲାସିକ ସାହିତ୍ୟ ବହି ଆମକୁ ଆମ ସରକାର ମାଗଣାରେ କାହିଁକି ଦେବେ ? 

ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ, #ବାଲିଯାତ୍ରା ରେ ଛୋଟ ବାକ୍ସ ଟିଏର ବ୍ୟବସ୍ଥା କରାଯାଉ, ବହି ନେଉଥିବା ଓଡ଼ିଆଏ କିଛି କିଛି ଅନୁଦାନ ରାଶି ପୈଠ କରି ବହି ନିଅନ୍ତୁ
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile Photo

ଏଥର #ଓଡ଼ିଆ_ଅସ୍ମିତାର_ମହାପର୍ବ ୨୦୨୫ ରେ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ସମ୍ବର୍ଦ୍ଧିତ କରିବ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲକାରୀ ୧୦ ଜଣ ସ୍ଥାନୀୟ ପ୍ରତିଭାଙ୍କୁ . . #Kalana #UtkalSammilani #Odiaasmitaramahaparba #AntarangaKalingaFoundation

ଏଥର #ଓଡ଼ିଆ_ଅସ୍ମିତାର_ମହାପର୍ବ ୨୦୨୫ ରେ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ସମ୍ବର୍ଦ୍ଧିତ କରିବ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲକାରୀ ୧୦ ଜଣ ସ୍ଥାନୀୟ ପ୍ରତିଭାଙ୍କୁ . . 
#Kalana
#UtkalSammilani 
#Odiaasmitaramahaparba 
#AntarangaKalingaFoundation
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA (@antarangak) 's Twitter Profile Photo

ଗତକାଲି ଭୁବନେଶ୍ବର ଠାରେ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି 💖👌 ଆମର ଅଗଣିତ ଶ୍ରଦ୍ଧାଶୀଳ ପାଠକ ତଥା ସୁହୃଦଙ୍କ ସ୍ନେହ, ଶ୍ରଦ୍ଧାକୁ ପାଥେୟ କରି ଆଗେଇ ଚାଲିବାର ସଙ୍କଳ୍ପ . . Love you all 💕💕 Keep supporting 🤝🤝 #ଅନ୍ତରଙ୍ଗ_କଳିଙ୍ଗ_ଫାଉଣ୍ଡେସନ #AntarangaKalingaFoundation

ଗତକାଲି ଭୁବନେଶ୍ବର ଠାରେ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି 💖👌
ଆମର ଅଗଣିତ ଶ୍ରଦ୍ଧାଶୀଳ ପାଠକ ତଥା ସୁହୃଦଙ୍କ ସ୍ନେହ, ଶ୍ରଦ୍ଧାକୁ ପାଥେୟ କରି ଆଗେଇ ଚାଲିବାର ସଙ୍କଳ୍ପ . . 

Love you all 💕💕 
Keep supporting 🤝🤝
#ଅନ୍ତରଙ୍ଗ_କଳିଙ୍ଗ_ଫାଉଣ୍ଡେସନ 
#AntarangaKalingaFoundation