Debi Prasad Mishra (@sridebimishra) 's Twitter Profile
Debi Prasad Mishra

@sridebimishra

Vice President Biju Janata Dal and former minister, Govt. of Odisha, MLA representing Badamba Narsinghpur assembly constituency..

ID: 757516667790381056

linkhttp://www.debiprasadmishra.in calendar_today25-07-2016 10:03:42

4,4K Tweet

9,9K Followers

213 Following

Debi Prasad Mishra (@sridebimishra) 's Twitter Profile Photo

ପବିତ୍ର ମହା ଶିବରାତ୍ରି ତଥା ଜାଗର ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା । #mahashivratri2023 #sivaratri

ପବିତ୍ର ମହା ଶିବରାତ୍ରି ତଥା ଜାଗର ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।

#mahashivratri2023 #sivaratri
Debi Prasad Mishra (@sridebimishra) 's Twitter Profile Photo

କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡ଼ିଶା । କ୍ରୀଡ଼ାପ୍ରେମୀ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।#OdishaBestState4Sports

ଓଡ଼ିଶାର ରୂପାନ୍ତରଣ କରି ସାଢ଼େ ୪ କୋଟି ଲୋକଙ୍କୁ ଏକ ସ୍ଵର୍ଣ୍ଣିମ ଏବଂ ସମୃଦ୍ଧ ଓଡ଼ିଶାର ଉପହାର ଦେଇଛି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 'ଶଙ୍ଖ' ।#ShankhaMoGarba

#MissionShakti's financial inclusion success for women in Odisha is a testament to Hon'ble CM Naveen Patnaik Sir's leadership & state government's commitment to women empowerment. It sets a standard for other states to follow in achieving gender equality. #MissionShaktiEmpowers

#MissionShakti's financial inclusion success for women in Odisha is a testament to Hon'ble CM <a href="/Naveen_Odisha/">Naveen Patnaik</a> Sir's leadership &amp; state government's commitment to women empowerment. It sets a standard for other states to follow in achieving gender equality. #MissionShaktiEmpowers
Debi Prasad Mishra (@sridebimishra) 's Twitter Profile Photo

ଜାପାନରୁ ଘଣ୍ଟା ଘଣ୍ଟାର ବିମାନ ଯାତ୍ରା। କିନ୍ତୁ ଭୁବନେଶ୍ୱରରେ ପହଞ୍ଚିବା ପରେ ସେହି ଜୋଶ, ସେହି ଉନ୍ମାଦନା। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଓଡ଼ିଶାବାସୀଙ୍କ ସେବା ହିଁ ସର୍ବୋପରି। #NaveenOdisha

ଜାପାନରୁ ଘଣ୍ଟା ଘଣ୍ଟାର ବିମାନ ଯାତ୍ରା। କିନ୍ତୁ ଭୁବନେଶ୍ୱରରେ ପହଞ୍ଚିବା ପରେ ସେହି ଜୋଶ, ସେହି ଉନ୍ମାଦନା। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଓଡ଼ିଶାବାସୀଙ୍କ ସେବା ହିଁ ସର୍ବୋପରି।

#NaveenOdisha
Debi Prasad Mishra (@sridebimishra) 's Twitter Profile Photo

ରାଷ୍ଟ୍ରନୀତିଜ୍ଞ, ସ୍ୱାଧୀନତା ସଂଗ୍ରାମୀ, ଜନନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

ରାଷ୍ଟ୍ରନୀତିଜ୍ଞ, ସ୍ୱାଧୀନତା ସଂଗ୍ରାମୀ, ଜନନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି
Debi Prasad Mishra (@sridebimishra) 's Twitter Profile Photo

The first #Bhubaneswar to Dubai flight is a major milestone for Odisha! It was an emotional and surreal experience to buy the ticket for this momentous day. Thank you Naveen Patnaik Sir for making this dream a reality for the people of Odisha

The first #Bhubaneswar to Dubai flight is a major milestone for Odisha! It was an emotional and surreal experience to buy the ticket for this momentous day. Thank you <a href="/Naveen_Odisha/">Naveen Patnaik</a> Sir for making this dream a reality for the people of  Odisha
Debi Prasad Mishra (@sridebimishra) 's Twitter Profile Photo

ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନିଜର ପରିବାର ସଦସ୍ୟ ଭାବି ସେମାନଙ୍କ ସେବା କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭିଜନ୍ ଏବଂ ମିଶନ୍ ଓଡ଼ିଶାକୁ ଦ୍ରୁତତମ ବିକାଶଶୀଳ ରାଜ୍ୟରେ ପରିଣତ କରିଛି । ୫ମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ Naveen Patnaikଙ୍କୁ ବହୁତ ବହୁତ ଶୁଭେଚ୍ଛା । #24YearsOfNaveen

ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନିଜର ପରିବାର ସଦସ୍ୟ ଭାବି ସେମାନଙ୍କ ସେବା କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭିଜନ୍ ଏବଂ ମିଶନ୍ ଓଡ଼ିଶାକୁ ଦ୍ରୁତତମ ବିକାଶଶୀଳ ରାଜ୍ୟରେ ପରିଣତ କରିଛି । ୫ମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ <a href="/Naveen_Odisha/">Naveen Patnaik</a>ଙ୍କୁ ବହୁତ ବହୁତ ଶୁଭେଚ୍ଛା । #24YearsOfNaveen
CNBC-TV18 (@cnbctv18news) 's Twitter Profile Photo

Setting New Benchmarks of Development: Listen in to an insightful message by Odisha CM Naveen Patnaik on CNBC-TV18's #OdishaSparksConclave, in association with the Govt of Odisha

Debi Prasad Mishra (@sridebimishra) 's Twitter Profile Photo

ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ । ତାଙ୍କ ବିୟୋଗରେ ମୁଁ ଗଭୀର ଶୋକ ପ୍ରକାଶ କରୁଛି ଓ ତାଙ୍କ ଆତ୍ମାର ସଦଗତି ଶ୍ରୀ ଜଗନ୍ନାଥ ଙ୍କ ପାଖେ ପ୍ରାର୍ଥନା |

ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ।

ତାଙ୍କ ବିୟୋଗରେ ମୁଁ ଗଭୀର ଶୋକ ପ୍ରକାଶ କରୁଛି ଓ ତାଙ୍କ ଆତ୍ମାର ସଦଗତି ଶ୍ରୀ ଜଗନ୍ନାଥ ଙ୍କ ପାଖେ ପ୍ରାର୍ଥନା |
CMO Odisha (@cmo_odisha) 's Twitter Profile Photo

In a landmark move set to strengthen #Odisha's position in the electric vehicle (EV) sector, JSW Group has signed an MoU with the #Odisha Government for establishment of an Integrated Electric Vehicles (EV) and EV Battery Manufacturing Project at #Cuttack and #Paradip.

In a landmark move set to strengthen #Odisha's position in the electric vehicle (EV) sector, <a href="/TheJSWGroup/">JSW Group</a> has signed an MoU with the #Odisha Government for establishment of an Integrated Electric Vehicles (EV) and EV Battery Manufacturing Project at #Cuttack and #Paradip.
IndiaToday (@indiatoday) 's Twitter Profile Photo

According to a survey to determine the popularity and acceptability of India's Chief Ministers, Odisha's Naveen Patnaik, who has held the post for over two decades, has been rated as the most popular Chief Minister of the country. Meanwhile, Uttar Pradesh's Chief Minister Yogi

According to a survey to determine the popularity and acceptability of India's Chief Ministers, Odisha's Naveen Patnaik, who has held the post for over two decades, has been rated as the most popular Chief Minister of the country.

Meanwhile, Uttar Pradesh's Chief Minister Yogi
Debi Prasad Mishra (@sridebimishra) 's Twitter Profile Photo

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଜପୁର ସଡକ ଦୁର୍ଘଟଣାରେ 5 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା, ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆହତଙ୍କ ଚିକତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ

Debi Prasad Mishra (@sridebimishra) 's Twitter Profile Photo

ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ଖବର ପାଇ ମୁଁ ଦୁଃଖିତ। କଟକର ବିଧାୟକ,ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଓଡିଶା ଫୁଟବଲ ଆସୋସିଏସନ ସଭାପତି ଭାବେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।ଓଁ ଶାନ୍ତି