Sub-Collector &SDM ,Jagatsinghpur (@subcollectorj) 's Twitter Profile
Sub-Collector &SDM ,Jagatsinghpur

@subcollectorj

Government organization

ID: 1219500235442929665

calendar_today21-01-2020 06:01:53

65 Tweet

1,1K Takipçi

18 Takip Edilen

DM_Jagatsinghpur (@collectorjspur) 's Twitter Profile Photo

୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତା. ୨୮.୧୦.୨୩ ରେ ଜଗତସିଂହପୁର ଜିଲ୍ଲାରେ ଭୋଟର ସଚେତନତା ପାଇଁ ଅନୁଷ୍ଠିତ ହୋଇଥିବା ପଥ ଉତ୍ସବ କାର୍ଯ୍ୟକ୍ରମରେ ଗଣତନ୍ତ୍ର କୁ ସୁଦୃଢ କରିବାର ବାର୍ତ୍ତା ବାଣ୍ଟିବା ସହିତ କୁଇଜ୍, ରେଙ୍ଗୋଲି ଏବଂ ମାନବ ଶୃଙ୍ଖଳ ଆଦି ଆୟୋଜିତ ହୋଇଛି ।

୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ତା. ୨୮.୧୦.୨୩ ରେ ଜଗତସିଂହପୁର ଜିଲ୍ଲାରେ ଭୋଟର ସଚେତନତା ପାଇଁ ଅନୁଷ୍ଠିତ ହୋଇଥିବା ପଥ ଉତ୍ସବ କାର୍ଯ୍ୟକ୍ରମରେ ଗଣତନ୍ତ୍ର କୁ ସୁଦୃଢ କରିବାର ବାର୍ତ୍ତା ବାଣ୍ଟିବା ସହିତ କୁଇଜ୍, ରେଙ୍ଗୋଲି ଏବଂ ମାନବ ଶୃଙ୍ଖଳ ଆଦି ଆୟୋଜିତ ହୋଇଛି ।
Sub-Collector &SDM ,Jagatsinghpur (@subcollectorj) 's Twitter Profile Photo

ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ ଉପଲକ୍ଷେ "ଭୋଟର ସଚେତନତା ରଥ" ଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଜିଲ୍ଳାର ସମସ୍ତ ପଞ୍ଚାୟତ ଏବଂ ଗ୍ରାମ ପରିକ୍ରମା କରିବ। ସମସ୍ତ ଯୁବ ଭୋଟର ମାନଙ୍କୁ ଅନୁରୋଧ ସେମାନେ ଏହାର ସୁଯୋଗ ନେବେ। DM_Jagatsinghpur CEO Odisha

Sub-Collector &SDM ,Jagatsinghpur (@subcollectorj) 's Twitter Profile Photo

On the eve of 1st special campaign day of ensuing SSR-2024,Sri Reghu G,IAS,ER-Observer for Jagatsinghpur District visited 13nos Booths covering all ACs and interacted with all AEROs and ERO.DM_Jagatsinghpur CEO Odisha

2nd special campaign Day #SSR-2024 is observed in every booth across four Assembly Constituencies of Jagatsinghpur Dist. ADM,Gen/Rev/Paradip,ERO and AEROs visited a good many nos.of booths ,guided and inspired BLOs and Supervisors. DM_Jagatsinghpur CEO Odisha

CEO Odisha (@odishaceo) 's Twitter Profile Photo

କ'ଣ ଆପଣ ଜାଣନ୍ତି, ନୂଆ ଭୋଟର୍ ଭାବେ କିପରି ନିଜ ନାଁ ଭୋଟର ତାଲିକାରେ ପଞ୍ଜୀକୃତ କରିବା? ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟାରେ ଅନଲାଇନରେ VHA ଆପ୍ ଡାଉନଲୋଡ୍ କରନ୍ତୁ ଆଉ ସହଜରେ ଘରେ ବସି ନିଜ ଭୋଟର ପରିଚୟପତ୍ର ପାଆନ୍ତୁ। ନାଁ ପଞ୍ଜିକରଣ ପ୍ରକ୍ରିୟା ଜାଣିବା ପାଇଁ ଭିଡିଓ ଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ Election Commission of India I & PR Department, Odisha

