Odia Wikimedians User Group (@odiawikiug) 's Twitter Profile
Odia Wikimedians User Group

@odiawikiug

Volunteer group building Odia Wikipedia (@odiawiki), @wikimedia affiliate.
ଓଡ଼ିଆ ଉଇକିପିଡ଼ିଆ ଗଢ଼ୁଥିବା ସ୍ୱେଚ୍ଛାସେବୀ ଦଳ

ID: 1755158091782631424

linkhttps://meta.wikimedia.org/wiki/Odia_Wikimedians_User_Group calendar_today07-02-2024 09:15:01

48 Tweet

29 Followers

18 Following

TNI (@tnitweet) 's Twitter Profile Photo

#OdiaWikimedians Mark #Wikidata’s 13th Birthday with Celebration in #Bhadrak enewsinsight.com/odia-wikimedia… #TNI #Inisght #PIN

Odia Wikimedians User Group (@odiawikiug) 's Twitter Profile Photo

ଓଡ଼ିଆ ଉଇକିଆଳିଙ୍କ ଦ୍ୱାରା ଉଇକିଡାଟାର ୧୩ତମ ଜନ୍ମଦିନ ପାଳନ odiabarta.in/152122/

Odia Wikimedians User Group (@odiawikiug) 's Twitter Profile Photo

ଉଇକିଡାଟା ଜନ୍ମଦିନ ଖବର ଆଜିର ଯୁଗାବ୍ଦ ଖବରକାଗଜରେ ପ୍ରକାଶିତ ହୋଇଥିଲା ।

ଉଇକିଡାଟା ଜନ୍ମଦିନ ଖବର ଆଜିର ଯୁଗାବ୍ଦ ଖବରକାଗଜରେ ପ୍ରକାଶିତ ହୋଇଥିଲା ।
Odia Wikimedians User Group (@odiawikiug) 's Twitter Profile Photo

ଓଡ଼ିଆ ଉଇକିଆଳି ହରିହର ଶତପଥୀ ଏସିଆ ମାସ ଗଣ-ସମ୍ପାଦନା ପାଇଁ ଗୋଟିଏ ଦିନରେ ୨୪ଟି ଲେଖିଲେଣି । ଆପଣମାନେ ବି ଯୋଗ ଦେଇପାରିବେ । or.wikipedia.org/s/1yxw #WikipediaAsianMonth #AsianMonth #WAM #Wikipedia #OdiaWikipedia #Odia #OdiaWikiUG

ଓଡ଼ିଆ ଉଇକିଆଳି ହରିହର ଶତପଥୀ ଏସିଆ ମାସ ଗଣ-ସମ୍ପାଦନା ପାଇଁ ଗୋଟିଏ ଦିନରେ ୨୪ଟି ଲେଖିଲେଣି ।

ଆପଣମାନେ ବି ଯୋଗ ଦେଇପାରିବେ ।

or.wikipedia.org/s/1yxw

#WikipediaAsianMonth #AsianMonth #WAM #Wikipedia #OdiaWikipedia #Odia #OdiaWikiUG
Odia Wikimedians User Group (@odiawikiug) 's Twitter Profile Photo

ଏସିଆ ମାସ ଗଣ-ସମ୍ପାଦନା ୨୦୨୫ରେ ଓଡ଼ିଆ ଉଇକିପିଡ଼ିଆରେ ୧୦୦ ପ୍ରସଙ୍ଗ ପୂରଣ ହେଲା । ହରିହର ଶତପଥୀ: ୭୯ ସଂଗ୍ରାମ କେଶରୀ ସେନାପତି: ୧୩ ରାଜକିଶୋର ମହାପାତ୍ର: ୪ ଅଲିଭା ସାହୁ: ୪ #OdiaWikipedia #WikipediaAsianMonth #WAM2025 #OdiaWikiUG

ଏସିଆ ମାସ ଗଣ-ସମ୍ପାଦନା ୨୦୨୫ରେ ଓଡ଼ିଆ ଉଇକିପିଡ଼ିଆରେ ୧୦୦ ପ୍ରସଙ୍ଗ ପୂରଣ ହେଲା ।

ହରିହର ଶତପଥୀ: ୭୯
ସଂଗ୍ରାମ କେଶରୀ ସେନାପତି: ୧୩
ରାଜକିଶୋର ମହାପାତ୍ର: ୪
ଅଲିଭା ସାହୁ: ୪

#OdiaWikipedia #WikipediaAsianMonth #WAM2025 #OdiaWikiUG
Odia Wikimedians User Group (@odiawikiug) 's Twitter Profile Photo

ଜାନୁଆରୀ ୧୫ରେ ଉଇକିପିଡ଼ିଆକୁ ୨୫ ପୂରୁଛି । ୨୫ତମ ଜନ୍ମତିଥି ପାଇଁ ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନାରେ ଆସନ୍ତୁ, ଓଡ଼ିଆ ଉଇକିପିଡ଼ିଆରେ ଅନ୍ୟ ଉଇକିପିଡ଼ିଆ ବାବଦରେ ପ୍ରସଙ୍ଗମାନ ଲେଖିବା ଏବଂ ଉଇକିପିଡ଼ିଆର ଇତିହାସକୁ ଆଉଟିକେ ପାଖରୁ ଜାଣିବା । ଯୋଗ ଦିଅନ୍ତୁ: or.wikipedia.org/s/203f #ଓଡ଼ିଆଉଇକିପିଡ଼ିଆ #OdiaWiki #Wikipedia25

