Sankha Odisha (@sankhaodisha) 's Twitter Profile
Sankha Odisha

@sankhaodisha

Socio-Economic-Political

ID: 1541670305034162176

linkhttps://youtube.com/channel/UCBU3Dl-YjEohnEs11VjYKRA calendar_today28-06-2022 06:30:34

7,7K Tweet

2,2K Followers

629 Following

Naveen Patnaik (@naveen_odisha) 's Twitter Profile Photo

The way an Army Major and a lady were treated in Bharatpur Police Station is shocking and beyond comprehension. The manner in which police have allegedly treated them has shaken the conscience of the country. This has happened to a serving Army Officer and a lady within #Odisha.

Sankha Odisha (@sankhaodisha) 's Twitter Profile Photo

ସରକାର ଯେତେବେଳେ ବିଶୃଙ୍ଖଳିତ ଆଇନ ବ୍ୟବସ୍ଥାର ଶୃଙ୍ଖଳିକରଣ କେମିତି ବା ଆଶା କରାଯାଇପାରିବ..?

Sankha Odisha (@sankhaodisha) 's Twitter Profile Photo

ଧନ୍ୟରେ ମୁଖ୍ୟମନ୍ତ୍ରୀ.... କେତେଜଣଙ୍କୁ ସସପେଣ୍ଡ କରାହେଇଛି ବି ଜାଣିନ। ତମେ କି ନ୍ୟାୟ ଦେବ?

Sankha Odisha (@sankhaodisha) 's Twitter Profile Photo

#ଓଡିଶାକୁ_ଅପରାଧ_ପ୍ରଦେଶ_କରୁଛି_ବିଜେପି । ମୋହନ ସରକାରର ଅପାରଗତାକୁ ନେଇ ଉଦବେଗ ପ୍ରକାଶ କଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା Naveen Patnaik

#ଓଡିଶାକୁ_ଅପରାଧ_ପ୍ରଦେଶ_କରୁଛି_ବିଜେପି ।

ମୋହନ ସରକାରର ଅପାରଗତାକୁ ନେଇ ଉଦବେଗ ପ୍ରକାଶ କଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା <a href="/Naveen_Odisha/">Naveen Patnaik</a>
Sankha Odisha (@sankhaodisha) 's Twitter Profile Photo

ରାଜ୍ୟପାଳ ପୁଅ ମାଡ଼ ମରା କେସ ର ତଦନ୍ତ ଯିଏ କରୁଛି ଭରତପୁର ଥାନା ମାମଲାର ତଦନ୍ତ ମଧ୍ୟ ସେ କରିବ #100ଦିନ_ଓଡିଶାକୁ_ବରବାଦ_କରିଲା_ମୋହନ

Sankha Odisha (@sankhaodisha) 's Twitter Profile Photo

#100ଦିନ_ଓଡିଶାକୁ_ବରବାଦ_କରିଲା_ମୋହନ ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି , ଆଇନ ମନ୍ତ୍ରୀ ଙ୍କ ଦେଖା ନାହିଁ I ଆଉ ସରକାର ନାହିରେ ତେଲ ପକେଇକି ଏ.ସି ରୁମରେ ଶୋଇକି ଓଡ଼ିଶାକୁ ବିକ୍ରି କରିବାକୁ ପ୍ଲାନ କରୁଛି I

Sankha Odisha (@sankhaodisha) 's Twitter Profile Photo

#100ଦିନ_ଓଡିଶାକୁ_ବରବାଦ_କରିଲା_ମୋହନ ଏମାନଙ୍କର ଲକ୍ଷ୍ୟଥିଲା ସତ୍ତା ହାସଲ। ତେଣୁ ଓଡିଶା ଲଜ୍ଜିତ ହେଉ କି ବିଚ ବଜାରରେ ଇଜତ ନିଲାମ ହେଉ... ଏଥିରେ ଏମାନଙ୍କର କିଛି ଯାଏ ଆସେ ନାହିଁ।

