BijuYuvaVahini (@odishabyv) 's Twitter Profile
BijuYuvaVahini

@odishabyv

Official handle of Biju Yuva Vahini, marquee scheme of Odisha
Govt to promote volunteerism amongst youth & encourage them to be part of social action projects.

ID: 997081313076113408

linkhttp://www.bijuvyuvavahini.com calendar_today17-05-2018 11:48:04

609 Tweet

2,2K Followers

43 Following

BijuYuvaVahini (@odishabyv) 's Twitter Profile Photo

Biju Yuva Vahini is committed to create awareness among youth to stay away from Tobacco, Drugs, Alcohol and other addictions. #WorldNoTobaccoDay #NishaKuNa #BYV #Odisha

Biju Yuva Vahini is committed to create awareness among youth to stay away from Tobacco, Drugs, Alcohol and other addictions. 

#WorldNoTobaccoDay #NishaKuNa #BYV #Odisha
BijuYuvaVahini (@odishabyv) 's Twitter Profile Photo

ଭୁବନେଶ୍ବର ସହରାଞ୍ଚଳର ବିଭିନ୍ନ ସ୍ଥାନରେ ବିଜୁ ଯୁବ ବାହିନୀର ସଦସ୍ୟ #WorldNoTobaccoDay ଅବସରରେ ତମ୍ବାଖୁର କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରିଛନ୍ତି। ଯୁବପିଢିଙ୍କୁ ନିଶାଠାରୁ ଦୂରେଇ ରଖିବା ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ବିଜୁ ଯୁବ ବାହିନୀର ସ୍ଵେଚ୍ଛାସେବୀ ସଂକଳ୍ପବଦ୍ଧ। #Odisha #BYV #NishaKuNa

ଭୁବନେଶ୍ବର ସହରାଞ୍ଚଳର ବିଭିନ୍ନ ସ୍ଥାନରେ ବିଜୁ ଯୁବ ବାହିନୀର ସଦସ୍ୟ #WorldNoTobaccoDay ଅବସରରେ ତମ୍ବାଖୁର କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରିଛନ୍ତି। ଯୁବପିଢିଙ୍କୁ ନିଶାଠାରୁ ଦୂରେଇ ରଖିବା ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ବିଜୁ ଯୁବ ବାହିନୀର ସ୍ଵେଚ୍ଛାସେବୀ ସଂକଳ୍ପବଦ୍ଧ।

#Odisha #BYV #NishaKuNa
BijuYuvaVahini (@odishabyv) 's Twitter Profile Photo

ସମ୍ବଲପୁରରେ ଆୟୋଜିତ ଶୀତଳ ଷଷ୍ଠୀ ଯାତ୍ରାକୁ ସଫଳତାର ସହ ପରିଚାଳନା କରିବାରେ ବିଜୁ ଯୁବ ବାହିନୀ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମ ସ୍ଵେଚ୍ଛାସେବୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ସ୍ଥାନୀୟ ପ୍ରଶାସନକୁ ଭିଡ ନିୟନ୍ତ୍ରଣ ତଥା ପାନୀୟ ଜଳ ଯୋଗାଣରେ ସହଯୋଗ କରିଛନ୍ତି। #BYV #Odisha

ସମ୍ବଲପୁରରେ ଆୟୋଜିତ ଶୀତଳ ଷଷ୍ଠୀ ଯାତ୍ରାକୁ ସଫଳତାର ସହ ପରିଚାଳନା କରିବାରେ ବିଜୁ ଯୁବ ବାହିନୀ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମ ସ୍ଵେଚ୍ଛାସେବୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ସ୍ଥାନୀୟ ପ୍ରଶାସନକୁ ଭିଡ ନିୟନ୍ତ୍ରଣ ତଥା ପାନୀୟ ଜଳ ଯୋଗାଣରେ ସହଯୋଗ କରିଛନ୍ତି।

 #BYV #Odisha
Rourkela Smart City (@smartcityrkl) 's Twitter Profile Photo

BijuYuvaVahini recognised under Odisha Sports organised a Blood Donation Camp at the Blood Bank in Rourkela Govt. Hospital. The event was inaugurated by Shri Sarada Prasad Nayak, MLA, #Rourkela. A total of 59 blood units were collected out of which 20 were from first timers.

<a href="/OdishaBYV/">BijuYuvaVahini</a> recognised under <a href="/sports_odisha/">Odisha Sports</a> organised a Blood Donation Camp at the Blood Bank in Rourkela Govt. Hospital.
The event was inaugurated by Shri Sarada Prasad Nayak, MLA, #Rourkela.
A total of 59 blood units were collected out of which 20 were from first timers.
BijuYuvaVahini (@odishabyv) 's Twitter Profile Photo

.@Sports_Odisha Minister Shri Tusharkanti Behera believes that the scope of work for the Biju Yuva Vahini is immense and he will try to increase it's dimension and extent to a bigger latitude. #BYV #Odisha orissapost.com/will-magnify-b…

BijuYuvaVahini (@odishabyv) 's Twitter Profile Photo

Every blood donor is a lifesaver. #BYV is committed to creating awareness for blood donation among youth & it organizes blood donation camps regularly all over the state. On #WorldBloodDonorDay, we salute everyone who donates blood regularly and urge all to join the noble cause.

