Ramesh Chandra Behera
@rameshbeheramla
M.L.A, Daspalla, ODISHA
ID: 1232272514287575040
25-02-2020 11:54:26
4,4K Tweet
3,3K Followers
58 Following
ଦଶପଲ୍ଲା ନେତାଜୀ ମୈଦାନ ଠାରେ ବିଧାୟକ-ଦଶପଲ୍ଲାଙ୍କ ନେତୃତ୍ୱରେ ବିଧାୟକ ଏକାଦଶ ଏବଂ NAC,ଦଶପଲ୍ଲା-କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ମ୍ୟାଚ୍ ର କିଛି ଝଲକ..Biju Janata Dal Naveen Patnaik BJD DIGITAL WING
ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗଣିଆ ବ୍ଲକ ଗୋପାଳସାହି ଠାରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ଉତ୍ସବ ପାଳନ...Biju Janata Dal Naveen Patnaik BJD DIGITAL WING
ଦଶପଲ୍ଲା ବ୍ଲକ ଡିହଗାଁ ଗ୍ରାମପଞ୍ଚାୟତ ଗୌଡ଼ ପଙ୍କାଳସାହି। ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀ ଉପଲକ୍ଷେ ମା ବ୍ରାହ୍ମଣୀ ଦେବୀ ଯୁବନାଟ୍ୟ ସଂସଦ ତରଫରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ..Biju Janata Dal Naveen Patnaik BJD DIGITAL WING
ଭଗବାନ ଶ୍ରୀକୃଷ୍ଣ ଙ୍କର ପବିତ୍ର ନନ୍ଦ ଉତ୍ସବ ଉପଲକ୍ଷେ ବିଜ୍ଞାପିତ ଅଞ୍ଚଳ ପରିଷଦ,ଦଶପଲ୍ଲା ୧୩ନଂ ୱାର୍ଡ ର ପଣସପାଟଣା ଠାରେ ୧୫ତମ ଶ୍ରୀମତ ଭାଗବତ ସପ୍ତାଙ୍ଗ ମହାଯଜ୍ଞ ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ..Biju Janata Dal Naveen Patnaik BJD DIGITAL WING
ଗଣିଆ ବ୍ଲକ ରାସଙ୍ଗ ଗ୍ରାମପଞ୍ଚାୟତ ମାଳତୀପୁଟ ଠାରେ ଶ୍ରୀ ଶ୍ରୀ ରାଧାମାଧବ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଗୋପାଳ ସମାଜର ପାରମ୍ପପାରିକ ନନ୍ଦ ଉତ୍ସବ ପାଳନ..Biju Janata Dal Naveen Patnaik BJD DIGITAL WING
ନୂଆଗାଁ ବ୍ଲକ୍ ନୂଆଗାଁ ପଞ୍ଚାୟତ ଉଠାଣିସାହି ଠାରେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଜନ୍ମଦିବସ ଅବସରରେ ପାରମ୍ପପାରିକ ନନ୍ଦ ଉତ୍ସବ ପାଳନ। Biju Janata Dal BJD DIGITAL WING Naveen Patnaik
ବିଜ୍ଞାପିତ ଅଞ୍ଚଳ ପରିଷଦ,ଦଶପଲ୍ଲା ନେତାଜୀ ମୈଦାନ ଠାରେ ମହିଳା ଜୀବିକା ମଞ୍ଚ, ନୟାଗଡ଼ ତରଫରୁ ଅନୁଷ୍ଠିତ ଗ୍ରାମୀଣ ପାରମ୍ପରିକ ମହିଳା କ୍ରୀଡ଼ା ଉତ୍ସବ..Biju Janata Dal Naveen Patnaik BJD DIGITAL WING
ନୂଆଗାଁ ବ୍ଲକ ଜାକେଡ଼ା ଗ୍ରାମର ବରିଷ୍ଠ ବିଜେଡି କର୍ମୀ ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରଧାନଙ୍କ ନାତୁଣୀ ଙ୍କର ଏକାଦଶାହ କର୍ମରେ ଯୋଗଦେବା ସହିତ ଅମର ଆତ୍ମା ଙ୍କ ସଦଗତି କାମନା କରୁଛି। Biju Janata Dal Naveen Patnaik BJD DIGITAL WING