#100ଦିନ_ଓଡିଶାକୁ_ବରବାଦ_କରିଲା_ମୋହନ
ଏମାନଙ୍କର ଲକ୍ଷ୍ୟଥିଲା ସତ୍ତା ହାସଲ। 
ତେଣୁ ଓଡିଶା ଲଜ୍ଜିତ ହେଉ କି ବିଚ ବଜାରରେ ଇଜତ ନିଲାମ ହେଉ... ଏଥିରେ ଏମାନଙ୍କର କିଛି ଯାଏ ଆସେ ନାହିଁ।
Sankha Odisha (@sankhaodisha) 's Twitter Profile Photo

ଡବଲ ଇଞ୍ଜିନ❌ ଟ୍ରବଲ ଇଞ୍ଜିନ ✅ ଲୋକେ ଖରାରେ ଛିଡାହୋଇ ଯନ୍ତ୍ରଣା ଭୋଗୁଛନ୍ତି ଏପଟେ ବାହାପିଆ ମନ୍ତ୍ରୀମାନେ ଏସି ରୁମରେ ବସି ତାମସା ଦେଖୁଛନ୍ତି।

ଡବଲ ଇଞ୍ଜିନ❌ ଟ୍ରବଲ ଇଞ୍ଜିନ ✅
ଲୋକେ ଖରାରେ ଛିଡାହୋଇ ଯନ୍ତ୍ରଣା ଭୋଗୁଛନ୍ତି ଏପଟେ ବାହାପିଆ ମନ୍ତ୍ରୀମାନେ ଏସି ରୁମରେ ବସି ତାମସା ଦେଖୁଛନ୍ତି।
Sankha Odisha (@sankhaodisha) 's Twitter Profile Photo

ଅପାରଗ ମୁଖ୍ୟମନ୍ତ୍ରୀଙ୍କଠୁ ଆଉ ବା କଣ ଆଶା କରାଯାଇପାରେ

ଅପାରଗ ମୁଖ୍ୟମନ୍ତ୍ରୀଙ୍କଠୁ ଆଉ ବା କଣ ଆଶା କରାଯାଇପାରେ
Sujit Sarangi (@sujitsarangi3) 's Twitter Profile Photo

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ଦୁର୍ବ୍ୟବହାର କରିଥିବା ରୋଡ୍ ରୋମିଓ ମାନଙ୍କ ମଧ୍ୟରୁ ଜଣେ କୁଆଡେ #MCM ଙ୍କ ନିଜ ଲୋକ, ସେଥିପାଇଁ ଡ଼ିସିପି ଓ ତାଙ୍କ ଟିମ୍ ମହିଳା ଜଣକୁ ଅପରାଧୀ ସଜେଇବାକୁ ଲାଗିପଡ଼ିିଥିଲେ। ମୋ ମାମୁଁ ଓଡିଶା ର ନୁଆ ଜଗନ୍ନାଥ, ତେଣୁ ମୁଁ ହେବି ଉତ୍ପାତ..

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ଦୁର୍ବ୍ୟବହାର କରିଥିବା ରୋଡ୍ ରୋମିଓ ମାନଙ୍କ ମଧ୍ୟରୁ ଜଣେ କୁଆଡେ #MCM ଙ୍କ ନିଜ ଲୋକ, ସେଥିପାଇଁ ଡ଼ିସିପି ଓ ତାଙ୍କ ଟିମ୍ ମହିଳା ଜଣକୁ ଅପରାଧୀ ସଜେଇବାକୁ ଲାଗିପଡ଼ିିଥିଲେ।
ମୋ ମାମୁଁ ଓଡିଶା ର ନୁଆ ଜଗନ୍ନାଥ, ତେଣୁ ମୁଁ ହେବି ଉତ୍ପାତ..
Sankha Odisha (@sankhaodisha) 's Twitter Profile Photo

ଅସ୍ମିତା ଅସ୍ମିତା ଚିଲାଉଥିଲେ ଏବେ ଉତ୍କଳ ସଂଗୀତ ଗାନବେଳେ ଚେୟାରରେ ଫେବିକୁଇକ କେମିତି ଲାଗିଗଲା ଆଜ୍ଞା? #odiaasmita

