Ajit kumar behera (@ajitkrbehera) 's Twitter Profile
Ajit kumar behera

@ajitkrbehera

I am a journalist.

ID: 423263172

linkhttp://www.google.com calendar_today28-11-2011 08:47:33

856 Tweet

182 Followers

822 Following

I & PR Department, Odisha (@ipr_odisha) 's Twitter Profile Photo

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଚଳିତ ଡିସେମ୍ବର ୫ ତାରିଖରୁ ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଆଦି ସ୍ଥାନରେ ମାତ୍ରାଧିକ ବର୍ଷା ହେବାର ସମ୍ଭାବନା

usd (@usd0705) 's Twitter Profile Photo

ବାତ୍ୟା #Michaung ର ନାମ (#ମିଗଜୋମ ଭାବରେ ଉଚ୍ଚାରଣ) ମିଆଁମାର ଦ୍ୱାରା ଦିଆଯାଇଛି ଏବଂ ଏହାର ଅର୍ଥ ହେଉଛି ଶକ୍ତି

ବାତ୍ୟା #Michaung ର ନାମ (#ମିଗଜୋମ ଭାବରେ ଉଚ୍ଚାରଣ) ମିଆଁମାର ଦ୍ୱାରା  ଦିଆଯାଇଛି ଏବଂ ଏହାର ଅର୍ଥ ହେଉଛି ଶକ୍ତି
BOOK INN (@bookinnodisha) 's Twitter Profile Photo

ଅନେକ ପୁରୁଣା ଖବରକାଗଜ ସ୍ୱାଧୀନତା ପୂର୍ବରୁ ଆଜି ପର୍ଯ୍ୟନ୍ତ... #ଓଡ଼ିଆଭାଷାସମ୍ମିଳନୀ #bookinn

ଅନେକ ପୁରୁଣା ଖବରକାଗଜ
ସ୍ୱାଧୀନତା ପୂର୍ବରୁ ଆଜି ପର୍ଯ୍ୟନ୍ତ...
#ଓଡ଼ିଆଭାଷାସମ୍ମିଳନୀ 
#bookinn
usd (@usd0705) 's Twitter Profile Photo

ସ୍ୱାଭାବିକ ଠାରୁ ଗୋଟିଏ ଦିନ ଆଗରୁ ମୌସୁମୀ କେରଳ ଛୁଇଁବା ସମ୍ଭାବନା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ କେରଳ ଉପକୂଳ କୁ 31ମଇ 2024 (ମଡେଲ ଜନିତ ତ୍ରୁଟି ±4ଦିନ) ସୁଦ୍ଧା ଛୁଇଁଵା ସମ୍ଭାବନା

ସ୍ୱାଭାବିକ ଠାରୁ ଗୋଟିଏ ଦିନ ଆଗରୁ ମୌସୁମୀ କେରଳ ଛୁଇଁବା ସମ୍ଭାବନା 

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ କେରଳ ଉପକୂଳ କୁ 31ମଇ 2024 (ମଡେଲ ଜନିତ ତ୍ରୁଟି ±4ଦିନ) ସୁଦ୍ଧା ଛୁଇଁଵା ସମ୍ଭାବନା
Meteorological Centre, Bhubaneswar (@mcbbsr) 's Twitter Profile Photo

#Monsoon Seasonal district average cumulative #rainfall along with #percentage departure from normal (mentioned within bracket) (till today, #24th June 2024) over the districts of Odisha

#Monsoon Seasonal district average cumulative #rainfall along with #percentage departure from normal (mentioned within bracket) (till today, #24th June 2024) over the districts of Odisha
Sudarsan Pattnaik (@sudarsansand) 's Twitter Profile Photo

Jai Jagannath 🙏 I have won Golden sand master award with Gold medal at International sand sculpture championship/festival at St.Petersburg, Russia by creating a 12ft sand sculpture of Mahaprabhu Jagannath's Chariot and His devotee Balaram das .

State Transport Authority, Odisha (@staodisha) 's Twitter Profile Photo

ଲେନ୍ ବଦଳାଇବା ବେଳେ ଅସାବଧାନତା କିଭଳି ଦୁର୍ଘଟଣାର କାରଣ ହୁଏ ସେ ସମ୍ପର୍କରେ ପୂର୍ବରୁ ଏକ ଭିଡିଓ ପ୍ରଦର୍ଶନ କରିଥିଲୁ । ଏବେ ଆଉ ଏକ ଭିଡିଓ ରଖୁଛୁ । ଦେଖନ୍ତୁ, ବାଇକ୍ ଚାଳକ ଡାହାଣରୁ ବାମକୁ ତୁରନ୍ତ ଆସିଯିବା, ପଛ ଗାଡ଼ିର ସ୍ଥିତିକୁ ଦେଖି ସତର୍କ ନ ହେବା ଯୋଗୁଁ କିଭଳି ଦୁର୍ଘଟଣା ଘଟିଲା। #LaneDrivingDiscipline #SignalYourTurn