kinaloi sarapanch (@sarojinikalo) 's Twitter Profile
kinaloi sarapanch

@sarojinikalo

Social Worker

ID: 1473990043056291840

calendar_today23-12-2021 12:13:48

2,2K Tweet

124 Followers

255 Following

Kunjabihari salimaa I am chowkidar, (@kabya_kumari) 's Twitter Profile Photo

Mahila Jana Sangharsha Samiti, Sambalpur Mohan Charan Majhi Rabi Narayan Naik DM Sambalpur BDO Rengali kinaloi sarapanch 12 Baje 12 minute BJP Odisha ୩/୪ଟି ଫେଜ୍ ରେ ଅନ୍ତ ଦୋୟ ଘରଛଡ଼ା ଯାଇଅଛି କିନ୍ତୁ ପିଙ୍କି ସିଂ ଘଣ୍ଟମାଲ ନିବାସି କୁ କାହିଁକି PEO ଏବଂ ସରପଞ୍ଚ କିନା ଲୋଇ ସାମିଲ କଲେ ନାହିଁ । ଯେ ହେତୁ MJSSSambalpur ତରଫ ରୁ ନିବେଦନ କରାଯାଇଛି kinaloi sarapanch 12 Baje 12 minute Mahila Jana Sangharsha Samiti, Sambalpur Mohan Charan Majhi

Kunjabihari salimaa I am chowkidar, (@kabya_kumari) 's Twitter Profile Photo

kinaloi sarapanch Mahila Jana Sangharsha Samiti, Sambalpur Mohan Charan Majhi Rabi Narayan Naik DM Sambalpur BDO Rengali 12 Baje 12 minute BJP Odisha ପିଙ୍କି ସିଂ ଯଦି ଯୋଗ୍ୟ ପଞ୍ଚାୟତ ର ଅଜାଣତ ରେ ୪ ଟି ଘର ଦିଆଗଲା କିପରି ? BDO ଙ୍କୁ ତ ଜଣା ଥିବ କିପରି ପଞ୍ଚାୟତ କୁ ନ ଜଣାଇ ଘର ବାଣ୍ଟିଛନ୍ତି DM Sambalpur Rabi Narayan Naik Mohan Charan Majhi President of India

Kunjabihari salimaa I am chowkidar, (@kabya_kumari) 's Twitter Profile Photo

ଶ୍ରୀଯୁକ୍ତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରୟଣ ନାଏକ ଙ୍କୁ ନିବେଦନ କରୁଅଛୁ କି ଯେ ଆମେ ବାରମ୍ବାର ଆବାସ ପାଇଁ ଅଭିଯୋଗ କରିଅଛୁ ଲଲିତା ଘାସି ସ୍ୱା: -ଦିଲିପ ଘାସି ଗ୍ରାମ/ଗ୍ରା: ପ: -କିନା ଲୋଇ ଜି: -ସମ୍ବଲପୁର କଚ୍ଚା ମାଟି କୁଡ଼ିଆ ରେ ଦିନକଟୁ ଅଛି । ଆମକୁ ଅନ୍ତଦୋୟ ଗୃହ ରେ ସାମିଲ କରାଯାଉ ।

Dukhabandhu Biswal (@dukhabandhubi13) 's Twitter Profile Photo

ଭଙ୍ଗାକୁଡିଆରେ ଭଙ୍ଗା ଦଦରା ଘରେ ଭୋକ ଉପାସରେ ବାପା ଛେଉଣ୍ଡ ୪ ଭାଇ ଭଉଣୀ , ସରକାରୀ ସହାୟତା କହିଲେ ସାତ ସପନ ଖାଇବା ପାଇଁ ଓଳିଏ ଖାଇଲେ ଓଳିଏ ଉପାସ , ସରକାରୀ ସହାୟତା କେବଳ ରାସନ ଚାଉଳ ୧୫କେଜି ଓ ବିଧବା ଭତ୍ତା ୧୦୦୦ମିଳୁଛି ,ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଝିଲ୍ଲୀ ପଞ୍ଚାୟତ ତୋରଡାନାଳି ଗାଁ ର ଉଲାସ ଚମ୍ପିଆ , ସ୍ୱାମୀ ୰ ଲଦର

