Dr. Asutosh Acharya
@acharyaasutosh
-Convenor : OdishaFirst
-Climate Scientist
-Sustanability-politics-Literature
-NCAR,USA
-PhD@IIT-BBSR
ID: 1489430168
https://scholar.google.co.in/citations?user=KQRmX5cAAAAJ&hl=en 07-06-2013 03:50:56
8,8K Tweet
548 Followers
1,1K Following
ଏପରି ଜୋକର ପରିଷଦ କୁ ସାରା ଭାରତରେ ଆଉ ପ୍ରମୁଖ ଭାବେ ଓଡିଶା ରେ ବିରୋଧ ହେବା ଦରକାର! ଏମାନେ ଯେମିତି ଶିକ୍ଷାନୁଷ୍ଠାନର ମାଟି ନ ମାଡି ପାରିବେ, ତାହାକୁ ବିଶେଷ ଭାବେ ଧ୍ୟାନ ରଖିବାକୁ ହେବ! Dr. Amar Patnaik
ପାଣ୍ଡିଆନଙ୍କ ରାଜନୈତିକ ଅଭିଳାଷ ଆଉ ନେତା ହେବାର ଇଚ୍ଛା ହୁଏତ ବିଜେଡି ପରି ଆଞ୍ଚଳିକ ଦଳ ପାଇଁ ଶୁଭଙ୍କର ନୁହଁ! କେବଳ ହାୱା ରେ ସରକାର ଚାଲିଗଲା! ଯେଉଁଦିନ ସତ ରେ ଘଟଣା ଘଟିବ, ସେଦିନ ହୁଏତ ଆଞ୍ଚଳିକ ଦଳ ଉପରେ ଲୋକଙ୍କ ଆସ୍ଥା ସବୁଦିନ ପାଇଁ ତୁଟି ଯାଇପାରେ! ଲୋକ ଙ୍କ ମାନସିକତା ବୁଝନ୍ତୁ! Dr. Amar Patnaik Swayam Prakash
ବଟ ମାନେ ୟେ AI joke ରୁ ଆଗକୁ ବଢନ୍ତୁ! ୟେ ଦଳକୁ ଲାଭରୁ ଅଧିକ କ୍ଷତି ପହଞ୍ଚେଇଵ Dr. Amar Patnaik
ଏପରି ହୀନ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ! Dr. Amar Patnaik , ଏହା ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ!