Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile
Dr. Rajashree Mallick (Ex MP Jagatsinghpur)

@mpjagatsinghpur

Ex Member of Parliament, Jagatsinghpur, Odisha
Former Asst. Prof, Pathology, SCB MCH Cuttack, & Ex-MLA Tirtol, Odisha.

ID: 1314950123277836288

calendar_today10-10-2020 15:25:30

410 Tweet

1,1K Followers

31 Following

Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile Photo

Jaipur katikata bridge #rajashreemallick #mpjagatsinghpur #bjd #naveenodisha #jagatsinghpur #erasama #balikuda #kakarpur #tirtol #paradeep #nimapada #niali #jaipurkatikata #bridge

Biju Janata Dal (@bjd_odisha) 's Twitter Profile Photo

ବିଶ୍ଵାସର 'ଶଙ୍ଖ' ବାଜୁଛି, ଜନତାଙ୍କ ଭରସା ଅତୁଟ ରହିଛି। ସଭାପତି ଶ୍ରୀ Naveen Patnaik ଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟ ଲୋକଙ୍କ ମନ ଜିଣିଛି। କେନ୍ଦ୍ରାପଡ଼ା ଓ ଜଗତସିଂହପୁରବାସୀଙ୍କ ଅକୁଣ୍ଠ ଭଲ ପାଇବା ଦଳକୁ ଆହୁରି ମଜଭୁତ୍ କରିଛି। ସେମାନଙ୍କ ସମର୍ଥନ ନବୀନ ଓଡ଼ିଶା ଗଠନର ମାର୍ଗକୁ ପ୍ରଶସ୍ତ କରିଛି। #JodiShankha

ବିଶ୍ଵାସର 'ଶଙ୍ଖ' ବାଜୁଛି, ଜନତାଙ୍କ ଭରସା ଅତୁଟ ରହିଛି।

ସଭାପତି ଶ୍ରୀ <a href="/Naveen_Odisha/">Naveen Patnaik</a> ଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟ ଲୋକଙ୍କ ମନ ଜିଣିଛି। କେନ୍ଦ୍ରାପଡ଼ା ଓ ଜଗତସିଂହପୁରବାସୀଙ୍କ ଅକୁଣ୍ଠ ଭଲ ପାଇବା ଦଳକୁ ଆହୁରି ମଜଭୁତ୍ କରିଛି। ସେମାନଙ୍କ ସମର୍ଥନ ନବୀନ ଓଡ଼ିଶା ଗଠନର ମାର୍ଗକୁ ପ୍ରଶସ୍ତ କରିଛି।

#JodiShankha
Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile Photo

ସ୍ୱାସ୍ଥ୍ୟ ଅବସ୍ଥା ନେଇ ବିରୋଧୀଙ୍କ ଅପପ୍ରଚାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯଦି ମୋର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ତାହେଲେ କେମିତି ଏତେ ଖରା ଏବଂ ଗରମ ସତ୍ତ୍ୱେ ମୁଁ ସାରା ରାଜ୍ଯରେ ନିର୍ବାଚନ ପ୍ରଚାର କରୁଛି ବୋଲି ପ୍ରଶ୍ନ କରିଛନ୍ତି l #BJPLosesOdisha #NaveenGivesBacktoBJP

Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile Photo

#rajashreemallick #mpjagatsinghpur #bjd #jagatsinghpur #erasama #balikuda #kakarpur #tirtol #paradeep #nimapada #niali #india #defence #indianarmy #defencestandingcommittee

Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile Photo

Deeply saddened by the horrific Reasi attack. Our condolences to the families of the victims. We stand with Jammu & Kashmir and honor the bravery of our security forces. India remains united and resolute against terrorism. May the departed rest in peace, and the injured recover.

Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile Photo

Congratulations @Dharmendra ji, Jual ji, and @Aswini ji on your remarkable achievement of being appointed as cabinet ministers. Your success is a proud moment for Odisha, and we are confident that your leadership will bring about significant progress and prosperity for our state.

Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile Photo

Praying 🙏🏻"Lord Jagannath"🙏🏻 to save the people of East coast of Odisha & also request the youth to help the victims & tackle the endangered situation due to landfall of cyclone Dana with courage & precautionary measure. #CycloneDana #Odisha

Dr. Rajashree Mallick (Ex MP Jagatsinghpur) (@mpjagatsinghpur) 's Twitter Profile Photo

ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାନ୍ୟବର ସଭାପତି ବିଜୁ ଜନତା ଦଳ ଓଡ଼ିଶା, ମୋତେ ବରିଷ୍ଠ ମହିଳା ସାଧାରଣ ସମ୍ପାଦିକା ଓଡ଼ିଶା ଭାବେ ଚୟନ କରିଥିବାରୁ ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି, ମୋର ମହିଳା ନେତୃତ୍ଵ ଓ କାର୍ଯଦକ୍ଷତା ଉପରେ ସେ ଯେଉଁ ବିଶ୍ୱାସ ପ୍ରକଟ କରିଛନ୍ତି ତାହା ସୁଚାରୁରୂପେ ସମ୍ପାଦନ କରିପାରିବି ବୋଲି ପ୍ରତିଶ୍ରୁତି ଦେଉଛି ।

Naveen Patnaik (@naveen_odisha) 's Twitter Profile Photo

ମହିଳାଙ୍କ ଏକତାର ସ୍ୱର ବିଜୁ ଜନତା ଦଳ। ନବନିଯୁକ୍ତ ବିଜୁ ମହିଳା ଜନତା ଦଳର କମିଟି ସଦସ୍ୟଙ୍କୁ ଭେଟି ମା'ମାନଙ୍କ ହକ୍ ଓ ଅଧିକାର ପାଇଁ ଲଢ଼େଇ କରିବାକୁ ପରାମର୍ଶ ଦେଲି। #BJDWithWomen #BJDWithOdisha