ଜାନୁଆରୀ ୧୫ରେ ଉଇକିପିଡ଼ିଆକୁ ୨୫ ପୂରୁଛି । ୨୫ତମ ଜନ୍ମତିଥି ପାଇଁ ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନାରେ ଆସନ୍ତୁ, ଓଡ଼ିଆ ଉଇକିପିଡ଼ିଆରେ ଅନ୍ୟ ଉଇକିପିଡ଼ିଆ ବାବଦରେ ପ୍ରସଙ୍ଗମାନ ଲେଖିବା ଏବଂ ଉଇକିପିଡ଼ିଆର ଇତିହାସକୁ ଆଉଟିକେ ପାଖରୁ ଜାଣିବା ।

ଯୋଗ ଦିଅନ୍ତୁ: or.wikipedia.org/s/203f

#ଓଡ଼ିଆଉଇକିପିଡ଼ିଆ #OdiaWiki #Wikipedia25
Odia Wikimedians User Group (@odiawikiug) 's Twitter Profile Photo

ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ୍‌ର ସଦସ୍ୟ ଚିନ୍ମୟୀ ମିଶ୍ରଙ୍କ ତରଫରୁ ଉଇକିପିଡ଼ିଆର ୨୫ତମ ଜନ୍ମତିଥି ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା । #Wikipedia25 #OdiaWiki

Sangram Keshari Senapati (ଗପୁ) (@ssgapu22) 's Twitter Profile Photo

There is a Wikipedia photo point at #Bhadrayani2026 by District Administration,Bhadrak. Today, the district collector of Bhadrak had posed for a snap. If you are roaming around, take a photo and tag me.

There is a Wikipedia photo point  at #Bhadrayani2026 by <a href="/DM_Bhadrak/">District Administration,Bhadrak</a>. Today, the district collector of Bhadrak had posed for a snap. If you are roaming around, take a photo and tag me.
Odia Wikimedians User Group (@odiawikiug) 's Twitter Profile Photo

ଓଡ଼ିଆ ଉଇକିପିଡ଼ିଆରେ ଆରମ୍ଭ ହୋଇସାରିଛି ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୬ । QR କୋଡ଼୍ ସ୍କାନ୍ ଯୋଗ ଦିଅନ୍ତୁ । ଗଣ-ସମ୍ପାଦନା ଲିଙ୍କ୍: or.wikipedia.org/s/208j ସମୟସୀମା: ୧ ଫେବୃଆରୀ–୩୧ ମାର୍ଚ୍ଚ ୨୦୨୬ #FeminismAndFolklore #OdiaWikipedia #OdiaWikiUG

ଓଡ଼ିଆ ଉଇକିପିଡ଼ିଆରେ ଆରମ୍ଭ ହୋଇସାରିଛି ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୬ ।
QR କୋଡ଼୍ ସ୍କାନ୍ ଯୋଗ ଦିଅନ୍ତୁ ।

ଗଣ-ସମ୍ପାଦନା ଲିଙ୍କ୍: or.wikipedia.org/s/208j
ସମୟସୀମା: ୧ ଫେବୃଆରୀ–୩୧ ମାର୍ଚ୍ଚ ୨୦୨୬ 

#FeminismAndFolklore #OdiaWikipedia #OdiaWikiUG
Aliva Sahoo🍻 (@alivasahoo2) 's Twitter Profile Photo

GM Law College , Puri ରେ Odia Wikimedians User Group ତରଫରୁ ଆୟୋଜିତ ଉଇକିପିଡ଼ିଆ କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ସଦସ୍ୟବୃନ୍ଦ ।

GM Law College , Puri ରେ <a href="/OdiaWikiUG/">Odia Wikimedians User Group</a> ତରଫରୁ ଆୟୋଜିତ ଉଇକିପିଡ଼ିଆ କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ   ସଦସ୍ୟବୃନ୍ଦ ।
Sangram Keshari Senapati (ଗପୁ) (@ssgapu22) 's Twitter Profile Photo

Wikipedia is celebrating the 25th anniversary. We are not celebrating, we are conducting workshops also. At G.M. Law College, Puri we did a workshop on the basics of wikipedia, free knowledge and how to contribute to Wikipedia. #Wikipedia25 #Wiki25 #OdiaWiki #OdiaWikiUG

Wikipedia is celebrating the 25th anniversary. We are not celebrating, we are conducting workshops also. At G.M. Law College, Puri we did a workshop on the basics of wikipedia, free knowledge and how to contribute to Wikipedia. 

#Wikipedia25 #Wiki25 #OdiaWiki #OdiaWikiUG