
News18 Odia
@news18odia
News18 Odia, Network18 Group caters to News & information to the Odia viewers. Network18 Group is presently the largest Television Network in India.
ID: 761150831584575488
http://news18odia.com 04-08-2016 10:44:34
229,229K Tweet
165,165K Takipçi
211 Takip Edilen

#୨୦_ଲକ୍ଷ_ସହାୟତା_ଘୋଷଣା ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା ୨୦ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା ନେଇ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା CMO Odisha



#ଆତ୍ମହୁତି_ପାଇଁ_ବାଧ୍ୟ_କରାଗଲା: #ରାହୁଲ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧିଙ୍କ ଟ୍ବିଟ୍ ‘ଏହା ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ବାରା ସଂଗଠିତ ହତ୍ୟା’ ‘ଯୌନ ଶୋଷଣ ବିରୋଧରେ ସ୍ବର ଉଠାଇଲେ’ ‘ନ୍ୟାୟ ବଦଳରେ ମିଳିଲା ଧମକ’ ‘ନୀରିହ ଝିଅକୁ ଆତ୍ମହୁତି ପାଇଁ ବାଧ୍ୟ କରାଗଲା’ Rahul Gandhi #Balesore #Odisha



#ନବୀନଙ୍କ_ଶୋକ ବାଲେଶ୍ବର ଏଫ୍ଏମ୍ କଲେଜ ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏକ୍ସରେ ପୀଡ଼ିତା ଛାତ୍ରୀଙ୍କ ନ୍ୟାୟ ପାଇଁ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି ନବୀନ। ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ନବୀନ । Naveen Patnaik #FMCollege #Odisha





#କଠୋର_ପଦକ୍ଷେପ_ନିଆଯିବ: ରାଜ୍ୟପାଳ ଏଫ୍ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ନେଇ ରାଜ୍ୟପାଳଙ୍କ ଶୋକ ଟ୍ବିଟ କରି ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ‘ଛାତ୍ରୀଙ୍କ ଅକାଳ ବିୟୋଗ ଖବର ମୋତେ ମର୍ମାହତ କରିଛି’ ‘ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ’ ‘ଆଇନ କଡ଼ା ପଦକ୍ଷେପ ନେବ, ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ’ Dr. Hari Babu Kambhampati


#କଲେଜ_କ୍ୟାମ୍ପସରେ_ହେବ_ପ୍ରତିବାଦ ବାଲେଶ୍ବର ଘଟଣା ନେଇ ବିଜେଡିର ପ୍ରେସମିଟ୍ ସାରା ରାଜ୍ୟରେ ବିକ୍ଷୋଭ କରିବ ବିଜେଡି ସବୁ କଲେଜ କ୍ୟାମ୍ପସ ସାମ୍ନାରେ ହେବ ପ୍ରତିବାଦ ‘ଏହି ଘଟଣା ଛାତ୍ର ସମାଜ ପାଇଁ ଅସମ୍ମାନ’ ‘ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ହେଉ’ ପରିବାରକୁ ୨କୋଟି ଟଙ୍କା ସହାୟତା ପାଇଁ ଦାବି Biju Janata Dal




#ଶସ୍ତା_ରାଜନୀତି_କରୁଛନ୍ତି_ବିରୋଧୀ: ମନ୍ତ୍ରୀ FM କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ବିଜେଡି ଏବଂ କଂଗ୍ରେସର ପଦକ୍ଷେପ ଉପରେ ଜବାବ ‘ଅଯଥା ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ’ ‘ପୂର୍ବ ସରକାରରେ ଲୋକଙ୍କୁ ନ୍ୟାୟ ମିଳିଲା ନାହିଁ’ ‘BJP ସରକାର ତୁରନ୍ତ ଆକ୍ସନ ନେଉଛି’ Krushna Chandra Patra