Every blood donor is a lifesaver. #BYV is committed to creating awareness for blood donation among youth &amp; it organizes blood donation camps regularly all over the state.

On #WorldBloodDonorDay, we salute everyone who donates blood regularly and urge all to join the noble cause.
BijuYuvaVahini (@odishabyv) 's Twitter Profile Photo

ରକ୍ତଦାନ ମହତ ଦାନ। ରକ୍ତାଭାବ ଯୋଗୁଁ କେହି ଯେପରି ମୃତ୍ୟୁମୁଖରେ ନପଡନ୍ତୁ ସେଥି ପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ପଦ୍ମପୁରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଆମ ସ୍ଵେଚ୍ଛାସେବୀ ନିଜେ ରକ୍ତଦାନ କରିବା ସହ ଯୁବପିଢିଙ୍କୁ ରକ୍ତଦାନ ପାଇଁ ପ୍ରେରିତ କରିଛନ୍ତି । #BYV #Odisha #DonateBloodSaveLife

ରକ୍ତଦାନ ମହତ ଦାନ। ରକ୍ତାଭାବ ଯୋଗୁଁ  କେହି ଯେପରି ମୃତ୍ୟୁମୁଖରେ ନପଡନ୍ତୁ ସେଥି ପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ପଦ୍ମପୁରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଆମ ସ୍ଵେଚ୍ଛାସେବୀ ନିଜେ ରକ୍ତଦାନ କରିବା ସହ ଯୁବପିଢିଙ୍କୁ ରକ୍ତଦାନ ପାଇଁ ପ୍ରେରିତ କରିଛନ୍ତି ।

#BYV #Odisha #DonateBloodSaveLife
BijuYuvaVahini (@odishabyv) 's Twitter Profile Photo

ବିଜୁ ଯୁବ ବାହିନୀ ପକ୍ଷରୁ ପୁରୀରେ ସମୁଦ୍ରକୂଳ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବହୁ ସଂଖ୍ଯାରେ ଆମ ସ୍ଵେଚ୍ଛାସେବୀ ଏଥିରେ ସାମିଲ ହୋଇ ସମୁଦ୍ରକୂଳରୁ ଆବର୍ଜନା ସଫା କରିବା ସହ ଏହାକୁ ନିର୍ମଳ ରଖିବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି। #BYV #Odisha

ବିଜୁ ଯୁବ ବାହିନୀ ପକ୍ଷରୁ ପୁରୀରେ ସମୁଦ୍ରକୂଳ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବହୁ ସଂଖ୍ଯାରେ ଆମ ସ୍ଵେଚ୍ଛାସେବୀ ଏଥିରେ ସାମିଲ ହୋଇ ସମୁଦ୍ରକୂଳରୁ  ଆବର୍ଜନା ସଫା କରିବା ସହ ଏହାକୁ ନିର୍ମଳ ରଖିବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି।  

#BYV #Odisha
BijuYuvaVahini (@odishabyv) 's Twitter Profile Photo

On the occasion of #InternationalDayOfYoga, Biju Yuva Vahini urges reiterates its commitment to build a healthy Odisha. #InternationalYogaDay #YogaForAll #YogaDay2019 #Odisha

On the occasion of #InternationalDayOfYoga, Biju Yuva Vahini urges reiterates its commitment to build a healthy Odisha.

#InternationalYogaDay #YogaForAll #YogaDay2019 #Odisha
BijuYuvaVahini (@odishabyv) 's Twitter Profile Photo

In this #InternationalDayOfYoga, Biju Yuva Vahini volunteers of Bongomunda Block of Bolangir District kick-started their morning by practicing yoga, making it an integral part of daily routine to strengthen the body & mind. #InternationalYogaDay #YogaForAll #YogaDay2019 #Odisha

In this #InternationalDayOfYoga, Biju Yuva Vahini volunteers of Bongomunda Block of Bolangir District kick-started their morning by practicing yoga, making it an integral part of daily routine to strengthen the body &amp; mind.

