
Mukesh Kumar Sahu
@anchor_mukesh
Journalist...News Anchor at Kanak News..
ID: 1027615222641524736
09-08-2018 17:58:56
5,5K Tweet
4,4K Takipçi
241 Takip Edilen


ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ … ପହିଲି ରଜର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା #PahiliRaja #Rajafestival #Odisha #HappyRaja #KanakNews Mukesh Kumar Sahu Kanak News






#ବଡ଼_ଖବର 👉୨୦ତାରିଖରେ ଖୋଲିବ ସ୍କୁଲ 👉ସବୁ ଜିଲ୍ଲାର ଶିକ୍ଷାଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି #School #Reopen #Odisha EducationOdisha




👉ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ 👉୨୨ରେ ମୁମ୍ବାଇର କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଯିବେ 👉ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ଯିବେ ନବୀନ 👉ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ପରୀକ୍ଷା କରିବେ #NaveenPatnaik #Odisha #BJD Biju Janata Dal Naveen Patnaik


ଲୁସା ଗଣିକ୍ ନାମକ ଜଣେ ଆଦିବାସୀ ମହିଳାଙ୍କୁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । #NarendraModi #Bhubaneswar #Odisha #ModiInOdisha #BJP BJP Odisha Narendra Modi


👉ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ 👉ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ 👉ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ 👉ମୋହନ ସରକାରଙ୍କ ଟିମ୍କୁ ବଧାଇ ଜଣାଉଛି 👉ବର୍ଷକ ଭିତରେ ବେଶ୍ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି #NarendraModi #Bhubaneswar #Odisha #BJP #ModiInOdisha BJP Odisha


#ମୋଦିଙ୍କୁ_ଟାଣିଆଣିଲା_ମହାପ୍ରଭୁଙ୍କ_ମାଟି ମୋଦୀଙ୍କ ସମ୍ବୋଧନ: 'ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି' 'କାନାଡାରେ ଥିବାବେଳେ ଟ୍ରମ୍ପ ଆମେରିକା ଯିବାକୁ ନିମନ୍ତ୍ରଣ କରିଥିଲେ' 'ତାଙ୍କ ନିମନ୍ତ୍ରଣ ରକ୍ଷା ନକରି ମୁଁ ଓଡ଼ିଶା ଆସିଲି' 'ଜଗନ୍ନାଥ ଆମ ଆରାଧ୍ୟ ଆଉ ପ୍ରେରଣା' #NarendraModi #Bhubaneswar #Odisha BJP Odisha


'#ବିକାଶର_ଡବଲ_ଇଞ୍ଜିନ' 👉ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ 👉ଯେଉଁସବୁ ରାଜ୍ୟରେ ବିଜେପି ଶାସନ ଆସିଛି, ବିକାଶ ଆସିଛି 👉ଆସାମ ଓ ତ୍ରିପୁରା ରାଜ୍ୟର ଉଦାହରଣ ରଖିଲେ 👉ବିଜେପି କେବଳ ବିକାଶରେ ହିଁ ବିଶ୍ବାସ କରେ #NarendraModi #Bhubaneswar #Odisha #ModiInOdisha Narendra Modi BJP Odisha


#ଓଡ଼ିଶା_ଭିଜନ_ଉନ୍ମୋଚନ 👉ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଭେଟି 👉ଓଡ଼ିଶା ଭିଜନ୍ ୨୦୩୬ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ #NarendraModi #OdishaVision #Bhubaneswar #Odisha #ModiInOdisha BJP Odisha Narendra Modi



#ଦିଲ୍ଲୀରେ_ଅଦିନିଆ_ରଥଯାତ୍ରା 👉ଦିଲ୍ଲୀ କମଳା ନଗରରେ ପାଳନ ହେଲା ଅଦିନିଆ ରଥଯାତ୍ରା 👉ସାମିଲ୍ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା #Delhi #RathJatra2025 #Odisha #RekhaGupta Rekha Gupta



ମୋ ସହ ଦେଖନ୍ତୁ ଦେଶଦୁନିଆର ବଡ଼ ଖବର, ଆଜି ସନ୍ଧ୍ୟା ୭.୩୦ରେ, କନକ ନ୍ୟୁଜରେ #NationalNews #News #WarUpdate #KanakNews Kanak News #Anchor #AnchorMukesh Mukesh Kumar Sahu #Odisha #Bulletin

ଇରାନ-ଇସ୍ରାଏଲ୍ ଯୁଦ୍ଧ ଖବରକୁ ନେଇ ମୋ ସହ ଦେଖନ୍ତୁ ସ୍ପେଶାଲ୍ ରିପୋର୍ଟ, ଆଜି ରାତି ୮.୩୦ରେ, କନକ ନ୍ୟୁଜରେ #SpecialReport #News #WarUpdate #IranVsIsrael #IranIsraelConflict #Iran #KanakNews #Anchor #AnchorMukesh Kanak News Mukesh Kumar Sahu #Odisha