ଗର୍ବିତ ଭାରତୀୟ (Proud Indian) (@pramodpandavk) 's Twitter Profile
ଗର୍ବିତ ଭାରତୀୟ (Proud Indian)

@pramodpandavk

ଦୀର୍ଘତମାସ ଋଷିଙ୍କ କଳିଙ୍ଗ, ମନୁ-ସନ୍ତାନ-ସୁଦ୍ୟୁମ୍ନଙ୍କ ଉତ୍କଳ, ବତ୍ସରାଜାଙ୍କ କୋସଳ, ଗନ୍ଧର୍ବ ବିଶ୍ବାବସୁଙ୍କ ଓଡ୍ର, ତୋଷଳ-କ୍ଷତ୍ରିୟ ଓ କଙ୍ଗୋଦ-ମଣ୍ଡଳ ଠିକଣା ସନ୍ଧାନରେ

ID: 919509925599916032

linkhttps://pramodpanda.wordpress.com/ calendar_today15-10-2017 10:27:04

35,35K Tweet

2,2K Takipçi

577 Takip Edilen

Vedveer Arya वेदवीर आर्यः 🇮🇳 (@vedveerarya3) 's Twitter Profile Photo

Coronation date of Vengi Chālukya king Vikrāmaditya II inscription from Kōdada,Telangana and a reference to Early Kakatiyas ———————————— This set of copper plate (contains 3 leaves) found recently in Muslim graveyard at the village Kodada in Suryapet district,Telangana,

Coronation date of Vengi Chālukya king Vikrāmaditya II inscription from Kōdada,Telangana and a reference to Early Kakatiyas
————————————

This set of copper plate (contains 3 leaves) found recently in Muslim graveyard at the village Kodada in Suryapet district,Telangana,
Dr Pradeep Panigrahy Fan Club (Modi Ka Parivar) (@fanpanigra4470) 's Twitter Profile Photo

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସିନେଟ୍ ଗଠନ ହେବା ସହ ନୂଆ ସଦସ୍ୟଙ୍କୁ ମନୋନୀତ କରାଯାଇଛି। ସିନେଟ୍ ସଦସ୍ୟ ଭାବେ ମୋତେ ମନୋନୀତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛିlଆଗାମୀ ଦିନରେ ବିଶ୍ଵବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ସହିତ ଜଡ଼ିତ ହେବା ସହ ବବିଶ୍ଵବିଦ୍ୟାଳୟର ଉନ୍ନତି ଦିଗରେ କାମ କରିବି।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସିନେଟ୍ ଗଠନ ହେବା ସହ ନୂଆ ସଦସ୍ୟଙ୍କୁ ମନୋନୀତ କରାଯାଇଛି। ସିନେଟ୍ ସଦସ୍ୟ ଭାବେ ମୋତେ ମନୋନୀତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛିlଆଗାମୀ ଦିନରେ ବିଶ୍ଵବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ସହିତ ଜଡ଼ିତ ହେବା ସହ ବବିଶ୍ଵବିଦ୍ୟାଳୟର ଉନ୍ନତି ଦିଗରେ କାମ କରିବି।
𝓚𝓪𝓶𝓪𝓵𝓪𝓴𝓪𝓷𝓽𝓪 (@jenakamalakant) 's Twitter Profile Photo

ଜମି ବିକି ମଟନ୍ ଖାଇବା ଏବଂ ଖଣି ବିକି ରାଜସ୍ବ ବଢ଼ାଇବା ଏକା କଥା। ଖଣିଜ ପଦାର୍ଥ ଗୁଡ଼ିକୁ ପ୍ରକ୍ରିୟାକରଣ କରି ବିଭିନ୍ନ ଉପକରଣ ନିର୍ମାଣ କରାଯିବ ପାଇଁ ଯଦି ଶିଳ୍ପ ପ୍ରତିଷ୍ଠା କରା ଯାଆନ୍ତା ତେବେ ଏହା ପ୍ରାକୃତିକ ସମ୍ପଦର ସୁବିନିଯୋଗ ହେବା ସହିତ ଉଭୟ ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ସମୃଦ୍ଧ କରିବାରେ ସହାୟକ ହୁଅନ୍ତା #ଖଣିମହାଲୁଟ୍

@Gajapati (ଗଜପତି) (@vadkri) 's Twitter Profile Photo

Epigraphy Updates- The first bronze bull odia inscription of Odisha has been deciphered & reported from Ramalingeswar Temple, Paralakhemundi, dating to the reign of Gajapati Prataparudra Deva I. A remarkable addition to our epigraphic heritage #OdishaHistory #Epigraphy #Gajapati