ଓଡିଶା ବିଧାନସଭା Standing Committee -X ର ଶକ୍ତି ବିଭାଗ ସମ୍ପର୍କିତ ଆଲୋଚନା Biju Janata Dal Naveen Patnaik BJD DIGITAL WING
ରୋଗୀ କଲ୍ୟାଣ ସମିତି ବୈଠକ Biju Janata Dal BJD DIGITAL WING ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗଣିଆ. Naveen Patnaik
ଗଣିଆ , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପରିଦର୍ଶନରେ ଯାଇ ଚିକିତ୍ସାଧିନ ରୋଗୀ ମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଓ ଅନ୍ୟାନ୍ୟ ସୁବିଧା, ଅସୁବିଧା ବିଷୟରେ ପଚାରି ବୁଝିବା ଅବସରରେ.. Biju Janata Dal Naveen Patnaik BJD DIGITAL WING
ଗଣିଆ ବ୍ଲକ ବେଲପଡ଼ାପାଟଣା ଗ୍ରାମ ରେ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ନୂତନ ପ୍ରାର୍ଥନା ଗୃହ ପ୍ରତିଷ୍ଠା ଉତ୍ସବ।। Biju Janata Dal Naveen Patnaik BJD DIGITAL WING
ଦଶପଲ୍ଲା ବ୍ଲକ ନଛିପୁର ଗ୍ରାମପଞ୍ଚାୟତ ଶ୍ରୀରାମପୁର ଠାରେ ମା ମଙ୍ଗଳା ଠାକୁରାଣୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ।। Biju Janata Dal BJD DIGITAL WING Naveen Patnaik
ଦଶପଲ୍ଲା ବ୍ଲକ ଖମାରସାହି ଗ୍ରାମପଞ୍ଚାୟତ ଡମାହାଣ୍ଡି ଠାରେ ପପୁଲାର ଯୁବକ ସଙ୍ଘ ତରଫରୁ ଆୟୋଜିତ ଗଣେଶ ପୂଜାରେ ଯୋଗଦେଇ ଶ୍ରୀ ଗଜାନନ ଜି ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ।। Biju Janata Dal BJD DIGITAL WING Naveen Patnaik
ନୂଆଗାଁ ବ୍ଲକ Biju Janata Dal ଶ୍ରୀ କ୍ରିଷ୍ଣା ଯୁବକ ସଙ୍ଘ, ମାଇଛେଳୀ । BJD DIGITAL WING ଶ୍ରୀ ସିଦ୍ଧି ବିନାୟକ ପୂଜା କମିଟି, ମହୀପୁର। Naveen Patnaik
ଶ୍ରୀ ଗଣନାଥାୟ ପୂଜା କମିଟି Biju Janata Dal ନୂଆଗାଁ ବ୍ଲକ ଦୁରୁଦୁରା ଗ୍ରାମପଞ୍ଚାୟତ କରଡ଼ାପଲ୍ଲୀ ଗ୍ରାମ BJD DIGITAL WING Naveen Patnaik
ଶ୍ରୀ ଗଣପତି ପୂଜା କମିଟି Biju Janata Dal Naveen Patnaik ନୂଆଗାଁ ବ୍ଲକ ଢେଙ୍କେଣା ଗ୍ରାମପଞ୍ଚାୟତ ସୀତାରାମପୁର BJD DIGITAL WING
ନୂଆଗାଁ ବ୍ଲକ ବଡ଼ଗୋଠ ଗ୍ରାମପଞ୍ଚାୟତ ବଣୁଆ ସାହି। Biju Janata Dal Naveen Patnaik BJD DIGITAL WING
ସଂଗ୍ରାମୀ ଯୁବ ପରିଷଦ Biju Janata Dal Naveen Patnaik ନୂଆଗାଁ ବ୍ଲକ ପାରାଢ଼ିପ ଗ୍ରାମପଞ୍ଚାୟତ ଥୁଆବାରୀ ଗ୍ରାମ BJD DIGITAL WING
ଚୌଧୁରୀ ସାହି ଠାରେ ଗଣେଶ ପୂଜା କମିଟି Biju Janata Dal ନୂଆଗାଁ ବ୍ଲକ ବାହାଢ଼ାଝୋଲା ଗ୍ରାମପଞ୍ଚାୟତ ଚୌଧୁରୀ ସାହି ଓ ଥାନାସାହି Naveen Patnaik BJD DIGITAL WING