🦋𝓨𝓸𝓰𝓭𝓪𝓷 𝓑𝓪𝓰🦋 (@yogdanb25796) 's Twitter Profile
🦋𝓨𝓸𝓰𝓭𝓪𝓷 𝓑𝓪𝓰🦋

@yogdanb25796

𝙎𝙤𝙘𝙞𝙖𝙡 𝙬𝙤𝙧𝙠𝙚𝙧,𝙅𝙤𝙪𝙧𝙣𝙖𝙡𝙞𝙨𝙢,
🌺𝙔𝙪𝙫𝙖 𝙎𝙝𝙖𝙠𝙩𝙞 𝙉𝙚𝙬𝙨🌺

ID: 1825097047730712576

calendar_today18-08-2024 09:07:16

76 Tweet

182 Followers

597 Following

Kanak News (@kanak_news) 's Twitter Profile Photo

#ମଙ୍କିପକ୍ସ_ପାଇଁ_ଗାଇଡ୍‌ଲାଇନ୍‌ ମଙ୍କି ପକ୍ସ ପାଇଁ ଜାରି ହେଲା ଗାଇଡଲାଇନ । ସବୁ ଜିଲ୍ଲା ଓ ବିମାନବନ୍ଦର ଅଥରୀଟିଙ୍କୁ ଗାଇଡଲାଇନ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । #Monkeypox #guidelines #KanakNews

🦋𝓨𝓸𝓰𝓭𝓪𝓷 𝓑𝓪𝓰🦋 (@yogdanb25796) 's Twitter Profile Photo

ଧର୍ମଗଡ: ଲଗାଣ ବର୍ଷା ଜନିତ ଫସଳ ନଷ୍ଟ କ୍ଷତିପୂରଣ ଦାବିରେ କୋକସରା ତହସିଲ କାର୍ଯ୍ୟାଳୟ ଘେରାଉ କରି ଦାବି ପତ୍ର ପ୍ରଦାନ କଲେ ଚାଷୀ public.app/video/sp_mef5j…

CMO Odisha (@cmo_odisha) 's Twitter Profile Photo

ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ଲୋକଙ୍କ ସରକାର। ଜନାଭିମୁଖୀ କାର୍ଯ୍ୟକ୍ରମକୁ ବ୍ୟାପକ କରି ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ଦିଗରେ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରାଯାଉଛି। ବିକଶିତ ଓଡ଼ିଶାର ଭିତ୍ତି ମଜଭୁତ ହେଉଛି। #Odisha

ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଶିକ୍ଷା ଭିତ୍ତିଭୂମିକୁ ଆହୁରି ମଜଭୁତ କରିବାକୁ ସମସ୍ତ ପଦକ୍ଷେପ ସୁନିଶ୍ଚିତ ହେଉଛି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରତି ଗ୍ରାମ ପଞ୍ଚାୟତରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି। #OdishaCabinet