Krushna Chandra Patra
@_krushnachpatra
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ, ଓଡ଼ିଶା ସରକାର
ID: 1803460690604179460
19-06-2024 16:12:23
794 Tweet
562 Followers
22 Following
ଆଜିର ସ୍ୱର୍ଣ୍ଣିମ ସକାଳର ନୂତନ ସୂର୍ଯ୍ୟୋଦୟ ଢେଙ୍କାନାଳ ସ୍ଥିତ ସିମିଳିଆ ଠାରେ ଥିବା ବିବେକାନନ୍ଦ ପ୍ରଭାତ ଶାଖାରେ ରାଷ୍ଟ୍ରସେବା ଓ ସଂସ୍କୃତି ସୁରକ୍ଷା ପାଇଁ ସମର୍ପିତ ରାଷ୍ଟ୍ରୀୟ ସ୍ବୟଂ ସେବକ ଭାଇମାନଙ୍କ ସହ। ଜଣେ ସ୍ୱୟଂ ସେବକ ଭାବେ ରାଷ୍ଟ୍ର ସେବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ଗର୍ବିତ। CMO Odisha
ମହାନ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି, ଭାରତ ରତ୍ନ ତଥା ମିସାଇଲମ୍ୟାନ୍ ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ ପୂଣ୍ୟତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି। CMO Odisha Mohan Charan Majhi Narendra Modi PMO India
ଆଜି ହେଉଛି ବିଶ୍ୱ ଅଙ୍ଗଦାନ ଦିବସ। ଏହି ଦିବ୍ୟ ଅବସରରେ ଅଙ୍ଗଦାନ କରି ସମାଜ ପାଇଁ ଉଦାହରଣ ସାଜିଥିବା ମହାନ ବ୍ୟକ୍ତି ବିଶେଷଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅଙ୍ଗଦାତା ମାନଙ୍କର ନିକଟତମ ଆତ୍ମୀୟଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛି। ଆସନ୍ତୁ ଅଙ୍ଗଦାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା। CMO Odisha