#InternationalYogaDay #YogaForAll #YogaDay2019 #Odisha
BijuYuvaVahini (@odishabyv) 's Twitter Profile Photo

ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ବିଜୁ ଯୁବ ବାହିନୀର ସ୍ଵେଚ୍ଛାସେବୀ ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକରେ ଯୋଗ ଶିବିର ଆୟୋଜନ କରି ଯୋଗାଭ୍ଯାସ କରିବା ସହ ଯୋଗର ଉପକାରିତା ସମ୍ପର୍କରେ ଯୁବପିଢିଙ୍କୁ ସଚେତନ କରିଛନ୍ତି। #InternationalDayOfYoga #InternationalYogaDay #YogaForAll #YogaDay2019 #Odisha

ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ବିଜୁ ଯୁବ ବାହିନୀର ସ୍ଵେଚ୍ଛାସେବୀ ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକରେ ଯୋଗ ଶିବିର ଆୟୋଜନ କରି ଯୋଗାଭ୍ଯାସ କରିବା ସହ ଯୋଗର ଉପକାରିତା ସମ୍ପର୍କରେ ଯୁବପିଢିଙ୍କୁ ସଚେତନ କରିଛନ୍ତି। 

#InternationalDayOfYoga #InternationalYogaDay #YogaForAll #YogaDay2019 #Odisha
BijuYuvaVahini (@odishabyv) 's Twitter Profile Photo

ନିୟମିତ ଯୋଗାଭ୍ୟାସ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ବିଜୁ ଯୁବ ବାହିନୀର ସ୍ଵେଚ୍ଛାସେବୀ ରାୟଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଆୟୋଜନ କରି ଯୋଗାଭ୍ଯାସ କରିବା ସହ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଇବା ପାଇଁ ସଂକଲ୍ପ କରିଛନ୍ତି । #InternationalYogaDay #YogaForAll #YogaDay2019

ନିୟମିତ ଯୋଗାଭ୍ୟାସ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ବିଜୁ ଯୁବ ବାହିନୀର ସ୍ଵେଚ୍ଛାସେବୀ ରାୟଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଆୟୋଜନ କରି ଯୋଗାଭ୍ଯାସ କରିବା ସହ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଇବା ପାଇଁ ସଂକଲ୍ପ କରିଛନ୍ତି ।  
#InternationalYogaDay #YogaForAll #YogaDay2019
BijuYuvaVahini (@odishabyv) 's Twitter Profile Photo

ବିଜୁ ଯୁବ ବାହିନୀର ସଦସ୍ୟ ନିଜର ମାନବିକତାର ପରିଚୟ ଦେଇ ଜନସାଧାରଣଙ୍କ ସେବା କରିବା ସହ ପଶୁଙ୍କ ସେବା ମଧ୍ୟ କରନ୍ତି। ବଲାଙ୍ଗିର ଜିଲ୍ଲା ମୁରାବାହାଲ ବ୍ଲକର ଲେବେଡା ଗ୍ରାମରେ ଏକ ଶୁଖିଲା କୂଅ ମଧ୍ୟରେ ମୃତ୍ୟୁ ମୁଖରେ ପଡିଥିବା ଏକ ଗାଈ ଓ ବାଛୁରିକୁ ଉଦ୍ଧାର କରିଛନ୍ତି। #Odisha #BYV

ବିଜୁ ଯୁବ ବାହିନୀର ସଦସ୍ୟ ନିଜର ମାନବିକତାର ପରିଚୟ ଦେଇ ଜନସାଧାରଣଙ୍କ ସେବା କରିବା ସହ ପଶୁଙ୍କ ସେବା ମଧ୍ୟ କରନ୍ତି।  ବଲାଙ୍ଗିର ଜିଲ୍ଲା ମୁରାବାହାଲ ବ୍ଲକର ଲେବେଡା ଗ୍ରାମରେ ଏକ ଶୁଖିଲା କୂଅ ମଧ୍ୟରେ ମୃତ୍ୟୁ ମୁଖରେ ପଡିଥିବା ଏକ ଗାଈ ଓ ବାଛୁରିକୁ ଉଦ୍ଧାର କରିଛନ୍ତି। 

#Odisha #BYV
BijuYuvaVahini (@odishabyv) 's Twitter Profile Photo

ବିଜୁ ଯୁବ ବାହିନୀର ସ୍ଵେଚ୍ଛାସେବୀ ସବୁଜ ଓ ସୁନ୍ଦର ଓଡିଶା ଗଠନ ଲକ୍ଷ୍ୟରେ ସାରା ରାଜ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏହି କ୍ରମରେ ପୁରୀ ପୌରପାଳିକା ଅଞ୍ଚଳରେ ଆମ ସ୍ଵେଚ୍ଛାସେବୀ ନିଜେ ବୃକ୍ଷରୋପଣ କରିବା ସହ ଲୋକଙ୍କୁ ଏଥିପ୍ରତି ସଚେତନ କରିଛନ୍ତି । #GreenOdisha #Odisha #BYV

