Sanjeeb Mohanty (@sanjeeb72666307) 's Twitter Profile
Sanjeeb Mohanty

@sanjeeb72666307

aap convenor puri Dist.., Odisha

ID: 1571790765424275456

calendar_today19-09-2022 09:18:38

925 Tweet

200 Takipçi

19 Takip Edilen

R T I (s m) 🙏✊😆 (@santosh15691218) 's Twitter Profile Photo

ବିପଦ ପୂର୍ଣ୍ଣ ଭାବେ ଥିବା ଏହି ରୋଡ ( ସିଦ୍ଧ ମହାବୀର ମନ୍ଦୀର) ସମୁଖରେ କୌଣସି ଅଘଟଣ ଘଟିବା ପୂର୍ବରୁ ତୁରନ୍ତ ଏହି ରାସ୍ତାରେ ଯାତାୟାତ ବନ୍ଦ ରଖିବା ପାଇଁ CMO Odisha ChiefSecyOdisha OBCC Odisha H & UD Dept Collector and District Magistrate Puri Puri Police Puri Municipality ଙ୍କୁ ପଦକ୍ଷେପ ନେବାକୁ ବିନମ୍ର ଅନୁରୋଧ 🙏🙏🙏

🌹🆂︎🅰︎🅱︎🅸︎🆃︎🅰︎🌹 (@sabitadas8) 's Twitter Profile Photo

Sanjeeb Mohanty Collector and District Magistrate Puri Dr. Mukesh Mahaling ChiefSecyOdisha Mohan Charan Majhi Team ATA Official R T I (s m) 🙏✊😆 20 ବର୍ଷ ର ଶାସନ କାଳରୁ ଏମିତି... ବିଜେପି ସରକାର ତ ଏବେ କିଛି ଦିନ ହେଲା କ୍ଷମତା କୁ ଆସିଲେ.. ଦେଖାଯାଉ କଣ ସୁଧାର ଅଣ ଯାଇ ପାରିବ

Sanjeeb Mohanty (@sanjeeb72666307) 's Twitter Profile Photo

2019 ରୁ କେନ୍ଦ୍ରଶାସିତ ଅଂଚଳ ର ସଂଖ୍ୟା 7 ରୁ 8 ହେଲାଣି, କିନ୍ତୁ ପିଲାଙ୍କ ବହିରେ ଏଯାଏ ବି 7 ଲେଖା ହଉଚି ଓ ପରୀକ୍ଷା ରେ ସେଇୟା ଲେଖିବାକୁ କୁହା ହଉଚି... ଦେଶ ର ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଖବର ପହଂଚେଇବାକୁ ଅନୁରୋଧ... ଶିକ୍ଷା ମନ୍ତ୍ରୀ ଆଗ ଏ ବିଷୟରେ ଅବଗତ ହୁଅନ୍ତୁ. Dharmendra Pradhan CMO Odisha Nityananda Gond ChiefSecyOdisha

Sanjeeb Mohanty (@sanjeeb72666307) 's Twitter Profile Photo

ରାଜ୍ୟ ସରକାର ଙ୍କ ଅନୁସାରେ 20 ଓ 21 ତାରିଖ ସ୍କୁଲ ଛୁଟି. କିନ୍ତୁ ଆସନ୍ତାକାଲି କିଛି ସ୍କୁଲ ଖୋଲା ବୋଲି msg ଆସିଛି. ତେଣୁ ଏହା ପ୍ରଶାସନିକ ଅବହେଳା ନା ରାଜ୍ୟ ସରକାର ଙ୍କ ଆଦେଶ କୁ ଖାତିର ନାହିଁ...ପ୍ରଭୁଶ୍ରୀ, st xavier, DAV, mother, convent etc... ଏମାନେ ଓଡ଼ିଶାରେ ସ୍କୁଲ କାହିଁ କରିଛନ୍ତି.. CMO Odisha ChiefSecyOdisha

AAP Odisha 🇮🇳 (@aapodisha) 's Twitter Profile Photo

ଆମ୍ ଆଦ୍‌ମୀ ପାର୍ଟିର "ଅଳିଆ ଗଦା ହଟାଅ, ଭୁବନେଶ୍ୱର ବଞ୍ଚାଅ"ଅଭିଯାନ ଆନୁକୁଲ୍ୟରେ ଭୁବନେଶ୍ୱର ସଂଗଠନର ଉତ୍ସାହୀ କାର୍ଯ୍ୟକର୍ତ୍ତାମାନେ ଧିରିକୁଟି ବସ୍ତିରେ ସାଧାରଣ ଜନତାଙ୍କ ଘରକୁ ଘର ଯାଇ ଅଳିଆ ଗଦା ଅନ୍ୟତ୍ର ସ୍ଥାନାନ୍ତରଣ ନିମନ୍ତେ ପ୍ରଚାର ପତ୍ର ବାଣ୍ଟି ଜନ ସଚେତନତା କାର୍ଯ୍ୟକ୍ରମ କରିଥିଲେ। #AliagadaHatao_BhubaneswarBanchao