Sub-Collector &SDM ,Jagatsinghpur (@subcollectorj) 's Twitter Profile Photo

ସମସ୍ତ ୧୮ବର୍ଷରୁ ଉର୍ଦ୍ଧ୍ବ ନାଗରିକ ବିଶେଷ କରି ଶତ ପ୍ରତିଶତ ମହିଳା ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ୍ କରିବାର ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମ ସଭା ଏବଂ ୱାର୍ଡ ସଭା ଆୟୋଜିତ। ନିର୍ବାଚନ କମିଶନଙ୍କ ଦେଶ୍ କା ଫର୍ମ ଅଭିଯାନରେ ସାମିଲ୍ ହେବା ପାଇଁ ସର୍ବସାଧାରଣଙ୍କୁ ପ୍ରଶାସନର ଆହ୍ବାନ। CEO Odisha DM_Jagatsinghpur

ସମସ୍ତ ୧୮ବର୍ଷରୁ ଉର୍ଦ୍ଧ୍ବ ନାଗରିକ ବିଶେଷ କରି ଶତ ପ୍ରତିଶତ ମହିଳା ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ୍ କରିବାର ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ତରଫରୁ  ଗ୍ରାମ ସଭା ଏବଂ ୱାର୍ଡ ସଭା ଆୟୋଜିତ। ନିର୍ବାଚନ କମିଶନଙ୍କ ଦେଶ୍ କା ଫର୍ମ ଅଭିଯାନରେ ସାମିଲ୍ ହେବା ପାଇଁ ସର୍ବସାଧାରଣଙ୍କୁ  ପ୍ରଶାସନର ଆହ୍ବାନ। CEO Odisha DM_Jagatsinghpur
CEO Odisha (@odishaceo) 's Twitter Profile Photo

ସାଧାରଣ ନିର୍ବାଚନ ୨୦୨୪ ପାଇଁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଏହା ଡିସେମ୍ବର ୯,୨୦୨୩ ପର୍ଯ୍ୟନ୍ତ ଚାଲିବ।1 ଜାନୁଆରୀ,1 ଏପ୍ରିଲ,1 ଜୁଲାଇ ଓ 1 ଅକ୍ଟୋବର 2024 ସୁଦ୍ଧା ଯେଉଁ ଭାରତୀୟ ନାଗରିକ ମାନଙ୍କୁ 18 ବର୍ଷ ହେଉଥିବ,ସେମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରିପାରିବେ I

Sub-Collector &SDM ,Jagatsinghpur (@subcollectorj) 's Twitter Profile Photo

#DeshKaFormBharaHaiKya Campaign and reading out of Draft Electoral Roll by BLO in presence villagers in every booth to ensure complete updation before ending of claims & objection period of ensuing #SSR-2024. DM_Jagatsinghpur CEO Odisha

#DeshKaFormBharaHaiKya Campaign and reading out of Draft Electoral Roll by BLO in presence villagers in every booth to ensure complete updation before ending of claims & objection period of ensuing #SSR-2024.
DM_Jagatsinghpur CEO Odisha
CEO Odisha (@odishaceo) 's Twitter Profile Photo

Message of Chief Electoral Officer Sri Nikunja B. Dhal, IAS on the eve of New Year 2024. Let's embrace our responsibilities towards a participatory democracy. Let's pledge to make each vote count! #SGE2024 #OdishaVotes #IVoteForSure #NothingLikeVoting #OdishaCeo

Message of Chief Electoral Officer Sri Nikunja B. Dhal, IAS on the eve of New Year 2024.
Let's embrace our responsibilities towards a participatory democracy.
Let's pledge to make each vote count!
#SGE2024 #OdishaVotes #IVoteForSure #NothingLikeVoting #OdishaCeo
Sub-Collector &SDM ,Jagatsinghpur (@subcollectorj) 's Twitter Profile Photo

ଜଗତସିଂହପୁର ଜିଲ୍ଲାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ସମସ୍ତ ୧୦୪୭ ବୁଥ୍ ରେ ଚୂଡ଼ାନ୍ତ ଭୋଟର ତାଲିକା -୨୦୨୪ ପ୍ରକାଶିତ। ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆ ଯାଉଛି ଯେ ଏହା ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ବୁଥ୍ ମାନଙ୍କରେ ପ୍ରଦର୍ଶିତ ହେବ।CEO Odisha DM_Jagatsinghpur