ବିଜୁ ଯୁବ ବାହିନୀର ସ୍ଵେଚ୍ଛାସେବୀ ସବୁଜ ଓ ସୁନ୍ଦର ଓଡିଶା ଗଠନ ଲକ୍ଷ୍ୟରେ ସାରା ରାଜ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏହି କ୍ରମରେ ପୁରୀ ପୌରପାଳିକା ଅଞ୍ଚଳରେ ଆମ ସ୍ଵେଚ୍ଛାସେବୀ ନିଜେ ବୃକ୍ଷରୋପଣ କରିବା ସହ ଲୋକଙ୍କୁ ଏଥିପ୍ରତି ସଚେତନ କରିଛନ୍ତି । 

#GreenOdisha #Odisha #BYV
BijuYuvaVahini (@odishabyv) 's Twitter Profile Photo

With the Ratha Jatra around the corner, Biju Yuva Vahini has started a massive Cleanliness drive at the Puri beach. #BYV #Odisha #SwacchOdishaSusthaOdisha

With the Ratha Jatra around the corner, Biju Yuva Vahini has started a massive Cleanliness drive at the Puri beach. 

#BYV #Odisha #SwacchOdishaSusthaOdisha
BijuYuvaVahini (@odishabyv) 's Twitter Profile Photo

ସ୍ୱଚ୍ଛତା ଓ ପରିମଳ ସୁସ୍ଥ ସମାଜର ଅଭିନ୍ନ ଅଙ୍ଗ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ବିଜୁ ଯୁବ ବାହିନୀ ସଦସ୍ୟ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ପରିସରରେ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ଆବର୍ଜନା ମୁକ୍ତ ସ୍ଵଚ୍ଛ ବାତାବରଣ ସୃଷ୍ଟି କରିବା ପାଇଁ ଆମ ସ୍ଵେଚ୍ଛାସେବୀ ସଚେତନ। #BYV #Odisha

ସ୍ୱଚ୍ଛତା ଓ ପରିମଳ ସୁସ୍ଥ ସମାଜର ଅଭିନ୍ନ ଅଙ୍ଗ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ବିଜୁ ଯୁବ ବାହିନୀ ସଦସ୍ୟ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ପରିସରରେ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ଆବର୍ଜନା ମୁକ୍ତ ସ୍ଵଚ୍ଛ ବାତାବରଣ ସୃଷ୍ଟି କରିବା ପାଇଁ ଆମ ସ୍ଵେଚ୍ଛାସେବୀ ସଚେତନ। 

#BYV #Odisha
BijuYuvaVahini (@odishabyv) 's Twitter Profile Photo

In the run-up to the International Day Against Drug Abuse and Illicit Trafficking, an anti-drug awareness rally was organized by Biju Yuva Vahini Members in Nayagarh. Our volunteers are committed to create awareness among youth to stay away from Drugs and other addictions.

In the run-up to the International Day Against Drug Abuse and Illicit Trafficking, an anti-drug awareness rally was organized by Biju Yuva Vahini Members in Nayagarh. Our volunteers are committed to create awareness among youth to stay away from Drugs and other addictions.
BijuYuvaVahini (@odishabyv) 's Twitter Profile Photo

ବିଜୁ ଯୁବ ବାହିନୀ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସି ଅଞ୍ଚଳରେ ପରିବେଶ ଉପରେ ପଲିଥିନର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ପଦଯାତ୍ରା ଆୟୋଜନ କରାଯାଇଛି। ଆମ ସ୍ଵେଚ୍ଛାସେବୀ ପ୍ଲାଷ୍ଟିକ ମୁକ୍ତ ଏକ ସୁସ୍ଥ ସମାଜ ଗଠନ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। #SwachhOdishaSwasthOdisha #BYV

ବିଜୁ ଯୁବ ବାହିନୀ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସି ଅଞ୍ଚଳରେ ପରିବେଶ ଉପରେ ପଲିଥିନର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ପଦଯାତ୍ରା ଆୟୋଜନ କରାଯାଇଛି। ଆମ ସ୍ଵେଚ୍ଛାସେବୀ ପ୍ଲାଷ୍ଟିକ ମୁକ୍ତ ଏକ ସୁସ୍ଥ ସମାଜ ଗଠନ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। #SwachhOdishaSwasthOdisha #BYV
BijuYuvaVahini (@odishabyv) 's Twitter Profile Photo

Biju Yuva Vahini volunteers in Bhubaneswar Municipal Area carried out an awareness rally on the occasion of International Day Against Drug Abuse And Illicit Trafficking. BYV is committed to build a healthy Odisha. #NishaKuNa #BYV

Biju Yuva Vahini volunteers in Bhubaneswar Municipal Area carried out an awareness rally on the occasion of International Day Against Drug Abuse And Illicit Trafficking. BYV is committed to build a healthy Odisha.

#NishaKuNa #BYV