ଆମ୍ ଆଦ୍‌ମୀ ପାର୍ଟିର "ଅଳିଆ ଗଦା ହଟାଅ, ଭୁବନେଶ୍ୱର ବଞ୍ଚାଅ"ଅଭିଯାନ ଆନୁକୁଲ୍ୟରେ  ଭୁବନେଶ୍ୱର ସଂଗଠନର ଉତ୍ସାହୀ କାର୍ଯ୍ୟକର୍ତ୍ତାମାନେ ଧିରିକୁଟି ବସ୍ତିରେ ସାଧାରଣ ଜନତାଙ୍କ ଘରକୁ ଘର ଯାଇ ଅଳିଆ ଗଦା ଅନ୍ୟତ୍ର ସ୍ଥାନାନ୍ତରଣ ନିମନ୍ତେ ପ୍ରଚାର ପତ୍ର ବାଣ୍ଟି ଜନ ସଚେତନତା କାର୍ଯ୍ୟକ୍ରମ କରିଥିଲେ।
#AliagadaHatao_BhubaneswarBanchao
R T I (s m) 🙏✊😆 (@santosh15691218) 's Twitter Profile Photo

ଅଗଣିତ ଭକ୍ତଙ୍କ ଧାର୍ମିକ ଭାବନା ଓ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ କୁ ଅବକାରୀ ଦୋକାନ ବନ୍ଦ ରଖିବା ପାଇଁ ନିର୍ଦେଶ ଦେବାକୁ CMO Odisha Governor Odisha Office of DCM,Odisha (Smt Pravati Parida) ChiefSecyOdisha Suresh Pujari Kanak Vardhan Singh Deo (Modiji Ka Parivar) Law Department ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Ama Shasana Team ATA Official ଙ୍କୁ ଅନୁରୋଧ 🙏

ପୁରୀ ସହର ୱାର୍ଡ ନଂ 30 ରାଧାକୃଷ୍ଣ ଲେନରେ ଅନେକ ବହୁତଳ ପ୍ରସାଦ ମାଲିକ ଓ ଗ୍ରୁହ ଭଡା ଲଗାଉଥିବା ବ୍ୟକ୍ତି ରେସନ କାର୍ଡ ହାତେଇ ଥିବା ବେଳେ ଏହି ଆବେଦନ କାରି MI ପୁରୀ ଟାଉନଙ୍କ ଦାଇତ୍ୱ ହୀନତାରୁ ରାସନ କାର୍ଡରୁ ବଞ୍ଚିତ ହେବା ଉପରେ CMO Odisha Governor Odisha FoodOdisha CSO PURI ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏🙏

ଅଭିଯୋଗ କରିବାର 7 ଦିନ ପରେ ମଧ୍ୟ ସମାଧାନ ହୋଇପାରିଲା ନାହିଁ ସମସ୍ୟା @ ଖୋଦ ପୋଲିସ ସୁରକ୍ଷିତ ନୁହଁନ୍ତି # ତୁରନ୍ତ SP ପୁରୀଙ୍କୁ ଜଳ ନିଷ୍କାସନ ପାଇଁ ନିର୍ଦେଶ ଦେଵାକୁ CMO Odisha DGP, Odisha ChiefSecyOdisha Home Department, Govt. of Odisha DIGP, Central Range Cuttack Puri Police ଙ୍କୁ ଅନୁରୋଧ 🙏🙏

DFO ପୁରୀଙ୍କ ପତ୍ର ଅନୁଯାୟୀ 30 ଦିନ ଭିତରେ ବାଲୁଖଣ୍ଡ ଅଭୟାରଣ୍ୟରୁ ଠିକାଦାର ପାଇପ ହଟେଇଵା କଥା ମାତ୍ର 45 ଦିନ ପରେ ମଧ୍ୟ ବିନା ଅନୁମତିରେ ପାଇପ ଗଦା ହୋଇ ରହିଛି CMO Odisha Governor Odisha Odisha Forest, Env. and Climate Change Department PCCF & HoFF Odisha PCCF WL & CWLW, Odisha Collector and District Magistrate Puri DFO, Puri Circle PURI (WL) DIVISION ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ..

Dr. SP (@sphavisha) 's Twitter Profile Photo

The campaign led by @iDeebaKhan in Budgam marks a turning point for alternative politics in Kashmir. Along with Mehraj Malik, her rise has reignited people’s faith that honest politics can thrive here. #VoteForAAP #BudgamByeElections2025 With door-to-door outreach, Deeba

The campaign led by @iDeebaKhan in Budgam marks a turning point for alternative politics in Kashmir. Along with Mehraj Malik, her rise has reignited people’s faith that honest politics can thrive here.