Kunjabihari salimaa I am chowkidar, (@kabya_kumari) 's Twitter Profile Photo

ଏଠାରେ ପ୍ରକାଶ ଥାଉ କି ଖାତା ନଂ ୨୯,୩୦,୩୧,୪୧ରେ ୨୦୧୭ ମସିହାରୁ ଅକ୍ଷୟ ସାଲିମା ନାମରେ କିପରି କାହିଁକି କେଉଁ ପରିସ୍ଥିତି ରେ ସମବାୟ ସମିତି ଧାନ ଟୋକନ ଦେଉ ଥିଲେ । ବର୍ଷ ବର୍ଷ ଧରି ଆମ ସହ ଧୋକା ହୋଇ ଥିବାରୁ ଏହାର ତଦନ୍ତ ଏବଂ ଭୁଲ ପ୍ରମାଣ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବର୍ଷ ବର୍ଷ ଧରି କ୍ଷତି ର ଭରଣ କରନ୍ତୁ |

Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

ମହିଳା ଜନ ସଂଘର୍ଷ ସମିତି, ସମ୍ବଲପୁର ଲୋକ ସଙ୍ଗଠନ ତରଫରୁ ଜମନକିରା ବ୍ଲକ ଅନ୍ତର୍ଗତ ଛେପ୍ରାବେଡା ଗ୍ରାମରେ "ଗ୍ରାମୀଣ ଚର୍ଚ୍ଚା" ପାଇଁ ପ୍ରସ୍ତୁତି ବୈଠକ କରାଗଲା । Atmashakti Trust #GrameenCharcha #FromListeningToDialogue #CommunityLedDevelopment #IndigenousWisdom #RuralVoices #Chheprabeda #Rayagada #Odisha

ମହିଳା ଜନ ସଂଘର୍ଷ ସମିତି, ସମ୍ବଲପୁର ଲୋକ ସଙ୍ଗଠନ ତରଫରୁ ଜମନକିରା ବ୍ଲକ ଅନ୍ତର୍ଗତ ଛେପ୍ରାବେଡା ଗ୍ରାମରେ "ଗ୍ରାମୀଣ ଚର୍ଚ୍ଚା" ପାଇଁ ପ୍ରସ୍ତୁତି ବୈଠକ କରାଗଲା ।
Atmashakti Trust
#GrameenCharcha
#FromListeningToDialogue
#CommunityLedDevelopment
#IndigenousWisdom
#RuralVoices
#Chheprabeda
#Rayagada
#Odisha
DSSO Dhenkanal (@dssodhenkanal) 's Twitter Profile Photo

Sensitization & Awareness programme on Maintenance and Welfare of Parents and Senior Citizens Act,2007 at Dist. Level has been organized in association with HelpAge India at Dhenkanal District today, i.e. on dt.10.02.2026

Sensitization & Awareness programme on Maintenance and Welfare of Parents and Senior Citizens Act,2007 at Dist. Level has been organized in association with HelpAge India at Dhenkanal District today, i.e. on dt.10.02.2026
Kunjabihari salimaa I am chowkidar, (@kabya_kumari) 's Twitter Profile Photo

ଯେପରି ଏହି ବ୍ୟକ୍ତି ଜଣଙ୍କ ସବୁ ଠିକ୍ ଥାଇ ମଧ୍ୟ ମାଳିକାନା ହକ ମିଳୁ ନାହିଁ ଲଇଡ଼ା RI ଅଫିସ ଅଟେ ସାର । ଦୁଃଖ ଲାଗୁଛି ଆମ ରେଙ୍ଗାଲି ତହସିଲ ର ଏ ଅବସ୍ଥା ଦେଖି । ଆହୁରି ଅଧିକ ଦୁଃଖ ଲାଗେ ଆପଣ ଙ୍କ ଏପରି ଏଲ୍ଆଉସ ମେଣ୍ଟ ଦେଖି ।

ଯେପରି ଏହି ବ୍ୟକ୍ତି ଜଣଙ୍କ ସବୁ ଠିକ୍ ଥାଇ ମଧ୍ୟ ମାଳିକାନା ହକ ମିଳୁ ନାହିଁ ଲଇଡ଼ା RI ଅଫିସ ଅଟେ ସାର । ଦୁଃଖ ଲାଗୁଛି ଆମ ରେଙ୍ଗାଲି ତହସିଲ ର ଏ ଅବସ୍ଥା ଦେଖି । ଆହୁରି ଅଧିକ ଦୁଃଖ ଲାଗେ ଆପଣ  ଙ୍କ ଏପରି ଏଲ୍ଆଉସ ମେଣ୍ଟ ଦେଖି ।
Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