Epigraphy Updates-
The first bronze bull odia inscription of Odisha has been deciphered & reported from Ramalingeswar Temple, Paralakhemundi, dating to the reign of Gajapati Prataparudra Deva I. A remarkable addition to our epigraphic heritage #OdishaHistory #Epigraphy #Gajapati
ଗର୍ବିତ ଭାରତୀୟ (Proud Indian) (@pramodpandavk) 's Twitter Profile Photo

#Somavamshi_Indradyumna: (King of Sakalya-dvipa and the Founder of Shri Mandira) Please read my article in Volume 14 Issue 7, July 2025, International Journal of Science and Research (IJSR), Pages: 1809-1816, ijsr.net/getabstract.ph…, DOI: dx.doi.org/10.21275/SR257…

SABYASACHI MISHRA 🇮🇳 (@sabyaactor) 's Twitter Profile Photo

"Pushkara" Bags 71st National Award. I Would like to dedicate it to u for your Support and Love ❤️🙏🏼 Sharing this GOOD NEWS with great happiness & pride.

"Pushkara" Bags 71st  National Award. I Would like to dedicate it to u for your Support and Love ❤️🙏🏼 Sharing this GOOD NEWS with great happiness & pride.
Vedveer Arya वेदवीर आर्यः 🇮🇳 (@vedveerarya3) 's Twitter Profile Photo

Vengi Chālukya king Vikrāmaditya II inscription from Kōdada,Telangana This set (5th set, out of 9 set of copper plates) is found recently in Muslim graveyard at the village Kodada in Suryapet district,Telangana and is presently preserved in the Department of Heritage Telangana,

Vengi Chālukya king Vikrāmaditya II inscription from Kōdada,Telangana

This set (5th set, out of 9 set of copper plates) is found recently in Muslim graveyard at the village Kodada in Suryapet district,Telangana and is presently preserved in the Department of Heritage Telangana,
Er.Sushree Sangita#ଜୟ⭕❕⭕ ଜଗନ୍ନାଥ (@sangitasethy) 's Twitter Profile Photo

ୟାଙ୍କ ଘରେ କେହି ବସିବେନି। ରୋଷେଇ ସାରି ସଭିଏଁ ରୋଜଗାର ପାଇଁ ଛୋଟମୋଟ କାମ ଧରିଛନ୍ତି। ଫୁଲମାଳ ଗୁନ୍ଥିବା, ଝାଲେରି କାଟିବା। କିଛି ନହେଲେ ବର୍ଷକୁ ୨୦-୩୦ ହଜାର ରୋଜଗାର କରୁଛନ୍ତି ମହିଳା।ୟାଙ୍କ ସାହି ସାରା ସବୁ ସ୍ତ୍ରୀଲୋକ ଏହିଭଳି କାର୍ଯ୍ୟକରି ପଇସା ରୋଜଗାର କରୁଛନ୍ତି ଘରକାମ ସହ।ଚାହିଁଲେ ସବୁ ସମ୍ଭବ। କର୍ମ ଖୋଡ଼ିଆ ଦୁଃଖ ପାଆନ୍ତି।

ୟାଙ୍କ ଘରେ କେହି ବସିବେନି। ରୋଷେଇ ସାରି ସଭିଏଁ ରୋଜଗାର ପାଇଁ ଛୋଟମୋଟ କାମ ଧରିଛନ୍ତି। ଫୁଲମାଳ ଗୁନ୍ଥିବା, ଝାଲେରି କାଟିବା। କିଛି ନହେଲେ ବର୍ଷକୁ ୨୦-୩୦ ହଜାର ରୋଜଗାର କରୁଛନ୍ତି ମହିଳା।ୟାଙ୍କ ସାହି ସାରା ସବୁ ସ୍ତ୍ରୀଲୋକ ଏହିଭଳି କାର୍ଯ୍ୟକରି ପଇସା ରୋଜଗାର କରୁଛନ୍ତି ଘରକାମ ସହ।ଚାହିଁଲେ ସବୁ ସମ୍ଭବ। କର୍ମ ଖୋଡ଼ିଆ ଦୁଃଖ ପାଆନ୍ତି।
NIPER_Berhampur_Odisha (@electiondynamix) 's Twitter Profile Photo

Berhampuri Patta Saree Woven with fine yarns of mulberry silk, this luxurious Ceylon Double Anchal Berhampuri Patta Saree is not just strikingly beautiful but also uniquely made by the weavers of #Berhampur in Odisha's #Ganjam. #NationalHandloomsDay

Berhampuri Patta Saree 

Woven with fine yarns of mulberry silk, this luxurious Ceylon Double Anchal Berhampuri Patta Saree is not just strikingly beautiful but also uniquely made by the weavers of #Berhampur in Odisha's #Ganjam.