ପୁସ୍ତକ ମେଳା ପରିସରରେ ନିର୍ବାଚନ ଭିତ୍ତିକ ନାଟକ "ଆସ ଆମେ ଭୋଟ୍ ଦେବା" ମାଧ୍ୟମରେ ଭୋଟର ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ।CEO Odisha DM_Jagatsinghpur

Sub-Collector &SDM ,Jagatsinghpur (@subcollectorj) 's Twitter Profile Photo

ପୁସ୍ତକ ମେଳା ପରିସରରେ ଆୟୋଜିତ ନାଟକ "ଆସ ଆମେ ଭୋଟ୍ ଦେବା" ମାଧ୍ୟମରେ"Home voting" ବିଷୟରେ ଭୋଟର ମାନଙ୍କୁ ଅବଗତ କରିବା ପାଇଁ ପ୍ରଶାସନର ପ୍ରଚେଷ୍ଟା। DM_Jagatsinghpur CEO Odisha

Sub-Collector &SDM ,Jagatsinghpur (@subcollectorj) 's Twitter Profile Photo

"ଲୋକକଳା ମାଧ୍ୟମରେ ଲୋକ ଜାଗରଣ" ପାଲା କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ବାଚନ ସାକ୍ଷରତା ସୃଷ୍ଟି କରାଯାଇ କୌଣସି ପ୍ରଲୋଭନର ବଶବର୍ତ୍ତୀ ନହୋଇ ନିର୍ବାଚନରେ ଅଂଶଗ୍ରହଣ ଏବଂ ନିଜର ଦେଶ ଓ ରାଜ୍ୟ ପ୍ରତି କର୍ତ୍ତବ୍ୟ ପ୍ରତିପାଦନ କରିବା ପାଇଁ ପ୍ରଶାସନର ଆହ୍ବାନ । DM_Jagatsinghpur CEO Odisha

Sub-Collector &SDM ,Jagatsinghpur (@subcollectorj) 's Twitter Profile Photo

"ଲୋକକଳା ମାଧ୍ୟମରେ ଲୋକ ଜାଗରଣ" ୧୦୪-ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ ପାଲା କାର୍ଯ୍ୟକ୍ରମ ଆୟୋଜନ କରି ପ୍ରଶାସନ ମତଦାତା ମାନଙ୍କୁ କୌଣସି ପ୍ରଲୋଭନର ବଶବର୍ତ୍ତୀ ନହୋଇ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଏବଂ ନିଜର ଦେଶ ଓ ରାଜ୍ୟ ପ୍ରତି କର୍ତ୍ତବ୍ୟ ପ୍ରତିପାଦନ କରିବା ପାଇଁ ଆହ୍ବାନ ଦେଇଛି । DM_Jagatsinghpur CEO Odisha

Cordially inviting all voters of Jagatsinghpur District to participate in online painting competition on "Vote for Sure on 1st June 2024" Pdf copy of painting along with voter's details can be sent to the e-mail before the scheduled date. Best of luck. DM_Jagatsinghpur CEO Odisha

Cordially inviting all voters of Jagatsinghpur District to participate in online painting competition on "Vote for Sure on 1st June 2024"
Pdf copy of painting along with voter's details can be sent to the e-mail before the scheduled date.
Best of luck.
DM_Jagatsinghpur CEO Odisha
DM_Jagatsinghpur (@collectorjspur) 's Twitter Profile Photo

ଜଗତସିଂହପୁର ଜିଲ୍ଲାର ସମସ୍ତ ମତଦାତା ମାନଙ୍କୁ ଅନୁରୋଧ, ଜୁନ୍ ୧ ତାରିଖରେ ନିଜ ମତଦାନ କେନ୍ଦ୍ରକୁ ଯାଇ ନିଶ୍ଚିତ ଭୋଟ୍ ଦେଇ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ ଏଵଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଗର୍ବ ଅନୁଭବ କରନ୍ତୁ । CEO Odisha Election Commission of India