Tulu Pratihari 🚩 (@pratiharitulu) 's Twitter Profile
Tulu Pratihari 🚩

@pratiharitulu

Jai Jagannath🙏

ID: 1548331735359713283

calendar_today16-07-2022 15:41:08

449 Tweet

189 Takipçi

51 Takip Edilen

ଓଡ଼ିଆ ଜଗତ (@odiajagat) 's Twitter Profile Photo

ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କ ଦ୍ୱାରା ଖୁବ ସୁନ୍ଦର ମୁରୁଜ Source :- Tulu Pratihari 🚩 ଭାଇନା

ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କ ଦ୍ୱାରା ଖୁବ ସୁନ୍ଦର ମୁରୁଜ 
Source :- <a href="/PratihariTulu/">Tulu Pratihari 🚩</a> ଭାଇନା
Tulu Pratihari 🚩 (@pratiharitulu) 's Twitter Profile Photo

ଜନ୍ମାଷ୍ଟମୀ 🚩 ମହାପ୍ରଭୁ ଙ୍କ ସନ୍ଧ୍ୟା ଆଳତି ତୁଳସୀ 🙏 ଜୟ ଜଗନ୍ନାଥ 🙏

ଜନ୍ମାଷ୍ଟମୀ 🚩
ମହାପ୍ରଭୁ ଙ୍କ ସନ୍ଧ୍ୟା ଆଳତି ତୁଳସୀ 🙏
ଜୟ ଜଗନ୍ନାଥ 🙏
Tulu Pratihari 🚩 (@pratiharitulu) 's Twitter Profile Photo

ବଣଭୋଜି ବେଶ ମହାପ୍ରଭୁ କୃଷ୍ଣ ବଳରାମ ଙ୍କ ଗୁଆ କୋଳି #jaijagannath #banabhojibesa

ବଣଭୋଜି ବେଶ ମହାପ୍ରଭୁ କୃଷ୍ଣ ବଳରାମ ଙ୍କ ଗୁଆ କୋଳି 

#jaijagannath #banabhojibesa
Tulu Pratihari 🚩 (@pratiharitulu) 's Twitter Profile Photo

ବଣଭୋଜି ବେଶ ମହାପ୍ରଭୁ ଙ୍କ ଖୁଆ ପେଡା ମାଳ 🙏 #JaiJagannath #banabhojibesa

ବଣଭୋଜି ବେଶ ମହାପ୍ରଭୁ ଙ୍କ ଖୁଆ ପେଡା ମାଳ 🙏

#JaiJagannath #banabhojibesa
Tulu Pratihari 🚩 (@pratiharitulu) 's Twitter Profile Photo

କୃଷ୍ଣ ବଳରାମ ଙ୍କ କୋଲିବିକା ନୀତି 🚩 ଶବରୁଣୀ ଠାରୁ କୋଳି ନେଇ ଭିତରଛ ମହାପାତ୍ର ରାମକୃଷ୍ଣ ଙ୍କୁ ଲାଗି ଓ ଅର୍ପଣ କରିଛନ୍ତି।

କୃଷ୍ଣ ବଳରାମ ଙ୍କ କୋଲିବିକା ନୀତି 🚩

ଶବରୁଣୀ ଠାରୁ କୋଳି ନେଇ ଭିତରଛ ମହାପାତ୍ର ରାମକୃଷ୍ଣ ଙ୍କୁ ଲାଗି ଓ ଅର୍ପଣ କରିଛନ୍ତି।
Arabinda K Padhee (@arvindpadhee) 's Twitter Profile Photo

ଜୟ ଜଗନ୍ନାଥ। 🙏 ଆଜି ଅଧ୍ଯକ୍ଷ, ଗଜପତି ମହାରାଜା ଓ ସମସ୍ତ ସଦସ୍ଯଙ୍କ ସହିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ଏହି ସ୍ମରଣୀୟ ଫଟୋ।

ଜୟ ଜଗନ୍ନାଥ। 🙏
ଆଜି ଅଧ୍ଯକ୍ଷ, ଗଜପତି ମହାରାଜା ଓ ସମସ୍ତ ସଦସ୍ଯଙ୍କ ସହିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ଏହି ସ୍ମରଣୀୟ ଫଟୋ।
Sankha Odisha (@sankhaodisha) 's Twitter Profile Photo

ସାଢେ ୪ କୋଟି ଓଡିଶାବାସୀଙ୍କ ଭଲପାଇବା ପାଇ ସେ ସାଜିଛନ୍ତି ଓଡିଶାର ସୁପରଷ୍ଟାର। Naveen Patnaik Biju Janata Dal

Prashant Sahu 🇮🇳 (@suryanandannet) 's Twitter Profile Photo

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ , ଆମ୍ଭେ (ଦ୍ରସନ) ଦର୍ଶନ କରିବୁ କାହାକୁ 🙏