#NationalHandloomsDay
@Gajapati (ଗଜପତି) (@vadkri) 's Twitter Profile Photo

Thread: 👇🧵 सर्वे शिलालेखान् पठितुमिच्छन्ति जनाः सदा, लेखज्ञपदनाशेन कथं रक्ष्यन्ति तेऽधुना? All people always wish to read inscriptions, but with the posts of epigraphists being abolished, how will they be preserved now? PMO India CMO Odisha 1/n

Thread:
👇🧵
सर्वे शिलालेखान् पठितुमिच्छन्ति जनाः सदा,
लेखज्ञपदनाशेन कथं रक्ष्यन्ति तेऽधुना?
All people always wish to read inscriptions,
but with the posts of epigraphists being abolished,
how will they be preserved now?
<a href="/PMOIndia/">PMO India</a> <a href="/CMO_Odisha/">CMO Odisha</a>
1/n
Sanjay Ubach | ସଞ୍ଜୟ ଉବାଚ (@sanjayubach) 's Twitter Profile Photo

ଶ୍ରୀ ସିଦ୍ଧବଳଦେବଜୀଉଙ୍କର ପବିତ୍ର ଜନ୍ମତିଥି, ଗହ୍ମା ପୂର୍ଣ୍ଣିମା ଓ ରାକ୍ଷୀପୂର୍ଣ୍ଣିମା ଉତ୍ସବର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ଶ୍ରୀ ସିଦ୍ଧବଳଦେବଜୀଉଙ୍କର ପବିତ୍ର ଜନ୍ମତିଥି, ଗହ୍ମା ପୂର୍ଣ୍ଣିମା ଓ ରାକ୍ଷୀପୂର୍ଣ୍ଣିମା ଉତ୍ସବର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
@Gajapati (ଗଜପତି) (@vadkri) 's Twitter Profile Photo

कामा च कामदेवी च कामेशी कामसम्भवा । कामभावा कामरता कामार्ता काममञ्जरी ॥ काममञ्जीररणिता कामदेवप्रियान्तरा । कामकाली कामकला कालिका कमलार्चिता ॥ #ମଝିଘରିଆଣୀ

कामा च कामदेवी च कामेशी कामसम्भवा । 
कामभावा कामरता कामार्ता काममञ्जरी ॥ 

काममञ्जीररणिता कामदेवप्रियान्तरा । 
कामकाली कामकला कालिका कमलार्चिता ॥

#ମଝିଘରିଆଣୀ
Sanjay Ubach | ସଞ୍ଜୟ ଉବାଚ (@sanjayubach) 's Twitter Profile Photo

ଗଣଦୌଡ ଆବଶ୍ୟକ ହେବ କାହିଁକି ନା ଦେଶ ଯେତେବେଳେ ଜିହାଦ ସହ ସଂଘର୍ଷ କରୁଛି ଓଡ଼ିଶା ସେତେବେଳେ ଉଭୟ ଜିହାଦ ଓ ମିଶନାରୀଙ୍କ ସହ ଲଢୁଛି। ହିନ୍ଦୁଙ୍କ ନାମରେ ସରକାରକୁ ଆସିଥିବା ଲୋକ ଏବେ ସିକୁଲାରିଜମ ଦେଖାଇବା ପାଇଁ ବ୍ୟସ୍ତ ସେତେବେଳେ ଓଡିଶାର ହିନ୍ଦୁ ନିଜ କଥା ନିଜେ ବୁଝିବେ ନହେଲେ ଦୈଡିକି ପଳାଇବେ। #JusticeForSwamiLaxmanananda

ଗଣଦୌଡ ଆବଶ୍ୟକ ହେବ କାହିଁକି ନା ଦେଶ ଯେତେବେଳେ ଜିହାଦ ସହ ସଂଘର୍ଷ କରୁଛି ଓଡ଼ିଶା ସେତେବେଳେ ଉଭୟ ଜିହାଦ ଓ ମିଶନାରୀଙ୍କ ସହ ଲଢୁଛି। ହିନ୍ଦୁଙ୍କ ନାମରେ ସରକାରକୁ ଆସିଥିବା ଲୋକ ଏବେ ସିକୁଲାରିଜମ ଦେଖାଇବା ପାଇଁ ବ୍ୟସ୍ତ ସେତେବେଳେ ଓଡିଶାର ହିନ୍ଦୁ ନିଜ କଥା ନିଜେ ବୁଝିବେ ନହେଲେ ଦୈଡିକି ପଳାଇବେ।
#JusticeForSwamiLaxmanananda
🇮🇳सप्तगिरि 🕉️ (@sssindore) 's Twitter Profile Photo

one curiosity Saraswati Films ji सप्त चिरंजीवी स्तोत्र indicates presence of महर्षि वेद व्यास in immortal form-the creator of Mbh+SBG+SVSN/with his presence around,any effort to arrive at Mbh dating theory with your approach+ proof should never fail/would it?