Sankha Odisha (@sankhaodisha) 's Twitter Profile Photo

ନ୍ୟାୟ ପାଇଁ ଆପଣ ବି ଲଢେଇରେ ସାମିଲ ହୁଅନ୍ତୁ। ମୋହନ ସରକାରର ମୁଖା ଖୋଲନ୍ତୁ। #BJDWithOdisha #24september2024

ନ୍ୟାୟ ପାଇଁ ଆପଣ ବି ଲଢେଇରେ ସାମିଲ ହୁଅନ୍ତୁ। ମୋହନ ସରକାରର ମୁଖା ଖୋଲନ୍ତୁ।

#BJDWithOdisha #24september2024
Sankha Odisha (@sankhaodisha) 's Twitter Profile Photo

ସୁଭଦ୍ରା ଯୋଜନାରେ ଟଙ୍କା ନ ଆସିବାରୁ ଜଣେ ଅଙ୍ଗନବାଡି ମହିଳାଙ୍କୁ ଗଛରେ ବାନ୍ଧି ପିଟିଲେ I କଣ ଚାଲିଛି ଏଠି 😡😡..... #subhadrayojana

ସୁଭଦ୍ରା ଯୋଜନାରେ ଟଙ୍କା ନ ଆସିବାରୁ ଜଣେ ଅଙ୍ଗନବାଡି ମହିଳାଙ୍କୁ ଗଛରେ ବାନ୍ଧି ପିଟିଲେ I କଣ ଚାଲିଛି ଏଠି 😡😡.....

#subhadrayojana
Sankha Odisha (@sankhaodisha) 's Twitter Profile Photo

ମାଙ୍କଡ଼ ହାତରେ ଶାଳଗ୍ରାମ ଦେଇ ଓଡ଼ିଶା ଏବେ ପସ୍ତାଉଛି

ମାଙ୍କଡ଼ ହାତରେ ଶାଳଗ୍ରାମ ଦେଇ ଓଡ଼ିଶା ଏବେ ପସ୍ତାଉଛି
Sankha Odisha (@sankhaodisha) 's Twitter Profile Photo

ଛୋଟ ଝିଅଙ୍କୁ ନେଇ ବିବାଦୀୟ ରାୟ ଦେଇଥିବା ତଥା #RSS ସଦସ୍ୟ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଭରତପୁର ମାମଲାର ତଦନ୍ତ କରିବେ। ସ୍ପଷ୍ଟ ଜଣାପଡୁଛି କାହାକୁ ବଞ୍ଚାଇବାକୁ ଆଉ କାହାକୁ ଫସାଇବାକୁ ମୋହନ ସରକାର ଉଦ୍ୟମ କରୁଛି। #BharatpurAssaultCase

ଛୋଟ ଝିଅଙ୍କୁ ନେଇ ବିବାଦୀୟ ରାୟ ଦେଇଥିବା ତଥା #RSS ସଦସ୍ୟ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଭରତପୁର ମାମଲାର ତଦନ୍ତ କରିବେ। ସ୍ପଷ୍ଟ ଜଣାପଡୁଛି କାହାକୁ ବଞ୍ଚାଇବାକୁ ଆଉ କାହାକୁ ଫସାଇବାକୁ ମୋହନ ସରକାର ଉଦ୍ୟମ କରୁଛି।

#BharatpurAssaultCase
Sankha Odisha (@sankhaodisha) 's Twitter Profile Photo

ଅନ୍ଧଭକ୍ତଙ୍କ ଚ୍ୟାନେଲ ଦିନେ ଯେଉଁ ଝିଅକୁ ପ୍ରଶଂସା କରୁଥିଲା ଆଜି ତାକୁ ନିନ୍ଦିତ କରିବାକୁ ପଛାଉନାହିଁ। ଜଣେ ଝିଅର ଚରିତ୍ର ସଂହାର କରିବାକୁ କଣ ବିଜେପିକୁ ଭୋଟ ଦେଇଥିଲେ ଓଡ଼ିଶାବାସୀ?

Sankha Odisha (@sankhaodisha) 's Twitter Profile Photo

ଆଇନ ମନ୍ତ୍ରୀ be like:- ଅଲାଜୁକ ନା ହେଲେ ହେଲି #BJPAntiOdisha #ଥୋବଡା