#VoteForAAP
#BudgamByeElections2025

With door-to-door outreach, Deeba
Mishra Bismaya (@mbismaya) 's Twitter Profile Photo

ଖବରକାଗଜ ରେ ବାହାରିଥିବା ସମସ୍ୟା ଉପରେ ଗୁରୁତ୍ୱ ପ୍ରଦାନ କରି ଏହିପରି ଦୁର୍ନୀତିରେ ଯେଉଁମାନେ ସାମିଲ ଅଛନ୍ତି ଦୟାକରି ସେମାନଙ୍କୁ ତଦନ୍ତ ପରିସରକୁ ଅଣାଯାଉ #savepuri CMO Odisha Pravati Parida H & UD Dept Collector and District Magistrate Puri Puri Police Puri Municipality

ଖବରକାଗଜ ରେ ବାହାରିଥିବା ସମସ୍ୟା ଉପରେ ଗୁରୁତ୍ୱ ପ୍ରଦାନ କରି ଏହିପରି ଦୁର୍ନୀତିରେ ଯେଉଁମାନେ ସାମିଲ ଅଛନ୍ତି ଦୟାକରି ସେମାନଙ୍କୁ ତଦନ୍ତ ପରିସରକୁ ଅଣାଯାଉ #savepuri CMO Odisha Pravati Parida H & UD Dept Collector and District Magistrate Puri Puri Police Puri Municipality
R T I (s m) 🙏✊😆 (@santosh15691218) 's Twitter Profile Photo

CMO Odisha Governor Odisha ChiefSecyOdisha Public Works Department Odisha, Revenue & DM Department, Government of Odisha DGP, Odisha DIGP, Central Range Cuttack Puri Police @collectorpuri ଙ୍କୁ ଅନୁରୋଧ ତୁରନ୍ତ କଲଭର୍ଟ ଓ ନୟନ ଯୋର ଜବର ଦଖଲ ଉଛେଦ ସହ ବିଲଡର ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ @pwdpuri ଓ ଗୋପ ତହସିଲଦାର ଙ୍କୁ ନିର୍ଦେଶ ଦେଵାକୁ ଅନୁରୋଧ..

ପୁରୀ ସହର ୱାର୍ଡ ନଂ 30 ଅନ୍ତର୍ଗତ ରାଧାକୃଷ୍ଣ ଲେନ ରେ ଦୀର୍ଘ 3 ଦିନରୁ ଉର୍ଦ୍ଧ ହେବ ପିଇବା ପାଣି ଯୋଗାଣ ବନ୍ଦ ରହିଥିବା ବେଳେ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପାଣି ଯୋଗାଣ ହୋଇ ପାରିଲା ନାହିଁ CMO Odisha ChiefSecyOdisha H & UD Dept Governor Odisha Collector and District Magistrate Puri @watcopuri Puri Municipality ଦୃଷ୍ଟି ଦିଅନ୍ତୁ.

R T I (s m) 🙏✊😆 (@santosh15691218) 's Twitter Profile Photo

ଅଭିଯୋଗ କରିବାର 3 ଦିନ ପରେ ମଧ୍ୟ ପାନୀୟ ଜଳ ଯୋଗାଣ ବନ୍ଦ @ ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଗୁହାରୀ ପରେ ମଧ୍ୟ ସାହି ବାସିନ୍ଦା କଲବଲ ଉପରେ CMO Odisha ChiefSecyOdisha Governor Odisha H & UD Dept Collector and District Magistrate Puri Puri Municipality Team ATA Official Sanjeeb Mohanty ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏🙏

Arvind Kejriwal (@arvindkejriwal) 's Twitter Profile Photo

तरन-तारन उपचुनाव में मिली इस ऐतिहासिक जीत ने साफ़ कर दिया है कि पंजाब की जनता को काम की राजनीति और भगवंत मान जी का ईमानदार नेतृत्व ही पसंद है। पंजाब ने एक बार फिर AAP पर अपना भरोसा जताया है। ये जीत जनता की जीत है, मेहनत करने वाले हर कार्यकर्ता की जीत है। पंजाब की जनता और सभी

R T I (s m) 🙏✊😆 (@santosh15691218) 's Twitter Profile Photo

ଅଭିଯୋଗ ପରେ ମଧ୍ୟ ପୁରୀ ପୌରସଂସ୍ଥା ନୀରବ @ ଅନ୍ଧାରର ସୁଯୋଗରେ ଚୋରୀ, ଡକାୟତି ସହିତ ଅପରାଧ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ CMO Odisha ChiefSecyOdisha Governor Odisha H & UD Dept Collector and District Magistrate Puri Puri Municipality Team ATA Official ଙ୍କୁ ପୌରସଂସ୍ଥା କର୍ମଚାରୀଙ୍କ ଅବହେଳା ଓ ଦାଇତ୍ୱହୀନତା ଉପରେ ଦୃଷ୍ଟିଦେବାକୁ ଅନୁରୋଧ.