"ଗ୍ରାମୀଣ ଚର୍ଚ୍ଚା ୨୦୨୬" ପାଇଁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ବ୍ଲକର ଅନ୍ୟାନ୍ୟ ବିଭାଗକୁ ନିମନ୍ତ୍ରଣ ପତ୍ର ପ୍ରଦାନ । Atmashakti Trust National Consortium to combat Malnutrition #GrameenCharcha #FromListeningToDialogue #CommunityLedDevelopment #IndigenousWisdom #RuralVoices #Rayagada #Odisha

"ଗ୍ରାମୀଣ ଚର୍ଚ୍ଚା ୨୦୨୬" ପାଇଁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ବ୍ଲକର ଅନ୍ୟାନ୍ୟ ବିଭାଗକୁ  ନିମନ୍ତ୍ରଣ ପତ୍ର ପ୍ରଦାନ ।
Atmashakti Trust
National Consortium to combat Malnutrition

#GrameenCharcha
#FromListeningToDialogue
#CommunityLedDevelopment
#IndigenousWisdom
#RuralVoices
#Rayagada
#Odisha
Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

"ଗ୍ରାମୀଣ ଚର୍ଚ୍ଚା " ଉଦଘାଟନୀ ସମାରୋହରେ ଆମ ସଂଗଠନକୁ ସ୍ୱାଗତ ସହିତ ଆରମ୍ଭ ହୋଇଥିଲା ପତାକା ଉତ୍ତୋଳନ, ପାରମ୍ପରିକ ଢୋଲର ତାଳଧ୍ୱଜ ତାଳେ ତାଳେ ଏବଂ ଉତ୍ସାହୀ ଆଦିବାସୀ ନୃତ୍ୟ ପ୍ରଦର୍ଶନ ଦ୍ୱାରା ଆଗାମୀ ଦିନ ପାଇଁ ଏକତା, ସାଂସ୍କୃତିକ ଗର୍ବ ଏବଂ ସାମୂହିକ ଭାବନାର ଏକ ଶକ୍ତିଶାଳୀ ସ୍ୱର ସ୍ଥାପନ। #GrameenCharcha

Kunjabihari salimaa I am chowkidar, (@kabya_kumari) 's Twitter Profile Photo

ବିଶେସ କରି ମୁ ଏବଂ ଆମ ଅଞ୍ଚଳ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କୁ ଗୁହାରି କରୁଅଛୁ । କାହିଁକି କିନାଲୋଇ ବନ୍ଧ ବା ପୋଖରି ର ଟଙ୍କା ଲାଙ୍ଗ ବାହାଲ କୁ ଟ୍ରାସ୍ ଫର କରାଗଲା । ଟଙ୍କା ଆସିଥିବାରୁ ଆମ୍ଭେ ପୋଖରି ଖନନ ପାଇଁ ପାଣି ଶୁଖାଇ ଥିବା ବେଲେ ଟଙ୍କା ଗଲା କୁଆଡ଼େ । Mohan Charan Majhi DM Sambalpur

Kunjabihari salimaa I am chowkidar, (@kabya_kumari) 's Twitter Profile Photo

ଏହାର ଶିଘ୍ର ସମାଧାନ କରାଯାଇ ବନ୍ଧ ଉନ୍ନତି କରଣ କାର୍ଯ୍ୟ ପାଇଁ ଅନୁମତି ଦେବାକୁ ଅନୁରୋଧ DM Sambalpur Mohan Charan Majhi Narendra Modi

ଏହାର ଶିଘ୍ର ସମାଧାନ କରାଯାଇ ବନ୍ଧ ଉନ୍ନତି କରଣ କାର୍ଯ୍ୟ ପାଇଁ ଅନୁମତି ଦେବାକୁ ଅନୁରୋଧ DM Sambalpur Mohan Charan Majhi Narendra Modi
Kunjabihari salimaa I am chowkidar, (@kabya_kumari) 's Twitter Profile Photo

ସମ୍ବଲପୁର ରାଞ୍ଚି ରାସ୍ତା ରୁ ଲୁହାଖଣ୍ଡି ଠାରୁ କିନା ଲୋଇ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କାମ ଅତି ନିମ୍ନ ମାନର ତେଣୁ ସ୍ଥାନିୟ ଜନସାଧାରଣଙ୍କ ଅଭିଯୋଗ ଏହାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମର ଦାବୀ । Mohan Charan Majhi Dharmendra Pradhan President of India Narendra Modi

Odisha Sambad (@odisha_sambad) 's Twitter Profile Photo

OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ odishasambad.in/former-jk-dgp-…